"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ସଂପୂର୍ଣ୍ଣ ଅବସର:୨୦୦୪-ବର୍ତ୍ତମାନ: (ବର୍ତ୍ତମାନକୁ ୨୦୧୩ କରାଗଲା)
୨୪୬ କ ଧାଡ଼ି:
 
୧୯୯୮ରେ ନିଜ ୮୦ତମ ଜନ୍ମବାର୍ଷିକୀ ଅବସରରେ ମଣ୍ଡେଲା "ଗ୍ରାକା ମାସେଲ"ଙ୍କୁ ପୁଣି ବିବାହ କରିଥିଲେ; ଯିଏକି ୧୨ ବର୍ଷ ପୂର୍ବରୁ ଆକାଶ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୋଜାମ୍ବିକର ରାଷ୍ଟ୍ରପତି "ସମୋରା ମାସେଲ"ଙ୍କ ବିଧବା ଥିଲେ ।<ref>{{cite news|url=http://www.cnn.com/WORLD/africa/9807/18/mandela.wedding.02/|title=Mandela gets married on 80th birthday|date=18 July 1998|publisher=CNN|accessdate=27 October 2008 |archiveurl = http://web.archive.org/web/20080614111828/http://www.cnn.com/WORLD/africa/9807/18/mandela.wedding.02/ <!-- Bot retrieved archive --> |archivedate = 14 June 2008}}</ref>
 
==ମୃତ୍ୟୁ==
ହଗଟନ, ଜୋହାନ୍ସବର୍ଗଠାରେ ମଣ୍ଡେଲା ଫୁସଫୁସ ଜନିତ ସଂକ୍ରମଣ ଦ୍ୱାରା ୫ ଡିସେମ୍ବର ୨୦୧୩ରେ ୯୫ ବର୍ଷ ବୟସରେ ନିଜ ପରିବାର ବର୍ଗଙ୍କ ଗହଣରେ ପ୍ରାଣ ବିସର୍ଜନ କରିଥିଲେ ।<ref name="BBCD">{{cite news|url=http://www.bbc.co.uk/news/world-africa-25249520|title=South Africa's Nelson Mandela dies in Johannesburg|date=December 5, 2013|publisher=''[[BBC News]]''|accessdate=2013-12-05}}</ref> ରାଷ୍ଟ୍ରପତି ଜାକୋବ ଜୁମା ମଣ୍ଡେଲାଙ୍କ ମୃତ୍ୟୁର ଘୋଷଣା କରିଥିଲେ ।<ref name="BBCD" /><ref>{{cite news|url=http://www.nytimes.com/2013/12/06/world/africa/nelson-mandela.html?_r=0|title=Mandela’s Death Leaves South Africa Without Its Moral Center|publisher=''[[The New York Times]]''|author=Polgreen, Lydia|date=5 December 2013|accessdate=2013-12-05}}</ref>
 
==ପ୍ରଭାବ==