"ଆକାଶବାଣୀ କଟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ସଜାଣି
୧ କ ଧାଡ଼ି:
<!--
{{for|the electronica band|All India Radio (band)}}
{{refimprove|date=July 2012}}
Line ୪୬ ⟶ ୪୭:
|footnotes =
}}
-->
 
 
{{ଛୋଟ|AIRCuttack}}
Line ୫୩ ⟶ ୫୪:
 
== ଇତିହାସ ==
# ୧୯୪୮ ଜାନୁଆରୀ ୨୮ତାରିଖରେ ଆକାଶବାଣୀ ର କାର୍ଯ୍ୟକ୍ରମ ପ୍ରସାରଣ ପ୍ରଥମେ ଏକ କିଲୋୱାଟ ଶକ୍ତି ସମ୍ପର୍ନ୍ନ ଟ୍ରାନ୍ସମିଟର ଦ୍ଵାରା କିଲ୍ଲାପଡ଼ିଆରୁ ଆରମ୍ଭ କରାଯାଇଥିଲା ।
ଆକାଶବାଣୀ ର କାର୍ଯ୍ୟକ୍ରମ ପ୍ରଥମେ ଏକ କିଲୋୱାଟ ଶକ୍ତି ସମ୍ପର୍ନ୍ନ ଟ୍ରାନ୍ସମିଟର ଦ୍ଵାରା ମଧୁପୁର କୋଠି ଓ କିଲ୍ଲାପଡ଼ିଆରୁ, ଆରମ୍ଭ କରାଯାଇଥିଲା । ୧୯୫୮ ମସିହା ମେ' ମାସରେ ଫକୀରପଡାଠାରେ ୨୦ କିଲୋୱାଟ ଟ୍ରାନ୍ସମିଟର ଦ୍ଵାରା କାର୍ଯ୍ଯକ୍ରମ ସମ୍ପାଦନ କରାଯାଇଥିଲା । କିଲ୍ଲାପୋର୍ଟରେ ଥିବା ଏକ କିଲୋୱାଟ ଟ୍ରାନ୍ସମିଟରରୁ ୧୯୬୨ ମସିହା ଅଗଷ୍ଟ ୧୯ ତାରିଖରୁ 'ବିବିଧ ଭାରତୀ' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ୧୯୭୫ ମସିହା ମଇ ମାସ ଏକ ତାରିଖରୁ 'ବିଜ୍ଞାପନ ପ୍ରସାରଣ ସେବା' ଆରମ୍ଭ ହୋଇଥିଲା । ୧୯୭୪ ମସିହା ନଭେମ୍ବର ୧୯ତାରିଖରେ ୧୦୦ କିଲୋୱାଟ ଶକ୍ତି ସମ୍ପର୍ଣ୍ଣ ଟ୍ରାନ୍ସମିଟର ସ୍ଥାପନା କରାଗଲା ଓ ଆକାଶବାଣୀର କାର୍ଯ୍ୟକ୍ରମ ବାଲେଶ୍ଵରଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଶ୍ରୋତାଙ୍କ ପାଖରେ ପହଞ୍ଚି ପାରିଲା । ୧୯୭୬ ମସିହା ଜାନୁଆରୀ ୨୭ ତାରିଖରେ [[ଭୁବନେଶ୍ଵର]]ରେ ପ୍ରତିଷ୍ଠା କରାଗଲା ଏକ ସହାୟକ ଷ୍ଟୁଡିଓ । ୧୯୭୭ ମସିହା ଡିସେମ୍ବର ୨୫ ତାରିଖରେ, ଆକାଶବାଣୀ କଟକର ନିଜସ୍ଵ ଟାଇପ-୪ ଷ୍ଟୁଡିଓକୁ କଟକର ୩, କାଣ୍ଟନମେଣ୍ଟ ରୋଡ଼ଠାରେ କାର୍ଯ୍ୟକ୍ଷମ କରାଗଲା । ଏବେ ସେହି, ଷ୍ଟୁଡିଓରୁ ଆକାଶବାଣୀ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ୧୯୯୬ ମସିହା ମାର୍ଚ୍ଚ ମାସ ତିନି ତାରିଖରୁ ଆକାଶବାଣୀର ଏଫ୍.ଏମ୍ ପ୍ରସାରଣ ସେବା ଆରମ୍ଭ କରାଗଲା । ଆକାଶବାଣୀ କଟକ କେନ୍ଦ୍ରର ନୂତନ ମାଇଲଖୁଣ୍ଟ ହେଲା ୨୦୦୩ ମସିହା ଜାନୁଆରୀ ୧୩ ତାରିଖରେ ସ୍ଥାପନ କରାଯାଇଥିବା ଫ୍ରାନ୍ସର ୩୦୦ କିଲୋୱାଟ ମିଡିୟମ ୱେଭ ଟ୍ରାନସମିଟର । ଏହି ଟ୍ରାନ୍ସମିଟରର ଗୁଣାତ୍ମକମାନ ସର୍ବାଧିକ ହୋଇଥିବାରୁ, ଆମ ରାଜ୍ୟର ସମସ୍ତ ଅଞ୍ଚଳର ଶ୍ରୋତା ଏହା ମାଧ୍ୟମରେ ଆକାଶବାଣୀର କାର୍ଯ୍ୟକ୍ରମ ଶୁଣି ପାରୁଛନ୍ତି । ୨୦୦୬ ମସିହା ଅକ୍ଟୋବର ମାସ ୨ ତାରିଖରୁ ଆରମ୍ଭ ହୋଇଛି, ଉପଗ୍ରହ ମାଧ୍ୟମରେ ଡି.ଟି.ଏଚ୍. ସେବା । ଏହା ଡିଜିଟାଲ୍ ହୋଇଥିବାରୁ, ଏହାର ଗୁଣାତ୍ମକମାନ ସର୍ବାଧିକ ଉଚ୍ଚକୋଟୀର ଏବଂ ବିଶ୍ଵର ଯେକୌଣସି ସ୍ଥାନରେ ଥିବା ବ୍ୟକ୍ତିବିଶେଷ ଆକାଶବାଣୀର କାର୍ଯ୍ୟକ୍ରମ ଶୁଣିବାରେ ସକ୍ଷମ ହୋଇପାରିଛନ୍ତି ।
# ୧୯୫୮ ମସିହା ମେ ମାସରେ ଫକୀରପଡାଠାରେ ୨୦ କିଲୋୱାଟ ଟ୍ରାନ୍ସମିଟର ଦ୍ଵାରା କାର୍ଯ୍ଯକ୍ରମ ସମ୍ପାଦନ କରାଯାଇଥିଲା ।
# ୧୯୬୨ ମସିହା ଅଗଷ୍ଟ ୧୯ ତାରିଖରୁ କିଲ୍ଲାପୋର୍ଟରେ ଥିବା ଏକ କିଲୋୱାଟ ଟ୍ରାନ୍ସମିଟରରୁ 'ବିବିଧ ଭାରତୀ' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
# ୧୯୭୫ ମସିହା ମଇ ମାସ ୧ ତାରିଖରୁ 'ବିଜ୍ଞାପନ ପ୍ରସାରଣ ସେବା' ଆରମ୍ଭ ହୋଇଥିଲା ।
# ୧୯୭୪ ମସିହା ନଭେମ୍ବର ୧୯ତାରିଖରେ ୧୦୦ କିଲୋୱାଟ ଶକ୍ତି ସମ୍ପର୍ଣ୍ଣ ଟ୍ରାନ୍ସମିଟର ସ୍ଥାପନା କରାଗଲା ଓ ଆକାଶବାଣୀର କାର୍ଯ୍ୟକ୍ରମ ବାଲେଶ୍ଵରଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଶ୍ରୋତାଙ୍କ ପାଖରେ ପହଞ୍ଚି ପାରିଲା ।
# ୧୯୭୬ ମସିହା ଜାନୁଆରୀ ୨୭ ତାରିଖରେ [[ଭୁବନେଶ୍ଵର]]ରେ ପ୍ରତିଷ୍ଠା କରାଗଲା ଏକ ସହାୟକ ଷ୍ଟୁଡିଓ ।
# ୧୯୭୭ ମସିହା ଡିସେମ୍ବର ୨୫ ତାରିଖରେ, ଆକାଶବାଣୀ କଟକର ନିଜସ୍ଵ ଟାଇପ-୪ ଷ୍ଟୁଡିଓକୁ କଟକର ୩, କାଣ୍ଟନମେଣ୍ଟ ରୋଡ଼ଠାରେ କାର୍ଯ୍ୟକ୍ଷମ କରାଗଲା । ଏବେ ସେହି, ଷ୍ଟୁଡିଓରୁ ଆକାଶବାଣୀ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ।
