"ବରାହଗିରି ଭେଙ୍କଟଗିରି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଲଗା ଭାଷାର ସଂଯୋଗ ହଟାଗଲା (ଉଇକିଡାଟା ଦ୍ଵାରା ଯୋଡ଼ାଅଛି)
୫୯ କ ଧାଡ଼ି:
୧୯୩୬ ପ୍ରତ୍ୟେକ୍ଷ ରାଜନୀତିରେ ଯୋଗଦେଇ ମାଡ୍ରାସ ପ୍ରେସିଡେନ୍ସିରେ ଯୋଗଦେଇ, ସେ ଶ୍ରମ ଓ ଶିଳ୍ପ ମନ୍ତ୍ରଣାଳୟ ଦାୟିତ୍ଵ ବହନ କରିଥିଲେ। ଦେଶ ସ୍ଵାଧୀନ ହେବାପରେ ଭାରତର ହାଇକମିଶନର ଭାବେ ତାଙ୍କୁ [[ସିଂହଳ]] ପଠାଯାଇଥିଲା। ସେଠାରେ କର୍ଯ୍ୟକାଳ ଶେଷପରେ ଭାରତ ଫେରି ସେ ୧୯୫୨ ସାଧାରଣ ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରି ବିଜୟୀ ହୋଇଥିଲେ। ପ୍ରଥମ ଲୋକସଭାକୁ ନିର୍ବାଚିତ ହେବାପରେ ତାଙ୍କୁ ଶ୍ରମ ମନ୍ତ୍ରଣାଳୟର କ୍ୟାବିନେଟ ଦାୟିତ୍ଵ ଅର୍ପଣ କରାଯାଇଥିଲା। ଏହା ପରେ ସେ ୧୯୫୭ ରୁ ୧୯୬୭ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ କାର୍ଯ୍ୟ ତୁଲାଇଥିଲେ। ୧୯୬୯ ରେ ରାଷ୍ଟ୍ରପତି ଥିବା ଅବସ୍ତାରେ [[ଜାକିର ହୁସେନ]]ଙ୍କ ପରଲୋକ ହେବାରୁ ତାଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ବଛାଯାଇଥିଲା।ପରେ ସେ ରାଷ୍ଟ୍ରପତି ନିର୍ବାଚନରେ ଜିତି ଦେଶର ୪ର୍ଥ ରାଷ୍ଟ୍ରପତି ହୋଇଥିଲେ।
== ପୁରସ୍କାର ଓ ସମ୍ମାନ ==
୧୯୭୫ ମସିହାରେ ତାଙ୍କୁ [[ଭାରତ ରତ୍ନ]] ପ୍ରଦାନ କରାଯାଇଛି।<ref>http://www.mha.nic.in/pdfs/PadmaAwards1954-2007.pdf</ref> ଶ୍ରମିକ ଙ୍କ ସମସ୍ୟା , ଗବେଷଣା, ଶିକ୍ଷା ଏବଂ ପରାମର୍ଶ ଲାଗି ସ୍ଥାପନ କରାଯାଇଥିବା ସ୍ଵଂୟଶାସିତ ଅନୁଷ୍ଠାନକୁ ୧୯୯୫ ରେ ''[[ଭି.ଭି.ଗିରି ନ୍ୟାଶନାଲ ଲେବର ଇନଷ୍ଟିଚ୍ୟୁଟ]]'' ନାମରେ ନାମିତ କରାଯାଇଛି।
 
୧୯୮୦ ମସିହାରେ ୮୫ ବର୍ଷ ବୟସରେ ମାଡ୍ରାସରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ।