"ସୂର୍ଯ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{ଛୋଟ|Sun}}
{{Sun}}
'''ସୂର୍ଯ୍ୟ''' ହେଉଛି ଏକ ନକ୍ଷତ୍ର, ଏହା [[ସୌରଜଗତ]] ର ମଧ୍ୟ ଭାଗରେ ଅବସ୍ତିତ. ଏହା ପାଖା ପାଖି ବ୍ରୁତ ଆକାର ର, ଓ ବହୁତ୍ ଗୁଡିଏ ଉତପ୍ତ ପ୍ଲାଜମା କୁ ନେଇ ଗଠିତ. ଏହାର ପରିସର ୧୩୯୨୦୦୦ କିମି., ପୃଥିବି ର ୧୦୯ ଗୁଣ. ଏହାର ଓଜନ ପ୍ରାୟ ୨x୧୦<sup>୩୦</sup> କିଗ୍ରା, ଯାହା ପୃଥିବୀ ର ୩୩୦୦୦୦ ଗୁଣ. ସମ୍ପୁର୍ଣ ସୌର ଜଗତ ର ୯୯.୮୬% ଓଜନ ସୂର୍ଯ୍ୟ ର. ସୂର୍ଯ୍ୟ ୪ ଭାଗ ରୁ ପ୍ରାୟ ୩ ଭାଗ ''ଉଦଜାନ'' ଓ ବଳକା ଅଧିକାଂଶ ଭାଗ ''ହିଲିଅମ'' ଓ ଓଜନିଆ କଣିକା ଯଥା ''ଅମ୍ଳଜାନ'', ''ଅଂଗାରକାମ୍ଲ'', ''ଲୌହ'' , ''ନିଅନ୍'' ଆଦି କୁ ନେଇ ଗଠିତ. <ref>{{cite news |url=http://science.nasa.gov/science-news/science-at-nasa/2008/02oct_oblatesun/ |title=How Round is the Sun? |publisher=NASA |date=2 October 2008 |accessdate=7 March 2011}}</ref>
 
"https://or.wikipedia.org/wiki/ସୂର୍ଯ୍ୟ"ରୁ ଅଣାଯାଇଅଛି