# ୧୯୯୬ ମସିହା ମାର୍ଚ୍ଚ ମାସ ତିନି ତାରିଖରୁ ଆକାଶବାଣୀର ଏଫ୍.ଏମ୍ ପ୍ରସାରଣ ସେବା ଆରମ୍ଭ କରାଗଲା ।
# ୨୦୦୩ ମସିହା ଜାନୁଆରୀ ୧୩ ତାରିଖରେ ଆକାଶବାଣୀ କଟକ କେନ୍ଦ୍ରରେ ସ୍ଥାପନ କରାଗଲା ଫ୍ରାନ୍ସରୁ ଆସିଥିବା ୩୦୦ କିଲୋୱାଟ ମିଡିୟମ ୱେଭ ଟ୍ରାନସମିଟର । ଏହି ଟ୍ରାନ୍ସମିଟରର ଗୁଣାତ୍ମକମାନ ସର୍ବାଧିକ ହୋଇଥିବାରୁ, ଆମ ରାଜ୍ୟର ସମସ୍ତ ଅଞ୍ଚଳର ଶ୍ରୋତା ଏହା ମାଧ୍ୟମରେ ଆକାଶବାଣୀର କାର୍ଯ୍ୟକ୍ରମ ଶୁଣି ପାରୁଛନ୍ତି ।
# ୨୦୦୬ ମସିହା ଅକ୍ଟୋବର ମାସ ୨ ତାରିଖରୁ ଆରମ୍ଭ ହୋଇଛି, ଉପଗ୍ରହ ମାଧ୍ୟମରେ ଡି.ଟି.ଏଚ୍. ସେବା । ଏହା ଡିଜିଟାଲ୍ ହୋଇଥିବାରୁ, ଏହାର ଗୁଣାତ୍ମକମାନ ସର୍ବାଧିକ ଉଚ୍ଚକୋଟୀର ଏବଂ ଏହି ବ୍ୟବସ୍ଥା ଦ୍ଵାରା ବିଶ୍ଵର ଯେକୌଣସି ସ୍ଥାନରେ ଥିବା ବ୍ୟକ୍ତିବିଶେଷ ଆକାଶବାଣୀର କାର୍ଯ୍ୟକ୍ରମ ଶୁଣିବାରେ ସକ୍ଷମ ହୋଇପାରୁଛନ୍ତି ।
 
== ବିବିଧ କାର୍ଯ୍ୟକ୍ରମ ==
'ବହୁଜନ ହିତାୟ ଓ ବହୁଜନ ସୁଖାୟ' ମନ୍ତ୍ରରେ ଅଭିମନ୍ତ୍ରିତ ଆକାଶବାଣୀ କଟକ କେନ୍ଦ୍ର ଓଡ଼ିଶାର ପ୍ରାଚୀନ ଐତିହ୍ୟ, ସଂସ୍କୃତି, ଶିକ୍ଷା, ସ୍ଵାସ୍ଥ୍ୟସୂଚନା, ସମ୍ବାଦ, ଭାଷା, ସାହିତ୍ୟ, କଳା, ସ୍ଥାପତ୍ୟ, ଧର୍ମ, ଜୀବନଧାରା, ଦର୍ଶନ, କୃଷି, ଅର୍ଥନୀତି, ଆଇନ, ଶିଳ୍ପବିକାଶ, ରାଜନୈତିକ ଓ ଐତିହାସିକ କାର୍ଯ୍ୟକ୍ରମଗୁଡ଼ିକ ଆବନମାନଆବହମାନ କାଳରୁ ପ୍ରସାରଣ କରିଆସୁଛି । ଏହି କେନ୍ଦ୍ରରୁ ପ୍ରସାରିତ ବନ୍ଦନା, ଅନୁଚିନ୍ତା, କୃଷି ପ୍ରସଙ୍ଗ, ପାଣିପାଗ, ଆଞ୍ଚଳିକ ସମ୍ବାଦ, ଆଜିର ପ୍ରସଙ୍ଗ, ଜନଜୀବନ ସମ୍ବାଦ, ଜିଲ୍ଲା ହାଲଚାଲ, ସମାଚାର ଦର୍ପଣ, ବିଶେଷ ସମାଚାର, ପ୍ରଭାତ ପରିକ୍ରମା, ଲୋକଗୀତ, ଯଥା- ପାଲା, ଦାସକାଠିଆ, ଏକତାରା, ଖଞ୍ଜଣି ଭଜନ, ଚଇତିଘୋଡା ନୃତ୍ୟ, ଘୁମୁରା ଗୀତ, କେଳାକେଲୁଣୀ, ଧୁଡୁକୀ, କେନ୍ଦରା, ଯାତ୍ରାଗୀତ, ପାଟୁଆଗୀତ, ଗୋପାଳଙ୍କ ଓଗାଳ, ଲୋକବାଦ୍ୟ ଯଥା- ମୃଦଙ୍ଗ, ତେଲିଙ୍ଗି ବାଦ୍ୟ, ଯୋଡିନାଗରା, ଶଙ୍ଖବାଦ୍ୟ, ସଙ୍ଗୀତ ନାଟକ, ରୂପକ, ବେତାର ବିବରଣୀ, ଯୁବବାଣୀ,ଶିକ୍ଷା, ନାରୀମହଲ, ବିଜ୍ଞାନ ପ୍ରଭା, ଶିଶୁ ସଂସାର, କ୍ରୀଡା ଧାରାବିବରଣୀ, ରଥଯାତ୍ରା ଧାରାବିବରଣୀଠାରୁ ଆରମ୍ଭ କରି ଭାଗବତ ଓ ରାମାୟଣ ପର୍ଯ୍ୟନ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥାଏ ।
 
