"ସୋରଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{ଛୋଟ|Surada}}
{{Infobox settlement
| name = ସୋରଡ଼ା
| native_name =
| native_name_lang = sanଓଡିଆ
| other_name = ସୁରାଡ଼ା
| nickname = SRD
| settlement_type = SRDସହର
| settlement_type image_skyline = ସହର
| image_skyline image_alt =
| image_alt image_caption =
| image_captionpushpin_map = India =Odisha
| pushpin_label_position =
| pushpin_map = India Odisha
| pushpin_label_positionpushpin_map_alt =
| pushpin_map_caption = Location in Odisha, India
| pushpin_map_alt =
| pushpin_map latd = India Odisha19.75
| pushpin_map_caption = Location in Odisha, India
| latd latm =
| lats = 19.75
| latmlatNS = N
| longd = =84.43
| lats longm =
| longs =
| latNS longEW = NE
| coordinates_display = inline,title
| longd = 84.43
| subdivision_type = ଦେଶ
| longm =
| subdivision_name = {{flag|ଭାରତ}}
| longs =
| subdivision_type1 = [[States and territories of India|ରାଜ୍ୟ]]
| longEW = E
| coordinates_display subdivision_name1 = inline,title[[ଓଡ଼ିଶା]]
| subdivision_typesubdivision_type2 = [[List of districts of = ଦେଶIndia|ଜିଲ୍ଲା]]
| subdivision_name2 = [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ]]
| subdivision_name = {{flag|ଭାରତ}}
| blank1_name_sec1 = [[ଉପଖଣ୍ଡ]]
| subdivision_type1 = [[States and territories of India|ରାଜ୍ୟ]]
| subdivision_name1 blank1_info_sec1 = [[ଓଡ଼ିଶାଭଞ୍ଜନଗର ଉପଖଣ୍ଡ|ଭଞ୍ଜନଗର]]
| blank2_name_sec1 = [[ବ୍ଲକ୍]]
| subdivision_type2 = [[List of districts of India|ଜିଲ୍ଲା]]
| subdivision_name2 blank2_info_sec1 = [[ଗଞ୍ଜାମସୋରଡ଼ା ଜିଲ୍ଲାବ୍ଲକ୍|ଗଞ୍ଜାମସୋରଡ଼ା]]
| blank1_name_sec2 = ବିଧାନସଭା ନିର୍ବାଚନମଣ୍ଡଳୀ
| blank1_name_sec1 = ଉପଖଣ୍ଡ
| blank1_info_sec2 = [[ସୋରଡ଼ା (ବିଧାନସଭା ନିର୍ବାଚନମଣ୍ଡଳୀ)|ସୋରଡ଼ା(୧୨୯)]]
| blank1_info_sec1 = ଭଞ୍ଜନଗର
| blank2_name_sec2 = ଲୋକସଭା ନିର୍ବାଚନମଣ୍ଡଳୀ
| blank2_name_sec1 = ବ୍ଲକ୍
| blank2_info_sec2 = [[ଆସିକା (ଲୋକସଭା ନିର୍ବାଚନ ମଣ୍ଡଳୀ)|ଆସ୍କା(୧୯)]]
| blank2_info_sec1 = ସୋରଡ଼ା
| established_title = ସୁରାଡ଼ା
| blank1_name_sec2 = ବିଧାନସଭା ନିର୍ବାଚନମଣ୍ଡଳୀ
| population_demonymestablished_date = 1474
| blank1_info_sec2 = [[ସୋରଡ଼ା (ବିଧାନସଭା ନିର୍ବାଚନମଣ୍ଡଳୀ)|ସୋରଡ଼ା(୧୨୯)]]
| blank2_name_sec2founder = ଲୋକସଭାରାଜା ଷଣ୍ଢଧନୁ ସିଂହ ନିର୍ବାଚନମଣ୍ଡଳୀ(ଅଭୟ)
| named_for = ମନ୍ଦିର ମାଳିନୀ ହୋଇଥିବା ଯୋଗୁଁ !
