"ଚେତନ ଭଗତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୯ କ ଧାଡ଼ି:
| occupation = [[ଲେଖକ]]
| nationality = ଭାରତୀୟ
| alma_mater = ଆର୍ମି ପବ୍ଲିକ ସ୍କୁଲ, ଦିଲ୍ଲୀ
ଆଇଆଇଟି, ଦିଲ୍ଲୀ
ଆଇଆଇଏମ୍, ଅହମଦାବାଦ
| alma_mater = [[Army Public School, Dhaula Kuan]]
[[Indian Institute of Technology Delhi|IIT Delhi]]
[[Indian Institute of Management Ahmedabad|IIM Ahmedabad]]
| genre = [[Fiction]], [[management]], [[humour]]
| notableworks = ''[[Five Point Someone – What not to do at IIT!|Five Point Someone]]''
''[[2 States: The Story of My Marriage|2 States]]''
| spouse = ଅନୁଷା ଭଗତ
୨୦ କ ଧାଡ଼ି:
ପ୍ରଖ୍ୟାତ ଔପନ୍ୟାସିକ ତଥା ଲେଖକ '''ଚେତନ ଭଗତ''' ଆଜି [[ଭାରତ|ଭାରତୀୟ]] ଯୁବପିଢିଙ୍କ ରୋଲ୍ ମଡେଲ୍ । ଚେତନଙ୍କ ଲିଖିତ ୫ଟି ପୁସ୍ତକ'' ଫାଇଭ୍ ପଏଣ୍ଟ ସମୱାନ୍ '', '' ୱାନ୍ ନାଇଟ୍ ଆଟ୍ କଲ୍ ସେଣ୍ଟର୍ '', ''ଦ ଥ୍ରି ମିଷ୍ଟଟେକ୍ ଅଫ୍ ମାଇଁ ଲାଇଫ୍'' ,'' ଟୁ ଷ୍ଟେଟସ୍ , ଓ ରିଭଲ୍ୟୁସନ୍ ୨୦୨୦ : ଲଭ୍ , କରପସନ୍ ଆଣ୍ଡ ଆମ୍ବିସନ୍ ''। ୨୦୧୦ ରେ ସେ ଟାଇମ୍ସର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସ୍ଥାନ ପାଇଥିଲେ ।<ref name="time100">[http://www.time.com/time/specials/packages/completelist/0,29569,1984685,00.html Time 100 most influential people in the world list 2010]. Time.com. Retrieved on 2012-06-19.</ref>
==ଜୀବନ ଓ ପରିବାର==
ଏପ୍ରିଲ ୨୨ , ୧୯୭୪ ରେ [[ନୂଆଦିଲ୍ଲୀନୂଆ ଦିଲ୍ଲୀ]]ର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଆର୍ମି ମ୍ୟାନ ଓ ମା ସରକାରୀ କର୍ମଚାରୀ ଥିଲେ ।
==ପ୍ରାରମ୍ଭିକ ଜୀବନ==
ଚେତନଙ୍କ ପ୍ରାରମ୍ଭିକ ଶିକ୍ଷା [[ଦିଲ୍ଲୀ]] ଆର୍ମି ସ୍କୁଲ୍ ରେ ହୋଇଥିଲା । ଏହାପରେ ସେ ଆଇଆଇଟି ଦିଲ୍ଲୀରୁ ମେକାନିକାଲ ଇଂଜିନିୟରିଂ ପାସ କରିବା ପରେ ସେ ଆଇଆଇଏମ୍ [[ଅହମଦାବାଦ]]ରେ ମ୍ୟାନେଜମେଣ୍ଟରେ ଡିଗ୍ରି ହାସଲ କରିଥିଲେ । ଅହମ୍ମଦାବାଦରେ ପଢୁଥିବା ସମୟରେ ସେ ତାଙ୍କ ବ୍ୟାଚର ବେଷ୍ଟ ଆଉଟ୍ ଗୋଇଁ ଷ୍ଟୁଡେଣ୍ଟ ହେବାର ଗୌରବ ଅର୍ଜନ କରିଥିଲେ । ସେହି ସମୟରେ ଚେତନ ତାଙ୍କ ଦକ୍ଷିଣ ଭାରତୀୟ ସହପାଠିନୀ ଅନୁସା ସୁର୍ଯ୍ୟନାରାୟଣଙ୍କ ପ୍ରେମରେ ପଡିଥିଲେ। ୧୯୯୮ରେ ସେ ଅନୁସାଙ୍କୁ ବିବାହ କରିଥିଲେ । ଚେତନ ଏହାପରେ ତାଙ୍କ ପରିବାର ସହ [[ହଂକଂ]] ଯାଇ ଗୋଲମ୍ୟାନ ସାଚସ ରେ ଇନଭେଶ୍ଚମେଣ୍ଟ ବ୍ୟାଙ୍କର ଭାବେ କାମ କରିଥିଲେ ।୧୧ବର୍ଷ ହଂକଂ ରେ କାମ କରିବା ପରେ ଚେତନଙ୍କ କିନ୍ତୁ ବ୍ୟାଭ୍କ ଚାକିରି ରେ ମନ ଲାଗିନଥିଲା । ସେ ବ୍ୟାଙ୍କ ଚାକିରି ଛାଡି ଲେଖାଲେଖି କରିବା ପାଇଁ [[ମୁମ୍ବାଇ]] ଚାଲିଅସିଥିଲେ ।
"https://or.wikipedia.org/wiki/ଚେତନ_ଭଗତ"ରୁ ଅଣାଯାଇଅଛି