"ପୁଷ୍ଟିସାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୫ କ ଧାଡ଼ି:
}}</ref> । ପୁଷ୍ଟିସାର ଗଠନର ଏକକ ହେଉଛି ଆମିନୋଏସିଡ । ଏହା ମାଂସପେଶୀ ତିଆରିରେ ଲାଗେ ଓ ଏହାର କ୍ଷୟ ପୂରଣ କରେ<ref name=IOC/> । ଏହା ଦାହିକା ଶକ୍ତି ପ୍ରଦାନ ମଧ୍ୟ କରେ କିନ୍ତୁ ଶ୍ବେତସାର ଓ ଚର୍ବି ଅଭାବ ସମୟରେ<ref name=IOC/> ।
== କେଉଁଠୁ ମିଳେ ==
ବିଭିନ୍ନ ଖାଦ୍ୟରେ ଭିନ୍ନ ଭିନ୍ନ ପ୍ରକାରର ପ୍ରୋଟିନ ଥାଏ । ସ୍ଥାନ ବିଶେଷରେ ଏହାର ଉପଲବ୍ଧି, ମୂଲ୍ୟ, ଆମିନୋଏସିଡର ପ୍ରକାର ଓ ସ୍ବାଦ ଅନୁସାରେ ଏହାକୁ ଲୋକ ବ୍ୟବହାର କରନ୍ତି । କେତେକ ଖାଦ୍ୟରେ ଅଧିକ ଆମିନୋଏସିଡ ଥାଏ, କିନ୍ତୁ ଏହାକୁ ହଜମ କରିବା ସହଜ ନୁହେଁ ଓ କେତେକ ପୋଷକ ନିରୋଧୀ ଗୁଣ ମଧ୍ୟ ଥିବା ଯୋଗୁ ବ୍ୟବହାର ଉପଯୋଗୀ ହୁଏ ନାହିଁ । ସୁତରାଂ ପ୍ରୋଟିନ ବାଛିବା ବେଳେ ଏହାର ଦାହିକା ଶକ୍ତି, [[କୋଲେସ୍ଟେରଲ]] ତଥା ଭିଟାମିନ ପରିମାଣ, ଅତ୍ୟାବଶ୍ୟକିୟ ଆମୋନୋଏସିଡ ପରିମାଣ ଇତ୍ୟାଦି ବିଚାରକୁ ନିଆଯାଏ<ref name=vernon>{{cite journal|title=Plant proteins in relation to human protein and amino acid nutrition|author=Vernon Young, Peter Pellett|journal=American Journal of Clinical Nutrition|year=1994|volume=59|page=1203S-l2S|url=http://www.ajcn.org/content/59/5/1203S.full.pdf}}</ref> । ପୃଥିବୀରେ ଜଣପିଛା ୬୦% ପ୍ରୋଟିନ ଉଦ୍ଭିଦରୁ ମିଳେ। ଉତ୍ତର ଆମେରିକାରେ ୭୦% ପ୍ରୋଟିନ ପଶୁଜାତ ଖାଦ୍ୟରୁ ମିଳେ । <br />
ପଶୁଜାତ ଖାଦ୍ୟ: ମାଂସ, ଅଣ୍ଡା ଓ ମାଛକୁ ସମ୍ପୁର୍ଣ୍ଣ ପ୍ରୋଟିନ କୁହାଯାଏ । ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥ ମଧ୍ୟ ଉତ୍ତମ ପ୍ରୋଟିନ ରୁପେ ଗଣାଯାଏ<ref>{{cite book|author=Steinke, Waggle et al.|title=New protein foods in human health: nutrition, prevention and therapy|publisher=CRC Press|year=1992|pages=91–100|isbn=978-0-8493-6904-9}}</ref> । <br />
 
== ଆଧାର ==