| blank2_info_sec2 = [[ଆସିକା (ଲୋକସଭା ନିର୍ବାଚନ ମଣ୍ଡଳୀ)|ଆସ୍କା(୧୯)]]
| government_type = ବିଜ୍ଞାପିତ ଅଞ୍ଚଳ ପରିଷଦ
| established_title = ସୁରାଡ଼ା
| established_dategoverning_body = = 1474
| founder leader_title1 = ରାଜା ଷଣ୍ଢଧନୁ ସିଂ(ଅଭୟ)ନଗରପାଳ
| leader_name2 leader_name1 = ପୂର୍ଣ୍ଣ ଚନ୍ଦ୍ରସଙ୍ଘମିତ୍ରା ସ୍ଵାଇଁ([[ବିଜଦ]])
| named_for = ମନ୍ଦିର ମାଳିନୀ ହୋଇଥିବା ଯୋଗୁଁ !
| government_type leader_title2 = ବିଧାନସଭା ବିଜ୍ଞାପିତ ଅଞ୍ଚଳ ପରିଷଦସଦସ୍ୟ
| governing_bodyleader_name2 = ପୂର୍ଣ୍ଣ ଚନ୍ଦ୍ର = ସ୍ଵାଇଁ([[ବିଜଦ]])
| leader_title1 leader_title3 = ଲୋକସଭା = ନଗରପାଳସଦସ୍ୟ
| leader_name1 leader_name3 = ପୂର୍ଣ୍ଣ ଚନ୍ଦ୍ରନିତ୍ୟାନନ୍ଦ ସ୍ଵାଇଁପ୍ରଧାନ([[ବିଜଦ]])
| leader_title2 unit_pref = ବିଧାନସଭା ସଦସ୍ୟMetric
| pushpin_map_alt area_footnotes =
| leader_name2 = ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ([[ବିଜଦ]])
| leader_title3 area_rank = ଲୋକସଭା ସଦସ୍ୟ
| area_total_km2 = 1308.05
| leader_name3 = ନିତ୍ୟାନନ୍ଦ ପ୍ରଧାନ([[ବିଜଦ]])
| elevation_footnotes =
| unit_pref = Metric
| area_footnoteselevation_m = =76
| area_rankpopulation_total = =14647
| area_total_km2 population_as_of = 1308.052001
| elevation_footnotes population_rank =
| population_density_km2 = auto
| elevation_m = 76
| population_demonym =
| population_total = 14647
| population_as_of population_footnotes = 2001
| demographics_type1 = ଭାଷା
| population_rank =
| demographics1_title1 = ସରକାରୀ
| population_density_km2 = auto
| demographics1_info1 = [[ଓଡ଼ିଆ ଭାଷା|ଓଡ଼ିଆ]]<br/ > [[ଇଂରାଜୀ ଭାଷା]]
| population_demonym =
| population_footnotestimezone1 = [[Indian Standard Time|IST]]
| demographics_type1utc_offset1 = ଭାଷା+5:30
