"ଚତୁର ବିନୋଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
ଆଧାର ପ୍ରଦାନ
୧ କ ଧାଡ଼ି:
'''ଚତୁର ବିନୋଦ''', [[ବ୍ରଜନାଥ ବଡ଼ଜେନା]]ଙ୍କ<ref name="BaḍajenāMahānti1978">{{cite book|author1=Brajanātha Baḍajenā|author2=Debendra Mahānti|title=Chatur binod|url=http://books.google.com/books?id=DekfHQAACAAJ|year=1978|publisher=Friends}}</ref> <ref>http://www.orissadiary.com/personality/poet/BRAJANATH%20BADAJENA%20.asp</ref> ରଚିତ [[ଓଡ଼ିଆ ଭାଷା]]ର ପ୍ରଥମ ଗଦ୍ୟ ସାହିତ୍ୟ ।
==କଥାବସ୍ତୁ==
ଚତୁର ବିନୋଦର କଥାବସ୍ତୁ ଏହିପରି । ଥରେ ରସାଳକାଞ୍ଚନ ନାମକ ଏକ ନଗରରେ ବାସ କରୁଥିବା ଏକ ବୈଶ୍ୟକନ୍ୟା ଚଞ୍ଚଳାକ୍ଷୀ ନିଜ ସଖି ସୁହାଗୀ ସହିତ ସ୍ନାନ କରିବା ନିମନ୍ତେ ଗଲା । ସେତିକିବେଳେ ତାକୁ ସେହି ନଗରର ରାଜପୁତ୍ର ମୋହନାଙ୍ଗ ଦେଖି ପକାଇ ତାପ୍ରତି ଆକର୍ଷିତ ହୋଇପଡିଲା ଏବଂ ସୁଯୋଗ ଦେଖି ଚଞ୍ଚଳାକ୍ଷୀକୁ ଭେଟି ତା ଆଗରେ ନିଜର ମନକଥା ପ୍ରକାଶ କଲା । ଏହା ଶୁଣି, ଚଞ୍ଚଳାକ୍ଷୀର ଅନୁରୋଧରେ ସଖି ସୁହାଗୀ ରାଜପୁତ୍ରକୁ ସନ୍ଧ୍ୟା ସମୟରେ ଘରକୁ ଆସିବାପାଇଁ ଅନୁରୋଧ କଲା । ସନ୍ଧ୍ୟା ସମୟରେ ମୋହନାଙ୍ଗ ଚଞ୍ଚଳାକ୍ଷୀ ସହିତ ପ୍ରଣୟ କରିବା ଉଦ୍ଦେଶ୍ୟରେ ଆସି ତାକୁ ଗୋପନରେ ସାକ୍ଷାତ କଲା । ମୋହନାଙ୍ଗକୁ ନିଜ ଗୃହରେ ଉପସ୍ଥିତ ଦେଖି ଚଞ୍ଚଳକ୍ଷୀ ତାକୁ ସ୍ଵାଗତ କରି କହିଲା ତା ସହିତ ଅଙ୍ଗସଙ୍ଗ କରିବାପାଇଁ ସେ ସମ୍ମତା । କିନ୍ତୁ ଗଉରୀ ବ୍ରତ କରୁଥିବାଯୋଗୁଁ ସେ ସେଦିନ ରାତ୍ରି ଉଜାଗର ରହିବ । ତା ପରଦିନ ସେ ନିଜକୁ ସମର୍ପଣ କରିପାରିବ । ଚଞ୍ଚଳାକ୍ଷୀର ଅନୁରୋଧରେ ମୋହନାଙ୍ଗ ତା ସହିତ ରାତ୍ରି ଉଜାଗର ରହି ତାର ମନୋରଞ୍ଜନ ନିମନ୍ତେ ``ହାସ ବିନୋଦ, ରସ ବିନୋଦ, ନୀତି ବିନୋଦ ଓ ପ୍ରୀତି ବିନୋଦ" ନାମକ ଚାରୋଟି ଗଳ୍ପ କହିଲା ।
==ଆଧାର==
{{ଆଧାର}}
 
{{ମୁଣ୍ଡିଆ}}
 
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]]