"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ମୃତ୍ୟୁ ତାରିଖ
ଟିକେ →‎ସଂପୂର୍ଣ୍ଣ ଅବସର:୨୦୦୪-ବର୍ତ୍ତମାନ: (ବର୍ତ୍ତମାନକୁ ୨୦୧୩ କରାଗଲା)
୧୯୭ କ ଧାଡ଼ି:
ସର୍ବସାଧାରଣରେ, ମଣ୍ଡେଲା ପାଶ୍ଚାତ୍ୟ ଶକ୍ତିକୁ ସମାଲୋଚନା କରିବାରେ ଲାଗିଲେ । ୧୯୯୯ରେ "ନାଟୋ ଇଣ୍ଟରଭେନସନ ଇନ କୋସୋଭୋ"କୁ ସେ ଦୃଢ଼ ବିରୋଧ କରି କହିଥିଲେ ଯେ ବିଶ୍ୱର ଶକ୍ତିଶାଳୀ ଦେଶମାନେ ସମଗ୍ର ପୃଥିବୀକୁ ନୈତିକତା ଦେଖାଇବାର ଏହା ଏକ ପ୍ରୟାସ ।<ref>{{cite news|url=http://www.derechos.org/nizkor/iraq/doc/mandela1.html |title=Equipo Nizkor – Mandela slams Western action in Kosovo, Iraq |agency=Reuters |author=Keith Weir |date=13 April 2003 |publisher=Derechos.org |accessdate=3 October 2010 |archivedate=21 February 2013 |archiveurl=http://www.webcitation.org/6EhQi33OL |deadurl=no}}</ref> ୨୦୦୩ରେ ବ୍ରିଟେନ ଓ ଆମେରିକା ଦ୍ୱାରା "[[ଇରାକ]] ବିରୁଦ୍ଧରେ ଯୁଦ୍ଧ" ବିପକ୍ଷରେ ସେ ସ୍ୱର ଉତ୍ତୋଳନ କରି ଆମେରିକୀୟ ରାଷ୍ଟ୍ରପତି [[ଜର୍ଜ ଡବଲ୍ୟୁ. ବୁଶ]] ଓ ବ୍ରିଟେନର ପ୍ରଧାନମନ୍ତ୍ରୀ [[ଟୋନି ବ୍ଲେୟାର]] ଙ୍କୁ ସଂଯୁକ୍ତ ରାଷ୍ଟ୍ରସଂଘର ନିୟମକୁ ଅଣଦେଖା କରୁଥିବାର ଅଭିଯୋଗ କରିଥିଲେ । ଆମେରିକା ଉପରେ ଅଧିକ ଆକ୍ରମଣକରି ସେ କହିଥିଲେ, ବିଶ୍ୱର ଅନ୍ୟ କୌଣସି ଦେଶ ଅପେକ୍ଷା ଆମେରିକା ଅନ୍ୟ ଦେଶ ଉପରେ "ଅକଥନୀୟ ଅତ୍ୟାଚାର" କରିଛି, ଉଦାହରଣ ସ୍ୱରୂପ "ଜାପାନରେ ଆଣବିବ ବୋମା ପକାଇବା", ଏହା ଆନ୍ତର୍ଜାତିକ ବିତର୍କର ରୂପ ଧାରଣ କରିଥିଲା ଏବଂ ପରେ ମଣ୍ଡେଲା ବ୍ଲେୟାରଙ୍କ ସହିତ ପୁନଃ-ସଂପର୍କ ସ୍ଥାପନ କରିଥିଲେ ।<ref>{{harvnb|Battersby|2011|pp=591–592}}; {{cite news|url=http://news.bbc.co.uk/1/hi/world/middle_east/2228971.stm|title=Mandela warns Bush over Iraq|date=1 September 2002|publisher=BBC |accessdate=27 October 2008 | first=John | last=Pienaar |archivedate=21 February 2013 |archiveurl=http://www.webcitation.org/6EhQjsYTq |deadurl=no}}; {{cite news|url=http://www.highbeam.com/doc/1P2-1736438.html|title=Mandela lambastes 'arrogant' Bush over Iraq|last=Cornwell|first=Rupert |work=The Independent|date=31 January 2003|accessdate=27 October 2008 | location=London}};{{cite news | author=Fenton, Tom | publisher=CBS | title=Mandela Slams Bush on Iraq | date=30 January 2003 | url=http://www.cbsnews.com/stories/2003/01/30/iraq/main538607.shtml | accessdate=26 May 2008 |archivedate=25 February 2013 |archiveurl=http://www.webcitation.org/6EhQr4N5U |deadurl=no}}</ref> ଲିବ୍ୟା-ବ୍ରିଟେନ ମଧ୍ୟରେ ଥିବା ସଂପର୍କକୁ ନେଇ ବାର୍ଲିନ୍ନି କାରାଗାରରେ ସେ "ମେଗ୍ରାହି"ଙ୍କୁ ଭେଟିଥିଲେ ଓ ତାଙ୍କ ବୁଝାମଣାର ସର୍ତ୍ତ ବିରୋଧରେ ତାଙ୍କୁ ଅବଗତ କରାଇ କହିଥିଲେ ଏହା ଏକ "ମନସ୍ତାତ୍ତ୍ୱିକ ଅବୁଝାମଣା" ।<ref>{{harvnb|Battersby|2011|p=593}}.</ref>
 
===ସଂପୂର୍ଣ୍ଣ ଅବସର:୨୦୦୪-ବର୍ତ୍ତମାନ୨୦୧୩===
ଜୁନ ୨୦୦୪ରେ ମଣ୍ଡେଲାଙ୍କୁ ୮୫ ବର୍ଷ ହୋଇଥିବା ବେଳେ ଶରୀର ଅବକ୍ଷୟ ଘଟିବାରୁ ମଣ୍ଡେଲା "ଅବସରରୁ ଅବସର" ନେବା ଘୋଷଣା କରି କହିଥିଲେ "ମୋତେ ଡାକିବ ନାହିଁ, ମୁଁ ତୁମକୁ ଡାକିବି ।"<ref>{{harvnb|Battersby|2011|p=598}}; ; {{harvnb|Meredith|2010|p=593}}; {{cite web | title=I'll call you | publisher=SouthAfrica.info | date=2 June 2004 | url=http://www.southafrica.info/mandela/mandela-retirement.htm | accessdate=26 May 2008|archivedate=25 February 2013 |archiveurl=http://www.webcitation.org/6EhSNBc53 |deadurl=no}}</ref> ଅତି ନିକଟବର୍ତ୍ତୀ ବନ୍ଧୁ ଓ ପରିବାରର ବ୍ୟକ୍ତିଙ୍କୁ କେବଳ ଭେଟ କରିବା ଜାରି ରଖିଥିଲେ ମଧ୍ୟ, ଫାଉଣ୍ଡେସନ ତରଫରୁ ସର୍ବସାଧାରଣ ସଭା ତଥା ଗଣମାଧ୍ୟମ ସାକ୍ଷାତକାର ପାଇଁ ଅନୁରୋଧକୁ ମନା କରାଯାଇଥିଲା ।<ref>{{harvnb|Battersby|2011|p=598}}.</ref> ପରେ ଅନ୍ତର୍ଜାତୀୟ ସମସ୍ୟାଗୁଡ଼ିକରେ ସେ କିଛି ମାତ୍ରରେ ଆଗ୍ରହ ଦେଖାଇଥିଲେ ।