ଆକାଶବାଣୀରେ, ଦିନର ଆରମ୍ଭ ହୁଏ 'ବନ୍ଦେ ମାତରମ୍' ଉଚ୍ଚାରଣରୁ । ଏହି କାର୍ଯ୍ୟକ୍ରମ ଶ୍ରୋତାମାନଙ୍କ ମଧ୍ୟରେ ଦିନର ଆରମ୍ଭରୁ ହିଁ ଦେଶପ୍ରୀତିର ଭାବନା ଜାଗ୍ରତ କରାଇଥାଏ । ତା'ପରେ ଦେଶବିଦେଶର ଖବର ପ୍ରସାରଣ କରାଯିବା ପରେ, 'ବନ୍ଦନା' କାର୍ଯ୍ୟକ୍ରମ ଜରିଆରେ ଭଗବାନଙ୍କ ସ୍ତୁତିଗାନ କରାଯାଏ । [[ନିମାଇଁ ଚରଣ ହରିଚନ୍ଦନ|ବାଣୀକଣ୍ଠ ନିମାଇଁ ହରିଚନ୍ଦନ]], [[ଶ୍ୟାମ ସୁନ୍ଦର କର|ସିଂହାରୀ ଶ୍ୟାମ ସୁନ୍ଦର କର]], [[ବାଳକୃଷ୍ଣ ଦାସ]], [[ଭୁବନେଶ୍ଵର ମିଶ୍ର]],[[ସୁମତି ଦେବୀ]],[[ସୁନନ୍ଦା ପଟ୍ଟନାୟକ]]<ref>http://www.telegraphindia.com/1120817/jsp/saltlake/story_15860794.jsp#.UQZYjfKN6So</ref>, [[ଭିକାରୀ ବଳ]], [[ପ୍ରଫୁଲ୍ଲ କର]], [[ଅର୍ଜୁନ ଚରଣ ସାମଲ]]ଙ୍କ ଠାରୁ ଆରମ୍ଭ କରି ଆଜିର ନୂତନ ପିଢିର କଳାକାରମାନେ ବନ୍ଦନା କାର୍ଯ୍ୟକ୍ରମରେ କଣ୍ଠଦାନ କରି ଏହାକୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇ ପାରିଛନ୍ତି । 'ଅନୁଚିନ୍ତା' କାର୍ଯ୍ୟକ୍ରମ ମାଧ୍ୟମରେ ଈଶ୍ଵରଙ୍କ ବାଣୀ ପ୍ରଚାର ସହ ତାଙ୍କ ବିଷୟରେ ସଦାସର୍ବଦା ଚିନ୍ତାକରିବାର ବାର୍ତ୍ତା ଦିଆଯାଇଥାଏ। ଏହି କାର୍ଯକ୍ରମ ଉପସ୍ଥାପକ [[ଶଙ୍କର୍ଷଣ ମଙ୍ଗରାଜ]], ନିଜର ବଳିଷ୍ଠ ବେତାର ଉପସ୍ଥାପନା ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ।
Line ୬୨ ⟶ ୭୨:
