"ନୂଆଖାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪୨ କ ଧାଡ଼ି:
 
== ପାଳନ ବିଧି ==
ଏହି ଦିନଟିର ଅମୃତବେଳା ବା ଶୁଭବେଳା ଜ୍ୟୋତିଷମାନଙ୍କ ଦ୍ଵାରା ନିର୍ଣ୍ଣୟ କରାଯାଇ ସେହି ମୁହୂର୍ତ୍ତରେ ନୂଆଭାବରେ ଅମଳ କରାଯାଇଥିବା ଷାଠିଆଧାନରୁ ପ୍ରସ୍ତୁତ ଅନ୍ନକୁ ରାନ୍ଧି ଭକ୍ଷଣ କରିଥାନ୍ତି୤କରିଥାନ୍ତି । <!--ଏହି ପର୍ବ ଯେତେବେଳେ ପାଳନ ହୁଏ ଧାନ ପ୍ରାୟ ଜମିରେ ହୋଇ ନଥାଏ୤ନଥାଏ । କିନ୍ତୁ ଅନେକ ସ୍ଥାନରେ ସରିଆ ଧାନ ବା ମାଲଧାନ ହେବା ଦେଖାଯାଏ୤ଦେଖାଯାଏ । ଦେବୀଙ୍କୁ ସେହି ସରିଆଧାନ କୁଟି ନୈବେଦ୍ୟ ଭାବେ ଅର୍ପଣ କରାଯାଏ୤କରାଯାଏ ।-->
ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ମଣ୍ଡାପିଠା ନିଜ ନିଜ ଘରେ ପ୍ରସ୍ତୁତ କରି ନିଜ ନିଜର ଇଷ୍ଟଦେବୀ, ଗ୍ରାମଦେବୀ (ମାଉଳୀ), ଦେବତା, ଆରାଧ୍ୟ ପାଖରେ ପ୍ରଥମେ ଅର୍ପଣ କରି ସମସ୍ତେ ଏକାଠି ବସି ଖାଇଥାନ୍ତି ଖାଇସାରିବା ପରେ ଭେଟଘାଟ ପର୍ବ ଆରମ୍ଭ ହୁଏ୤ହୁଏ। ପ୍ରଥମେ ଗ୍ରାମଦେବୀଙ୍କ ପୀଠ ବା ଭାଗବତ ଟୁଙ୍ଗୀରେ ଏକାଠି ହୋଇ ମୁଣ୍ଡିଆ ମାରିସାରିବା ପରେ ସାନମାନେ ବଡ଼ମାନଙ୍କୁ ପ୍ରଣାମ ଜଣାଇ ଆଶୀର୍ବାଦ କାମନା କରିଥାନ୍ତି୤କରିଥାନ୍ତି ।<ref>{{cite web |url= http://orissadiary.com/orissa_profile/ori_festival/sep/Nuakhai.asp |title=Nuakhai |work=orissadiary.com |year=2012 |quote=After finishing the food they take the blessing of the Istha-Devi and from other elders of the family. |accessdate=25 September 2012}}</ref>
ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ହୋଇଥାଏ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ
 
==ନୂଆାଖାଇ ବାସି==
"https://or.wikipedia.org/wiki/ନୂଆଖାଇ"ରୁ ଅଣାଯାଇଅଛି