"ଦାରିଦ୍ର୍ୟ ରୋଗ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ fixing dead links |
|||
୨୧ କ ଧାଡ଼ି:
== ରୋଗ ସମୂହ ==
ପ୍ରତି ବର୍ଷ ଦାରିଦ୍ର୍ୟ ରୋଗ ଦ୍ଵାରା ୧୪ ନିୟୁତ ଲୋକ ମୃତ୍ୟୁ ବରଣ କରନ୍ତି । ଦରିଦ୍ର ରାଷ୍ଟ୍ରମାନଙ୍କରେ ୧.୮ ନିୟୁତ ଶିଶୁ ମୃତ୍ୟୁ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ ଓ ତରଳ ଝାଡା ରୋଗ ଦ୍ଵାରା ହୁଏ<ref name=M93>{{cite book|last=Dolin|first=[edited by] Gerald L. Mandell, John E. Bennett, Raphael|title=Mandell, Douglas, and Bennett's principles and practice of infectious diseases|year=2010|publisher=Churchill Livingstone/Elsevier|location=Philadelphia, PA|isbn=0443068399|edition=7th ed.}}</ref> । <br />
ଦାରିଦ୍ର୍ୟ ସମ୍ପର୍କୀୟ ରୋଗ ମଧ୍ୟରେ ଏଡ୍ସ୍, ମ୍ୟାଲେରିଆ ଓ ଯକ୍ଷ୍ମା ଗଣାଯାଏ<ref name="wpro.who.int">[http://web.archive.org/20050430093247/www.wpro.who.int/media_centre/press_releases/pr_20020916.htm WHO/WPRO-Poverty Issues Dominate RCM<!-- Bot generated title -->]</ref> । ୯୫ % ଏଡ୍ସ୍<ref>{{cite book |chapter=HIV/AIDS and Poverty |chapterurl=http://www.unfpa.org/swp/2002/english/ch6/index.htm |title=UNFPA State of World Population 2002 |publisher=United Nations Population Fund |url=http://www.unfpa.org/swp/2002/english/ch1/index.htm}}</ref> ଓ ୯୮ % ଯକ୍ଷ୍ମା <ref name="results.org">[http://www.results.org/website/article.asp?id=238 RESULTS: World Health/Diseases of Poverty.<!-- Bot generated title -->]</ref>ରୋଗ ବିକାଶଶୀଳ ଦେଶମାନଙ୍କରେ ଦେଖାଯାଏ । ମ୍ୟାଲେରିଆ ଜନିତ ମୃତ୍ୟୁ ମଧ୍ୟରୁ ୯୦ % ସବ-ସାହାରା ଇଲାକାରେ ଦେଖାଯାଏ<ref>[http://www.rbm.who.int/cmc_upload/0/000/015/372/RBMInfosheet_1.htm Roll Back Malaria Partnership: What is malaria?<!-- Bot generated title -->]</ref> । ପୃଥିବୀରେ ଯେତେ ମୃତ୍ୟୁ ହୁଏ ତାହାର ୧୦ % ଏହି ତିନି ରୋଗ ଦ୍ଵାରା ହୁଏ । <br />
ମିଳିମିଳା, ହୁପିଙ୍ଗ କାଶ ଓ ପୋଲିଓ ନିମନ୍ତେ ଟିକା ଉପଲବ୍ଧ ଥିଲେ ମଧ୍ୟ ଗରିବ ଦେଶମାନଙ୍କରେ ଏହି ରୋଗ ବହୁଳ ଭାବରେ ଦେଖାଯାଏ । <br />
ଦାରିଦ୍ର୍ୟ ସହ ନିମୋନିଆ ମଧ୍ୟ ଜଡିତ ।<ref>http://www.results.org/website/article.asp?id=238</ref> <br />
|