Content deleted Content added
ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ
 
No edit summary
 
୧୫ କ ଧାଡ଼ି:
ମୁଁ ଭାବୁଛି ଆପଣଙ୍କୁ ଏଠାରେ [[Wikipedia:Wikipedians|ଉଇକିଆଳିଟିଏ]] ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! [[:en:Help:Using talk pages|ଆଲୋଚନା]] ପୃଷ୍ଠାରେ [[Wikipedia:Signatures|ଦସ୍ତଖତ]] ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ {{4~}} ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, [[Wikipedia:ଚାଟସଭା|ପ୍ରଶ୍ନ]]ଟିଏ ପଚାରି ପାରିବେ, ନହେଲେ [[User talk:MKar|ମୋ ଆଲୋଚନା ପୃଷ୍ଠାକୁ]] ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି!
-[[ବ୍ୟବହାରକାରୀ:MKar|ମୃତ୍ୟୁଞ୍ଜୟ କର]] ([[ବ୍ୟବହାରକାରୀଙ୍କ ଆଲୋଚନା:MKar|ମୋ ଆଲୋଚନା]]) ୦୧:୦୬, ୨ ନଭେମ୍ବର ୨୦୧୨ (UTC)
 
== ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣ ==
 
<div style="margin: 0.5em; border: 2px black solid; padding: 1em;background-color:azure" >
<center><h1 style="font-family:'Century Gothic',Verdana,sans-serif;font-size:180%;padding:.4em 0 .4em 0;margin-bottom:0;border-bottom:none;font-weight:bold;color:#069"> ଓଡ଼ିଆ ଉଇକିପିଡ଼ିଆ ଦଶମ ଜନ୍ମତିଥି ପାଳନ</h1></center>
{| style="background:white;border:1px black solid; padding:2em; border-collapse:collapse; width:100%;"
| [[File:10piece-odia-L k blue.svg|100px|left]]
| ଆଦରର ସନ୍ଦିପ,
 
ଆଗାମୀ ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଏହାର '''ଦଶମ ଜନ୍ମ ବାର୍ଷିକୀ ପାଳନ''' କରୁଛି । ୧୦ ବର୍ଷ ତଳେ ଜାନୁଆରୀ ୨୯ ରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେଇଥିଲା । ଏ ବର୍ଷ ଜାନୁଆରୀ ୨୮ ତାରିଖରେ ଭୁବନେଶ୍ଵରର [https://www.facebook.com/events/733436916668439/?ref=2&ref_dashboard_filter=upcoming KISS] ଓ ୨୯ ତାରିଖରେ ଢେଙ୍କାନାଳ [https://www.facebook.com/events/188459624695406/?ref=2&ref_dashboard_filter=upcoming IIMC] ଠାରେ ଜନ୍ମବାର୍ଷିକୀ ପାଳନ କରିବାର ଯୋଜନା କରାଯାଇଛି । ଆପଣଙ୍କ ପାଇଁ ନିମନ୍ତ୍ରଣ ରହିଲା । [[ଉଇକିପିଡ଼ିଆ:ମେଳଣ/ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି|ଏଠାରେ]] ନିଜ ନାମ ଲେଖିବା ପାଇଁ ଅନୁରୋଧ । ଆପଣ ଯଦି ଦୂର ସ୍ଥାନରୁ ଆସୁଛନ୍ତି, ତା ହେଲେ ଆଗୁଆ ଜଣାଇଲେ ଆମେ ଆପଣଙ୍କ ରହିବା ବ୍ୟବସ୍ଥା କରିପାରିବୁ । ୨୮-୨୯ ଜାନୁଆରୀ ଆପଣଙ୍କୁ ଭେଟିବା ଅପେକ୍ଷାରେ । ଧନ୍ୟବାଦ ସହ ।
 
|} </div>
 
--[[ବ୍ୟବହାରକାରୀ:ଶିତିକଣ୍ଠ ଦାଶ|<font color="green">''ଶିତିକଣ୍ଠ''</font>]] ([[ବ୍ୟବହାରକାରୀଙ୍କ ଆଲୋଚନା:ଶିତିକଣ୍ଠ ଦାଶ|ଆଲୋଚନା]]) ୧୭:୧୧, ୨୫ ଜାନୁଆରୀ ୨୦୧୪ (UTC)