"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୮ କ ଧାଡ଼ି:
**[[ସ୍ଥାୟୀ ପ୍ରଦାହ ଆନିମିଆ]]

=== ଅତ୍ୟଧିକ ନଷ୍ଟ ===
ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ ହୋଇ ଯେଉଁ ଆନିମିଆ ହୁଏ ତାହାକୁ [[ହେମୋଲାଇଟିକ ଆନିମିଆ]] କୁହାଯାଏ । ଏହି ଅବସ୍ଥାରେ ଜଣ୍ଡିସ ବା [[କାମଳ]] ସହ [[ଲାକ୍ଟେଟ ଡିହାଡ୍ରୋଜେଜେନ]] ପରିମାଣ ବୃଦ୍ଧି ପାଏ ଡ୍।

* ଲୋହିତ ରକ୍ତ କଣିକା ଆଭ୍ୟନ୍ତରିଣ ଅବ୍ୟବସ୍ଥା<ref> Jump up to: a b c d e f g h i j k l m n o p q r s t u v w x y z aa Table 12-1 in: Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson. Robbins Basic Pathology. Philadelphia: Saunders. ISBN 1-4160-2973-7. 8th edition.</ref>: ଏହା ଦ୍ଵାରା କଣିକାଗୁଡିକ ସମୟ ପୂର୍ବରୁ ନଷ୍ଟ ହୋଇଯାଏ । [[ପାରୋକ୍ସିମାଲ ନୋକ୍ଚରନାଲ ହେମୋଗ୍ଲୋବିନୁରିଆ]] ବ୍ୟତିତ ଅନ୍ୟ ରୋଗ ସବୁ ବଂଶାନୁକ୍ରମିକ ଜେନେଟିକ ରୋଗ<ref name=Robbins432>Kumar, Vinay; Abbas, Abul K.; Fausto, Nelson; & Mitchell, Richard N. (2007). ''Robbins Basic Pathology'' (8th ed.). Saunders Elsevier. p. 432 ISBN 978-1-4160-2973-1</ref> ।
** [[ହେରେଡିଟାରି ସ୍ଫିରୋସାଇଟୋସିସ]]: ଏହି ରୋଗରେ କଣିକାର ବାହାର ଆସ୍ତରଣ ଠିକ୍ ନ୍ ଥାଏ, ଏଣୁ ପ୍ଲିହା ଦ୍ଵାରା କଣିକା ସମସ୍ତ ନଷ୍ଟ ହୋଇଯାଏ ।

** [[ହେରେଡିଟାରି ଏଲିପ୍ଟୋସାଇଟୋସିସ]]: ଆସ୍ତରଣ ପ୍ରୋଟିନ ଠିକ ନ ଥାଏ ।

** ଆବିଟାଲାପୋପ୍ରିଟିନେମିଆ: ଆସ୍ତରଣ ଲିପିଡ ଖରାପ ଥାଏ ।

** ଏଞ୍ଜାଇମ ଅଭାବ

*** ପାଇରୁଭେଟ କାଇନେଜ ଓ ହେକ୍ସୋକାଇନେଜ ଅଭାବ ଯୋଗୁ ଗ୍ଲାଇକୋଲାଇସିସ ହୋଇପାରେ ନାହିଁ ।

*** ଗ୍ଲୁକୋଜ ୬ ଫସଫେଟ ଡିହାଇଡ୍ରୋଜେନେଜ ଅଭାବ ଓ ଗ୍ଲୁଟାଥାୟୋନିନ୍ ସିନଥେଟେଜ୍ ଅଭାବ ଯୋଗୁ ଅକ୍ସିଡେଟିଭ ସ୍ଟ୍ରେସ ଅଧିକ ହୁଏ ।

** ହେମୋଗ୍ଲୋବିନୋପାଥିଜ

*** ସିକ୍ଲ ସେଲ ଆନିମିଆ

*** ହେମୋଗ୍ଲୋବିନୋପାଥିଜ୍

** ପାରୋକ୍ସିସମାଲ ନୋକ୍ଚରନାଲ ହେମୋଗ୍ଲିନୁରିଆ

== ଆଧାର ==