କୃଷିଭିତ୍ତିକ କାର୍ଯ୍ୟକ୍ରମ, ଆକାଶବାଣୀର ଅନ୍ୟତମ ଲୋକାଭିମୁଖୀ କାର୍ଯ୍ୟକ୍ରମ ଅଟେ । ଏହାର ଉପସ୍ଥାପକମଣ୍ଡଳି କିଣୁ ପ୍ରଧାନ, ସାମଲ ପୁଅ, ବରାଳ ପୁଅ, ସନାଭାଇ, ପାର ଅପା ଆଦି ନାମରେ ଖୁବ ପରିଚିତ । ନୟନ କିଶୋର ମହାନ୍ତି, ରବୀନ୍ଦ୍ର ନାଥ ମହାନ୍ତି ଏବଂ ବିଜୟ କେତନ ମଙ୍ଗରାଜ ପ୍ରମୁଖ ଏହି କାର୍ଯ୍ୟକ୍ରମ ସହିତ ବହୁ ଦିନରୁ ଜଡ଼ିତ ରହିଆସିଛନ୍ତି । 'ସମ୍ବାଦ', ଆକାଶବାଣୀର ଅନ୍ୟତମ ବୃହତ ଶ୍ରୋତା ସୃଷ୍ଟିକାରୀ କାର୍ଯ୍ୟକ୍ରମ ଅଟେ । ଅନ୍ୟାନ୍ୟ ଗଣମାଧ୍ୟମଠାରୁ ଶୀଘ୍ର ଓ ସଠିକ ଖବର ପ୍ରସାରଣ କରି, ସମ୍ବାଦ ଶ୍ରୋତାମାନଙ୍କର ଖୁବ ବିଶ୍ଵାସଭାଜନ ହୋଇପାରିଛି । ମନୋରଞ୍ଜନ ଦାସ<ref>http://www.srjan.com/moreaward.aspx?awardid=37&events=4</ref>, ଯତୀନ ଦାସ ଏବଂ ଉପେନ୍ଦ୍ର ପାହାଡ଼ସିଂ ନିଜର ବଳିଷ୍ଠ ସମ୍ବାଦ ପାଠନ ଶୈଳି ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ।
 
ଆକାଶବାଣୀର ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟରେ 'ନାଟକ' ର ସ୍ଥାନ ସ୍ଵତନ୍ତ୍ର । ଏଥିରେ ଧ୍ଵନିକୁ ଛବିରେ ରୂପାନ୍ତରିତ କରି ଅନୁଭବ କରାଯାଏ । କଟକ ଆକାଶବାଣୀରୁ [[ଦୁର୍ଗା ପୂଜା|ଦୁର୍ଗାପୂଜା]] ସମୟରେ [[ଦୁର୍ଗା|ମା'ଦୁର୍ଗାଙ୍କୁ]] ନେଇ ସ୍ଵତନ୍ତ୍ର ନାଟକ, [[ଖୁଦୁରୁକୁଣି ଓଷା|ଖୁଦୁରୁକୁଣି]] ବେଳେ [[ତଅପୋଇ]] ନାଟକ, [[କୃଷ୍ଣ ଜନ୍ମାଷ୍ଟମୀ|ଜନ୍ମାଷ୍ଟମୀ ଦିନ]], [[କୃଷ୍ଣ|ଶ୍ରୀକୃଷ୍ଣ]] ଜନ୍ମ ବୃତ୍ତାନ୍ତ ଓ ଲୀଳାକୁ ନେଇ ନାଟକ ପରିବେଷଣ କରାଯାଇଥାଏ । ସେହିପରି ସ୍ଵାଧୀନତା ଦିବସ ଭଳି ଗୁରୁତ୍ଵପୂର୍ଣ ଦିବସରେ ଦେଶାତ୍ମବୋଧକ ନାଟକ ପରିବେଷଣ କରାଯାଇଥାଏ । ବିଜ୍ଞାନ ଭିତ୍ତିକ ନାଟକଓ ଅନ୍ୟ ଭାଷାର ଅନୁବାଦ କରାଯାଇଥିବା ନାଟକ ମଧ୍ୟ ଆକାଶବାଣୀରେ ପରିବେଷଣ କରାଯାଏ । ଆକାଶବାଣୀ ମାଧ୍ୟମରେ [[ଗୋପାଳ ଛୋଟରାୟ]],<ref name="Datta1987">{{cite book|author=Amaresh Datta|title=Encyclopaedia of Indian Literature: A-Devo|url=http://books.google.com/books?id=ObFCT5_taSgC&pg=PA742|accessdate=28 January 2013|year=1987|publisher=Sahitya Akademi|isbn=978-81-260-1803-1|pages=742–}}</ref><ref>http://www.loc.gov/acq/ovop/delhi/salrp/chhotray.html</ref>,[[ବିଜୟ ମିଶ୍ର]], [[ରତି ରଞ୍ଜନ ମିଶ୍ର]] ପ୍ରମୁଖ ନାଟ୍ୟକାରମାନେ ଖୁବ ଲୋକପ୍ରିୟତା ଅର୍ଜନ କରିପାରିଛନ୍ତି ।
 
