"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
fixing dead links
ଟିକେ (fixing dead links)
ଜୁନ ୨୨ ୨୦୧୩ରେ, "ସି.ବି.ଏସ. ନ୍ୟୁଜ" ଉଲ୍ଲେଖ କରିଥିଲା ଯେ ବିଗତ କିଛି ଦିନ ପାଇଁ ମଣ୍ଡେଲା ଆଖି ଖୋଲିନାହାନି ଏବଂ କୌଣସି ଶାରୀରିକ ପ୍ରତିକ୍ରିୟା ଦେଖାଉନାହାନ୍ତି, ଏବଂ ପରିବାରର ଲୋକମାନଙ୍କ ମଧ୍ୟରେ କେତେ ପରିମାଣର ଡାକ୍ତରୀ ଉପଚାର ଦିଆଯିବ ତାହା ଆଲୋଚ୍ୟ ବିଷୟ ରହିଥିଲା ।<ref>{{cite web|title=Mandela's ambulance broke down, stranding him for 40 minutes|url=http://www.cbsnews.com/8301-18563_162-57590542/nelson-mandela-unresponsive-family-discussing-options/|publisher=CBS News|accessdate=22 June 2013}}</ref> (ଦୀର୍ଘ ୧୨ବର୍ଷ ଧରି ମଣ୍ଡେଲାଙ୍କ ପୂର୍ବତନ ଅଙ୍ଗରକ୍ଷୀ "ଶନ ଭ୍ୟାନ ହୀର୍ଡ଼େନ"ଙ୍କ କହିବା ଅନୁସାରେ ସେ ମଣ୍ଡେଲାଙ୍କୁ ଏକ ସପ୍ତାହ ପୂର୍ବରୁ ମୁକ୍ତି କରିଦେବାକୁ , ପରିବାର ବର୍ଗଙ୍କୁ ସର୍ବସାଧାରଣରେ କହିଥିଲେ ।)<ref>{{cite news|title=Mandela's former bodyguard: 'Set him free'|url=http://www.cbsnews.com/8301-18563_162-57589496/mandelas-former-bodyguard-set-him-free/|accessdate=23 June 2013|newspaper=CBS News|date=15 June 2013}}</ref>
 
