"ପୁଷ୍ଟିସାର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
→ଶରୀରରେ ପୁଷ୍ଟିସାରର କାର୍ଯ୍ୟ: <ref name=dri/> କାଢିଦିଆଗଲା |
→ଶରୀରରେ ପୁଷ୍ଟିସାରର କାର୍ଯ୍ୟ: <ref name=dri/> କାଢିଦିଆଗଲା |
||
୧୬ କ ଧାଡ଼ି:
| pages = T–3163–1 – T–3163–4
| url = http://pods.dasnr.okstate.edu/docushare/dsweb/Get/Document-2473/T-3163web.pdf
}}</ref> । ଜଳ ଛାଡ଼ିଦେଲେ ଶରୀରର ଗଠନରେ ସର୍ବାଧିକ ମଲିକ୍ୟୁଲ ଅଂଶ (Molecule) ପୁଷ୍ଟିସାରର ଥାଏ । ଏହା [[ମାଂସପେଶୀ]]ରେ ବହୁଳ ପରିମାଣରେ ଥାଏ, ପ୍ରତ୍ୟେକ [[ଜୀବକୋଷ]]ରେ ଥାଏ ଓ ପ୍ରତ୍ୟେକ କୋଷର ଏହା ପ୍ରମୂଖ ଅଂଶ ଭାବେ ଭାଗ ନିଏ<ref name=proteinbody/>। ଶରୀରର ପ୍ରତ୍ୟେକ ଅଂଶ ସହ [[ବାଳ]] ଓ [[ଚର୍ମ]]ର ଏକ ଅଂଶ ରୁପେ ଥାଏ । ପ୍ରତ୍ୟେକ ଆସ୍ତରଣରେ ଏହା [[ଗ୍ଲାକୋପ୍ରୋଟିନ]] ରୁପରେ ଥାଏ । ପ୍ରୋଟିନ ବା ପୁଷ୍ଟିସାର ରାସାୟନିକ ପ୍ରକ୍ରିୟାରେ ଭାଙ୍ଗିଗଲେ [[ଆମିନୋଏସିଡ]]ରେ ପରିଣତ ହୋଇ ବିଭିନ୍ନ ରୁପରେ କାମ କରେ ଯଥା: [[ନ୍ୟୁକ୍ଲିକଏସିଡ୍]], [[ହରମୋନ]]ର [[କୋଏନ୍ଜାଇମ]] ଇତ୍ୟାଦି ଯାହା ଶରୀର ନିମନ୍ତେ ଅତ୍ୟାବଶ୍ୟକ
=== ବ୍ୟାୟାମ ସମୟରେ ପୁଷ୍ଟିସାରର କାର୍ଯ୍ୟ ===
|