"ବରଗଛ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ re-categorisation & Clean up using AWB
୨୪ କ ଧାଡ଼ି:
|}}
{{ଭାରତର ଜାତୀୟ ସଙ୍କେତ}}
'''ବରଗଛ''' ହେଉଛି ଭାରତର ଜାତୀୟ ବୃକ୍ଷ।<ref>http://www.iloveindia.com/national-symbols/national-tree.html</ref> ଏହାକୁ ବଟବୃକ୍ଷ ବୋଲି କୁହାଯାଏ। ଏହା ଫଳ ଖାଉଥିବା ପଶୁ ପକ୍ଷୀଙ୍କ ଦ୍ଵାରା ବଂଶ ବିସ୍ତାର କରିଥାଏ । ବଡ଼ ହେଲା ପରେ ଏହାର ଡ଼ାଳରୁ ଓହଳ ବାହାରି ମାଟିରେ ଲାଗିଯାଏ, ଯାହାକୁ ଦେଖି ଚେରର ଭ୍ରମ ସୃଷ୍ଟି ହୁଏ । ଆଗକାଳରେ ପ୍ରତିଟି ଗାଁ ମୁଣ୍ଡରେ ନିଶ୍ଚୟ ଗୋଟିଏ ବରଗଛ ରହୁଥିଲା । [[ରଜ ପର୍ବ]]ରେ ପିଲାଏ ଏଥିରେ ଦୋଳି ଖେଳନ୍ତି । ଗାଁର ଲୋକେ ପୁଣ୍ୟ ହେବ ଭାବି ବରଗଛ ଓ [[ଓସ୍ତ|ଓସ୍ତଗଛ]]ର ବାହାଘର କରିଥାନ୍ତି ।
== ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ ==
{| class="wikitable"
୫୭ କ ଧାଡ଼ି:
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଜୀବ ଜଗତଜୀବଜଗତ]]
[[ଶ୍ରେଣୀ:ଉଦ୍ଭିଦ ଜଗତ]]
[[ଶ୍ରେଣୀ:ଔଷଧୀୟ ଗଛ]]
"https://or.wikipedia.org/wiki/ବରଗଛ"ରୁ ଅଣାଯାଇଅଛି