ଜୁନ ୨୩ ୨୦୧୩ରେ, ରାଷ୍ଟ୍ରପତି ଜାକୋବ ଜୁମା ଏକ ଇସ୍ତାହାରରେ କହିଥିଲେ ଯେ - ମଣ୍ଡେଲାଙ୍କ ପରିସ୍ଥିତି "ଉଦବେଗଜନକ" ଅବସ୍ଥାରେ ଅଛି ।<ref>{{cite web|title=Nelson Mandela's Condition Becomes Critical|url=http://news.sky.com/story/1107304/nelson-mandelas-condition-becomes-critical|publisher=Sky News|accessdate=23 June 2013}}</ref><ref>{{cite news|last1=Karimi|first1=Faith|last2=Norgaard|first2=Kim|title=Nelson Mandela in critical condition, South Africa's presidency says|url=http://www.cnn.com/2013/06/23/world/africa/south-africa-mandela/index.html|accessdate=23 June 2013|newspaper=CNN|date=June 23, 2013}}</ref><ref>{{cite news|title= Nelson Mandela in critical condition|url=http://www.aljazeera.com/news/africa/2013/06/201362320023466697.html|accessdate=23 June 2013|newspaper=Al Jazeera|date=June 23, 2013}}</ref> ଜୁମାଙ୍କ ସହିତ ଜାତୀୟ କଂଗ୍ରେସର ଉପସଭାପତି "ସିରିଲ ରାମାଫୋସା" ମଣ୍ଡେଲାଙ୍କ ପତ୍ନୀ ଗ୍ରାକା ମାସେଲଙ୍କୁ ଡାକ୍ତରଖାନାରେ ଭେଟି ମଣ୍ଡେଲାଙ୍କ ପରିସ୍ଥିତି ବିଷୟରେ ବୁଝିଥିଲେ ।<ref>{{cite web|author=Associated Press |url=http://www.washingtonpost.com/world/africa/south-african-presidency-says-condition-of-nelson-mandela-has-become-critical/2013/06/23/b20abd80-dc3f-11e2-a484-7b7f79cd66a1_story.html |title=South Africa: Anti-apartheid leader Nelson Mandela’s condition has turned critical |publisher=The Washington Post |date= |accessdate=2013-06-24|archiveurl=http://archive.is/jQufx|archivedate=2013-06-24}}</ref> ୨୫ ଜୁନରେ କେପ ଟାଉନର ଆର୍କବିଶପ "ଥାବୋ ମାକଗୋବା" ମଣ୍ଡେଲାଙ୍କୁ ଡାକ୍ତରଖାନାରେ ଭେଟି ଗ୍ରାକାଙ୍କ ସହିତ ମିଶି ପ୍ରାର୍ଥନା କରିଥିଲେ ।<ref>{{cite web|author=By AFP 10:07AM BST 26 Jun 2013 |url=http://www.telegraph.co.uk/news/worldnews/nelson-mandela/10142863/Nelson-Mandela-wished-a-peaceful-end.html |title=Mandela wished a 'peaceful end' by Cape Town Archbishop |publisher=Telegraph.co.uk |date=2013-06-26 |accessdate=2013-07-05}}</ref> ଏହା ପର ଦିନ ଜୁମା ପୁଣି ମଣ୍ଡେଲାଙ୍କୁ ଭେଟିବାକୁ ଆସିଥିଲେ ଓ ପରଦିନ ଥିବା ମୋଜାମ୍ବିକ ଗସ୍ତକୁ ନାକଚ କରିଦେଇଥିଲେ ।<ref>{{cite web|title=Zuma Cancels Trip Amid Mandela Worry|url=http://abcnews.go.com/International/wireStory/south-african-archbishop-prays-mandela-19492488#.UctqWju1HxA|publisher=ABC News|accessdate=26 June 2013}}</ref> ମଣ୍ଡେଲାଙ୍କ ଜଣେ ସଂପର୍କୀୟ "ଦି ଡେଲି ଟେଲିଗ୍ରାଫ"କୁ ସୂଚନା ଦେଇଥିଲେ ଯେ, ମଣ୍ଡେଲା ଜୀବନ ସହାୟକରେ ରହିଛନ୍ତି ।<ref>{{cite web|title=Report: Nelson Mandela on life support|url=http://www.upi.com/Top_News/World-News/2013/06/26/Report-Nelson-Mandela-on-life-support/UPI-68601372248016/|publisher=UPI|accessdate=27 June 2013}}</ref> ୪ ଜୁଲାଇରେ ଖବର ଆସିଥିଲା ଯେ ମଣ୍ଡେଲାଙ୍କ ଅବସ୍ଥା ସଂଜ୍ଞାହୀନ(ପରମାନେଣ୍ଟ ଭେଜିଟେଟିଭ ଷ୍ଟେଟ)ଅଛି, ଓ ଜୀବନ ସହାୟତାକୁ ବନ୍ଦ କରିଦିଆଯିବା ଉଚିତ ।<ref>{{cite web|title=Nelson Mandela 'in permanent vegetative state'|url=http://www.news.com.au/world-news/mandela-family-in-bizarre-meltdown/story-fndir2ev-1226674584690|publisher=news.com.au|accessdate=4 July 2013}}</ref><ref>{{cite web|title=Nelson Mandela is in 'vegetative state' and life support 'should be switched off', say doctors|url=http://www.telegraph.co.uk/news/worldnews/nelson-mandela/10160715/Report-Nelson-Mandela-is-in-vegetative-state-and-life-support-should-be-switched-off-say-doctors.html|publisher=The Telegraph|accessdate=4 July 2013}}</ref> କିନ୍ତୁ ରାଷ୍ଟ୍ରପତି କାର୍ଯ୍ୟାଳୟ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଥିଲା ଯେ - ମଣ୍ଡେଲାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମାନଙ୍କ ମତ ଅନୁସାରେ ସେ ସଂଜ୍ଞାହୀନ ନାହାନ୍ତି ।<ref>{{cite web|last=Laing |first=Aislinn |url=http://www.telegraph.co.uk/news/worldnews/nelson-mandela/10161230/Nelson-Mandelas-doctors-deny-he-was-in-permanent-vegetative-state.html |title=Nelson Mandela's doctors deny he was in 'permanent vegetative state' |publisher=Telegraph |date=2013-05-07 |accessdate=2013-07-05}}</ref><ref>{{cite web|url=http://www.thepresidency.gov.za/pebble.asp?relid=15682 |title=Clarification on the health of former President Mandela |publisher=The Presidency |date= |accessdate=2013-07-05}}</ref>
 
==ବ୍ୟକ୍ତିଗତ ଓ ସାମାଜିକ ଜୀବନ==
୬୦

ଗୋଟି ସମ୍ପାଦନା