"ଉଇକିପିଡ଼ିଆ:କର୍ମଶାଳା/କିସ/୧" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୮ କ ଧାଡ଼ି:
 
== ଅନୁଷ୍ଠାନର ଶିକ୍ଷକ ଓ ଛାତ୍ରଛାତ୍ରୀଗଣ ==
[[File:Faculty and students at Kalinga Institutes of Social Sciences (KISS) Bhubaneswar editing Odia Wikipedia.JPG|thumb|ଓଡ଼ିଆ ଉଇକିପିଡ଼ିଆରେ ସମ୍ପାଦନାରତ ଅନୁଷ୍ଠାନର ଶିକ୍ଷକ ଓ ଛାତ୍ରଛାତ୍ରୀଗଣ]]
=== କାମ ବିତରଣ ===
ଏହି କର୍ମଶାଳାରେ ଭାଗନେଇଥିବା ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ୧୧ଟି ଛୋଟ ଛୋଟ ଦଳରେ ଭାଗ କରାଯାଇଥିଲା । ପ୍ରତିଟି ଦଳ ଏକ ପ୍ରସଙ୍ଗ ଉପରେ ମିଳିତ କାମ ଆରମ୍ଭ କରିବେ । ତଳେ ପ୍ରସଙ୍ଗର ନାମ ଓ ଶିକ୍ଷକ ତ‌ଥା ଛାତ୍ରଛାତ୍ରୀଙ୍କ ନାମ ଦିଆଗଲା । ଆଜିର କର୍ମଶାଳାର ସମସ୍ତ ଅଂଶଗ୍ରହଣକାରୀ ନିଜ ନିଜର ପ୍ରସଙ୍ଗରେ କିଛି ଲେଖା ଆରମ୍ଭ କରିଛନ୍ତି । ଆଗମୀ କର୍ମଶାଳା ଭିତରେ ସେମାନେ ଏହି ଲେଖାଗୁଡ଼ିକ ସମୂର୍ଣ୍ଣ କରିବେ ।