"ପୁଷ୍ଟିସାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଶରୀରରେ ପୁଷ୍ଟିସାରର କାର୍ଯ୍ୟ ବିଷୟ ଲେଖାଗଲା
୮ କ ଧାଡ଼ି:
ଅତ୍ୟାବଶ୍ୟକ ଆମିନୋଏସିଡ ‌- [[ଲିଉସିନ]], [[ଆଇସୋଲିଉସିନ]], [[ଭାଲିନ]], [[ଲାଇସିନ]], [[ଥ୍ରିଓନିନ]] (Threonine),[[ଟ୍ରିପ୍ଟୋଫେନ୍]], [[ମେଥିଓନିନ୍]], [[ଫିନାଇଲଆଲାନିନ୍]] ଓ [[ହିସ୍ଟିଡିନ୍]] । ଅଣଅତ୍ୟାବଶ୍ୟକ ଆମିନୋଏସିଡ - [[ଆଲାନିନ୍]], [[ଆସ୍ପାରାଜିନ୍]], [[ଆସ୍ପାର୍ଟିକ୍ ଏସିଡ୍]] ଓ [[ଗ୍ଲୁଟାମିକ୍ ଏସିଡ୍]] । କଣ୍ଡିସନାଲ ଅମିନୋଏସିଡ - [[ଆର୍ଜିନିନ୍]], [[ସିସ୍ଟିନ୍]], [[ଗ୍ଲୁଟାମିନ୍]], [[ଗ୍ଲାଇସିନ୍]], [[ପ୍ରୋଲିନ୍]], [[ସେରିନ୍]] ଓ [[ଟାଇରୋସିନ୍]]<ref name=nih1>{{cite web|title=Protein in diet|publisher=United States National Library of Medicine, National Institutes of Health|year=2009|url=http://www.nlm.nih.gov/medlineplus/ency/article/002467.htm}}</ref> ।<br />
ଆମିନୋଏସିଡ୍ ପ୍ରଣୀଜ ଖାଦ୍ୟ ଯଥା ମାଂସ, ଦୁଧ, ମାଛ ଓ ଅଣ୍ଡାରୁ ମିଳେ । ଉଦ୍ଭିଦରୁ ଯଥା ଶସ୍ୟ, ଡାଲି ଜାତୀୟ ଖାଦ୍ୟ, ସୋୟା, ଛୁଇଁ ଜାତିୟ ଖାଦ୍ୟ, ଫଳ, ମଞ୍ଜି ଓ ନଟ୍‌ରୁ ମିଳେ। ନିରାମିଷାଶୀ ଲୋକ ବିଭିନ୍ନ ପ୍ରକାର ଉଦ୍ଭିଦଜ ଖାଦ୍ୟରୁ ଯଥେଷ୍ଟ ଅତ୍ୟାବଶ୍ୟକ ଆମିନୋଏସିଡ ପାଇ ପାରିବେ<ref name=nih1/> ।
== ଶରୀରରେ ପୁଷ୍ଟିସାରର କାର୍ଯ୍ୟ ==
ଶରୀରର ବୃଦ୍ଧି ଓ ରକ୍ଷଣାବେକ୍ଷଣ ନିମନ୍ତେ ପୁଷ୍ଟିସାର ଏକ ପୋଷକ ରୁପେ କାର୍ଯ୍ୟ କରେ<ref name=proteinbody>{{Cite journal
| last = Hermann
| first = Janice R.
| title = Protein and the Body
| journal = Oklahoma Cooperative Extension Service, Division of Agricultural Sciences and Natural Resources • Oklahoma State University
| pages = T–3163–1 – T–3163–4
| url = http://pods.dasnr.okstate.edu/docushare/dsweb/Get/Document-2473/T-3163web.pdf
}}</ref> । ଜଳ ଛାଡ଼ିଦେଲେ ଶରୀରର ଗଠନରେ ସର୍ବାଧିକ ମଲିକ୍ୟୁଲ ଅଂଶ (Molecule) ପୁଷ୍ଟିସାରର ଥାଏ । ଏହା [[ମାଂସପେଶୀ]]ରେ ବହୁଳ ପରିମାଣରେ ଥାଏ, ପ୍ରତ୍ୟେକ [[ଜୀବକୋଷ]]ରେ ଥାଏ ଓ ପ୍ରତ୍ୟେକ କୋଷର ଏହା ପ୍ରମୂଖ ଅଂଶ ଭାବେ ଭାଗ ନିଏ<ref name=proteinbody/><ref name=dri/> । ଶରୀରର ପ୍ରତ୍ୟେକ ଅଂଶ ସହ [[ବାଳ]] ଓ [[ଚର୍ମ]]ର ଏକ ଅଂଶ ରୁପେ ଥାଏ । ପ୍ରତ୍ୟେକ ଆସ୍ତରଣରେ ଏହା [[ଗ୍ଲାକୋପ୍ରୋଟିନ]] ରୁପରେ ଥାଏ । ପ୍ରୋଟିନ ବା ପୁଷ୍ଟିସାର ରାସାୟନିକ ପ୍ରକ୍ରିୟାରେ ଭାଙ୍ଗିଗଲେ [[ଆମିନୋଏସିଡ]]ରେ ପରିଣତ ହୋଇ ବିଭିନ୍ନ ରୁପରେ କାମ କରେ ଯଥା: [[ନ୍ୟୁକ୍ଲିକଏସିଡ୍]], [[ହରମୋନ]]ର [[କୋଏନ୍‌ଜାଇମ]] ଇତ୍ୟାଦି ଯାହା ଶରୀର ନିମନ୍ତେ ଅତ୍ୟାବଶ୍ୟକ<ref name=dri/> ଅଧିକନ୍ତୁ ଏହା ରକ୍ତ କୋଷ ତିଆରିରେ ଲାଗେ<ref name=proteinbody/> ।
=== ବ୍ୟାୟାମ ସମୟରେ ପୁଷ୍ଟିସାରର କାର୍ଯ୍ୟ ===
 
== ଆଧାର ==
{{ଆଧାର}}