ଆକାଶବାଣୀରେ ସଙ୍ଗୀତ କାର୍ଯ୍ୟକ୍ରମର ଚାହିଦା ଅନେକ । ପ୍ରତି ଗାୟକ ଓ ଗାୟିକାଙ୍କର ଆକାଶବାଣୀର ସ୍ଵୀକୃତିପ୍ରାପ୍ତ କଳାକାର ହେବାଲାଗି ସ୍ଵପ୍ନ ରହିଥାଏ । ଓଡ଼ିଶାର ବହୁ ପ୍ରତିଷ୍ଠିତ ଗାୟକ ଓ ସଙ୍ଗୀତଜ୍ଞ ଆକାଶବାଣୀ ମାଧ୍ୟମରେ ଛାନ୍ଦ, ଭଜନ, ଜଣାଣ, ଦେଶବନ୍ଦନା, ଚମ୍ପୂ, ଓଡ଼ିଶୀ, ପଲ୍ଲୀଗୀତ ଏବଂ ଆଧୁନିକ ଗୀତ ପରିବେଷଣ କରି ଓଡ଼ିଶାର ସଙ୍ଗୀତ ପରମ୍ପରାକୁ ଲୋକପ୍ରିୟ କରାଇବାରେ ସମର୍ଥ ହୋଇଛନ୍ତି । ଭଜନରେ ସିଂହାରୀ ଶ୍ୟାମ ସୁନ୍ଦର କର, [[ରଘୁନାଥ ପାଣିଗ୍ରାହୀ]]<ref>http://hindu.com/2002/12/27/stories/2002122702440900.htm</ref> ଓଡ଼ିଶୀ ସଙ୍ଗୀତରେ, [[ଅକ୍ଷୟ ମହାନ୍ତି]], [[ପ୍ରଣବ ପଟ୍ଟନାୟକ]], [[ଚିତ୍ତ ଜେନା]], [[ସିକନ୍ଦର ଆଲାମ]]<ref>http://www.hindu.com/2010/08/10/stories/2010081054490200.htm</ref> ଆଦି ଆଧୁନିକ ସଙ୍ଗୀତ ପରିବେଷଣ କରି ଖୁବ ଲୋକପ୍ରିୟ ହୋଇପାରିଛନ୍ତି । [[ହରିପ୍ରସାଦ ଚୌରାଶିଆ]]ଙ୍କ ବଂଶୀବାଦନର ମୂଳଦୁଆ ଆକାଶବାଣୀ କଟକରେ ହିଁ ପଡିଥିଲା<ref>http://www.iitkgp.ac.in/top-awardees/causa1.php?Sl=86</ref><ref>http://spicmacay.com/news/flute-maestro-chaurasia-pays-musical-tribute-to-late-sikandar-alam</ref> । ସମ୍ବଲପୁରୀ ଲୋକଗୀତ [[ରଙ୍ଗବତୀ ରଙ୍ଗବତୀ କନକଲତା]] ଆକାଶବାଣୀ ମାଧ୍ୟମରେ ୧୯୭୮ ମସିହାରେ ଲୋକଲୋଚନକୁ ଆସିପାରିଥିଲା । [[ଜିତେନ୍ଦ୍ର ହରିପାଲ]]<ref>http://www.hindu.com/2001/05/27/stories/13270782.htm</ref>ଙ୍କ କଣ୍ଠସ୍ଵର କଟକ ଓ ସମ୍ବଲପୁର ଆକାଶବାଣୀ ଡେଇଁ ଦେଶର ଅନ୍ୟାନ୍ୟ କେନ୍ଦ୍ର ଏବଂ ପରେ ବିବିସିରେ ମଧ୍ୟ ପ୍ରସାରିତ ହୋଇଥିଲା ।