"ଆଲାନ ଟ୍ୟୁରିଙ୍ଗ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨ କ ଧାଡ଼ି:
[[ଫାଇଲ:Bombe-rebuild.jpg|thumb|right|ଆଲାନ ଟ୍ୟୁରିଙ୍ଗ‌ଙ୍କ ଯନ୍ତ୍ରର ପୁନର୍ନିର୍ମାଣ]]
 
'''ଆଲାନ ମାଥିସନ ଟ୍ୟୁରିଙ୍ଗ''' (୨୩ ଜୁନ ୧୯୧୨ - ୭ ଜୁନ ୧୯୫୪) [[ଲଣ୍ଡନ‌]]ରେ ଜନ୍ମିତ ଜଣେ ବ୍ରିଟିଶ୍ ଗଣିତଜ୍ଞ ଓ କମପୁଟରକମ୍ପ୍ୟୁଟର ବିଜ୍ଞାନୀ ଥିଲେ ।
 
ପ୍ରଥମେ ପ୍ରଥମେ କମପୁଟର‌କମ୍ପ୍ୟୁଟର ବିଷୟରେ କାମ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ସେ ଜଣେ । ମଣିଷକୁ କଷ୍ଟ ଲାଗୁଥିବା କାମକୁ କମପୁଟରକମ୍ପ୍ୟୁଟର ମାଧ୍ୟମରେ କରିବା କଥା ସେ ପ୍ରଥମେ ଚିନ୍ତା କରିଥିଲେ । ୧୯୩୬ରେ ସେ ଟ୍ୟୁରିଙ୍ଗ ଯନ୍ତ୍ର ଉଦ୍ଭାବନ କରିଥିଲେ । ଏହା ଏକ କାଳ୍ପନିକ ଯନ୍ତ୍ର ହେଲେ ହେଁ, କାର୍ଯ୍ୟକ୍ରମ (program)ର ଧାରଣା ସଂଶ୍ଳିଷ୍ଟ ଥିଲା ।
 
କୃତ୍ରିମ ବୁଦ୍ଧିମତାରେ ଟ୍ୟୁରିଙ୍ଗ ଆଗ୍ରହୀ ଥିଲେ । ସେ ଟ୍ୟୁରିଙ୍ଗ ପରୀକ୍ଷାର ପ୍ରସ୍ତାବ ଦେଲେ, କୌଣସି ଯନ୍ତ୍ରର ବୁଦ୍ଧିମତା ନିର୍ଣୟ କରିବା ପାଇଁ ।
୧୦ କ ଧାଡ଼ି:
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଟ୍ୟୁରିଙ୍ଗ ଜର୍ମାନ୍ ଗୁପ୍ତ ସନ୍ଦେଶର ଅର୍ଥ ନିର୍ଣୟ କରୁଥିଲେ । ପରେ, ସେ ଅନ୍ୟ ଜର୍ମାନ୍ ସଂକେତ ସମାଧାନ କରୁଥିଲେ ।
 
୧୯୪୫ ରୁ ୧୯୪୭ ପର୍ଯ୍ୟନ୍ତ ଟ୍ୟୁରିଙ୍ଗ ସ୍ୱଂୟକ୍ରୀୟ କମପ୍ୟୁଟିଙ୍ଗ ଯନ୍ତ୍ର ନିର୍ମାଣ ପାଇଁ କାମ କରୁଥିଲେ । ୧୯ ଫେବୃୟାରୀ ୧୯୪୬ରେ ସେ ଏଥିପାଇଁ ଏକ ଡିଜାଇନ୍ ପ୍ରଦାନ କଲେ । ଯଦିଓ ଏହା ଏକ କାର୍ଯ୍ୟକାରୀ ଡିଜାଇନ୍ ଥିଲା, ଯୁଦ୍ଧ ସମୟ ଯୋଗୁ ପ୍ରକଳ୍ପ ଆରମ୍ଭରେ ଅନେକ ବିଳମ୍ବ ହେଲା । ୧୯୪୭ରେ ବର୍ଷକର ଛୁଟି ନେଇ ସେ କେମ୍ବ୍ରିଜ ଚାଲି ଆସିଲେ । କେମ୍ବ୍ରିଜ‌ରେ ଥିଲାବେଳେ, ତାଙ୍କ ଅନୁପସ୍ଥିତିରେ ସ୍ୱଂୟକ୍ରୀୟ କମପୁଟରକମ୍ପ୍ୟୁଟର ନିର୍ମାଣ କରାଗଲା । ୧୦ ମଈ ୧୯୫୦ରେ ଏହା ପ୍ରଥମ କାର୍ଯ୍ୟକ୍ରମ ସମ୍ପାଦନ କଲା ।
 
== ବ୍ୟକ୍ତିଗତ ଜୀବନ ==
୩୧ କ ଧାଡ଼ି:
{{DEFAULTSORT:Turing, Alan}}
[[ଶ୍ରେଣୀ:ଇଂରେଜ ଗଣିତଜ୍ଞମାନେ]]
[[ଶ୍ରେଣୀ:ଇଂରେଜ କମପୁଟରକମ୍ପ୍ୟୁଟର ବିଜ୍ଞାନୀ ]]
[[ଶ୍ରେଣୀ:ସମଲିଙ୍ଗୀ]]
[[ଶ୍ରେଣୀ:ଲଣ୍ଡନ‌ର ବୈଜ୍ଞାନିକ]]