| demographics1_title1postal_code_type = ସରକାରୀ[[Postal Index Number|PIN]]
| postal_code =୭୬୧୧୦୮
| demographics1_info1 = [[ଓଡ଼ିଆ ଭାଷା|ଓଡ଼ିଆ]]<br/ > [[ଇଂରାଜୀ ଭାଷା]]
| timezone1 area_code_type = [[IndianSTD StandardTelephone Time|IST]]code
| utc_offset1 area_code = +5:30୦୬୮୧୯
| postal_code_type registration_plate = [[Postal Index Number|PIN]]OR-07/OD-07
| postal_code website =୭୬୧୧୦୮
| area_code_type footnotes = STD Telephone[[http://en.wikipedia.org/wiki/Shashi_Bhusana_Charitam]] code}}
| area_code =୦୬୮୧୯
| registration_plate = OR-07/OD-07
| website =
| footnotes = [[http://en.wikipedia.org/wiki/Shashi_Bhusana_Charitam]] }}
 
"ସୋରଡ଼ା" ଏକ ପ୍ରମୁଖ ସହର (ବିଜ୍ଞାପିତ ଅଞ୍ଚଳ ପରିଷଦ) । ଯାହାକି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡରେ ଥିବା ସୋରଡ଼ା ବ୍ଲକ୍ ମଧ୍ୟରେ ଅବସ୍ଥିତ । ଏହା [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ ଜିଲ୍ଲାର]] ଏକ ବୃହତ୍ତମ ବ୍ଲକ୍ । ସୋରଡ଼ା ବ୍ଲକ୍ ର କ୍ଷେତ୍ରଫଳ ପ୍ରାୟ ୨୬୬୩.୮୯ ବର୍ଗ କି.ମି. ଅଟେ। ସୋରଡ଼ା ବ୍ଲକ୍ ମୋଟ ୩୬୪ଟି ଗ୍ରାମ, ୨୫ଟି ଗ୍ରାମ ପଞ୍ଚାୟତ ଓ ସୋରଡ଼ା (ବିଜ୍ଞାପିତ ଅଞ୍ଚଳ ପରିଷଦ)କୁ ନେଇ ଗଠିତ।
୮୩ କ ଧାଡ଼ି:
 
== ଇତିହାସ ==
ଏହା ଏକ ଐତିହାସିକ ସ୍ଥଳୀ ଅଟେ। ପୂର୍ବେ ଏଠାକାର ନାମ "ସୁରାଡା ଗଡ଼" ଥିଲା। ଯାହାକି ସେହି ସମୟରେ [[ଓଡ଼ିଶା]]ର ଏକ ଗଡ଼ଜାତ ଅଞ୍ଚଳ ଥିଲା। ସୁରାଡା଼ ଏକ ଯୁକ୍ତାକ୍ଷର ଶବ୍ଦ ଯାହାକି ଦୁଇଟି ସଂସ୍କୃତ ପଦରୁ ଆନୀତ ଯଥା ସୁର + ଅଡ୍ଡା = ସୁରାଡା (ସୁର = ଦେବତା, ଅଡ୍ଡା = ସ୍ଥଳୀ)। ଏଣୁ ସୁରାଡା଼ ଶବ୍ଦର ଅର୍ଥ ହେଲା "ଦେବତାଙ୍କ ସ୍ଥଳୀ"। ଅନୁମାନ କରାଯାଏ କି ଏହା ଏକ ଦେବାଦେବୀ ସ୍ଥଳୀ ହୋଇଥିବା ଯୋଗୁଁ ଏହାର ନାମକରଣ ଏପରି କରାଯାଇଥିଲା। ସୁରାଡା଼ ଗଡ଼କୁ ଏଠାକାର ପ୍ରଥମ ରାଜା ଷଣ୍ଢଧନୁ ସିଂସିଂହ ୧୪୭୪ ମସିହାରେ ନିର୍ମାଣ କରିଥିଲେ। ପ୍ରଥମେ ଏହି ରାଜ୍ୟ "ଖିଡିସିଙ୍ଗି" ରାଜ୍ୟର ଅଧିନରେ ଥିଲା। କିନ୍ତୁ ପରେ ଖିଡିସିଙ୍ଗିର ଶେଷ ରାଜା "ବଳିୟାରବଳିୟାର୍ ସିଂସିଂହ" ନିଜ ରାଜ୍ୟକୁ ୧୫୭୪ରେ ଚାରି ଭାଗରେ ବିଭାଜନ କରି ନିଜ ଚାରି ପୁଅମାନଙ୍କ ମଧ୍ୟରେ ବାଣ୍ଟିଦେଲେ। ଫଳରେ ବଡ଼ଗଡ଼, ଧରାକୋଟ୍ଟ, ସୁରାଡା଼ ଏବଂ ଶେରଗଡ଼ ନାମରେ ନୁଆ ଗଡ଼ଜାତର ଅଭ୍ୟୁତ୍ଥାନ ଘଟିଲା। ବର୍ତ୍ତମାନ ବଡ଼ଗଡ଼ ଏକ ଗାଁର ଆଖ୍ୟା ପାଇ ସୋରଡା଼ସୋରଡା ବ୍ଲକ୍ ମଧ୍ୟରେ ରହିଛି ଓ ଧରାକୋଟ୍ଟ ଏବଂ ଶେରଗଡ଼ ଦୁଇଟି ଭିନ୍ନ ବ୍ଲକ୍ ଭାବେ ଗଞ୍ଜାମ ଜିଲ୍ଲାରେ ରହିଛି। ଯେଉଁ ସମୟରେ ଇଂରେଜ୍ ମାନେ ସୁରାଡାକୁ ନିଜ ଅଧୀନକୁ ଆଣିଲେ ସେହି ସମୟରେ ଏହାକୁ ଅବିଭାଜିତ ଗଞ୍ଜାମ ଜିଲ୍ଲା ମଧ୍ୟରେ ରଖି ମାଡ୍ରାସ୍ ପ୍ରେସିଡେନ୍ସିର ଶାସନ କ୍ଷମତାରେ ରଖାଗଲା। ଯାହାକି List of zamindari estates in Madras Presidency ରେ ସଂପୂର୍ଣ ଭାବେ ଲେଖାଯାଇଛି[[http://en.wikipedia.org/wiki/List_of_zamindari_estates_in_Madras_Presidency]]।
 
===ଖିଡିସିଙ୍ଗି ରାଜ୍ୟର ରାଜା===
* ପାଟ୍ଟ ମଲ୍ଲିକ (ଶେଷ କନ୍ଧ ରାଜା)
* ରାଜା ଶୋଭାଚନ୍ଦ୍ର ସିଂହ (ନଳ ବଂଶୀୟ)
* ରାଜା ପୁରୁଷୋତ୍ତମ ସିଂହ
* ରାଜା କୃଷ୍ଣ ସିଂହ
* ରାଜା ରାୟ ସିଂହ
* ରାଜା ପ୍ରିତି ସିଂହ
* ରାଜା ର୍କିତ୍ତି ସିଂହ
* ରାଜା ପଦ୍ମନାଭ ସିଂହ
* ରାଜା ବିକ୍ରମ ସିଂହ
* ରାଜା ବଲିଆର୍ ସିଂହ (ଶେଷ ଖିଡିସିଙ୍ଗି ରାଜା)
===ସୁରାଡା ରାଜ୍ୟର ରାଜା===
* ରାଜା ଷଣ୍ଢଧନୁ ସିଂହ (ଅଭୟ) (ସୁରାଡା ଗଡର ୧ମ ରାଜା)
* ରାଜା ଭଗବାନ ସିଂହ
* ରାଜା ହରିହର ସିଂହ
* ରାଜା କୃଷ୍ଣ ସିଂହ (୨)
* ରାଜା ଗୋପାଳ ସିଂହ
* ରାଜା ରାୟ ସିଂହ
* ରାଜା ଶ୍ୟାମସୁନ୍ଦର ସିଂହ
* ରାଜା ଗଦାଧର ସିଂହ (ରାଜା ଶ୍ୟାମସୁନ୍ଦରଙ୍କ ଭାଇ)
* ରାଜା କୁଞ୍ଜ ବିହାରୀ ସିଂହ (ରାଜା ଶ୍ୟାମସୁନ୍ଦରଙ୍କ ଭାଇ)
* ରାଣୀ ରାଧାମଣୀ ଦେବୀ (ରାଜା କୁଞ୍ଜ ବିହାରୀଙ୍କ ସ୍ତ୍ରୀ)
* ରାଜା ଉପେନ୍ଦ୍ର ସିଂହ (ରାଜା ଶ୍ୟାମସୁନ୍ଦରଙ୍କ ଭାଇ)
* ରାଜା ଶ୍ୟାମସୁନ୍ଦର ସିଂହ (୨) (ରାଜା ଉପେନ୍ଦ୍ରଙ୍କ ପୁଅ)
* ରାଜା ରାଧାଚରଣ ସିଂହ (ରାଜା ଉପେନ୍ଦ୍ରଙ୍କ ପୁଅ)
* ରାଜା ଲକ୍ଷ୍ମୀନାରାୟଣ ସିଂହ (ରାଜା ଉପେନ୍ଦ୍ରଙ୍କ ପୁଅ)
* ରାଜା ଜର୍ନାଦ୍ଦନ ସିଂହ (ରାଜା ଉପେନ୍ଦ୍ରଙ୍କ ପୁଅ) (ସୁରାଡା ଗଡର ଶେଷ ରାଜା)
 
==ଦର୍ଶନୀୟ ସ୍ଥାନ==
"https://or.wikipedia.org/wiki/ସୋରଡ଼ା"ରୁ ଅଣାଯାଇଅଛି