"ଚେତନ ଭଗତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨ କ ଧାଡ଼ି:
ପ୍ରଖ୍ୟାତ ଔପନ୍ୟାସିକ ତଥା ଲେଖକ ଚେତନ ଭଗତ ଆଜି ଭାରତୀୟ ଯୁବପିଢିଙ୍କ ରୋଲ୍ ମଡେଲ୍ । ଚେତନଙ୍କ ଲିଖିତ ୫ଟି ପୁସ୍ତକ ଫାଇଭ୍ ପଏଣ୍ଟ ସମୱାନ୍ , ୱାନ୍ ନାଇଟ୍ ଆଟ୍ କଲ୍ ସେଣ୍ଟର୍ , ଦ ଥ୍ରି ମିଷ୍ଟଟେକ୍ ଅଫ୍ ମାଇଁ ଲାଇଫ୍ , ଟୁ ଷ୍ଟେଟସ୍ , ଓ ରିଭଲ୍ୟୁସନ୍ ୨୦୨୦ : ଲଭ୍ , କରପସନ୍ ଆଣ୍ଡ ଆମ୍ବିସନ୍ । ୨୦୧୦ ରେ ସେ ଟାଇମ୍ସ୍ ର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସ୍ଥାନ ପାଇଥିଲେ ।
==ଜୀବନ ଓ ପରିବାର==
ଅପ୍ରଲ୍ ୨୨ , ୧୯୭୪ ରେ ନୂଆଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଆର୍ମି ମ୍ୟାନ ଓ ମା ସରକାରୀ କର୍ମଚାରୀ ଥିଲେ ।
==ପ୍ରାରମ୍ଭିକ ଜୀବନ==
 
ଚେତନଙ୍କ ପ୍ରାରମ୍ଭିକ ଶିକ୍ଷା ଦିଲ୍ଲୀ ଆର୍ମି ସ୍କୁଲ୍ ରେ ହୋଇଥିଲା । ଏହାପରେ ସେ ଆଇଆଇଟି ଦିଲ୍ଲୀରୁ ମେକାନିକାଲ ଇଂଜିନିୟରିଂ ପାସ କରିବା ପରେ ସେ ଆଇଆଇଏମ୍ ଅହମ୍ମଦାବାଦରେ ମ୍ୟାନେଜମେଣ୍ଟରେ ଡିଗ୍ରି ହାସଲ କରିଥିଲେ । ଅହମ୍ମଦାବାଦରେ ପଢୁଥିବା ସମୟରେ ସେ ତାଙ୍କ ବ୍ୟାଚର ବେଷ୍ଟ ଆଉଟ୍ ଗୋଇଁ ଷ୍ଟୁଡେଣ୍ଟ ହେବାର ଗୌରବ ଅର୍ଜନ କରିଥିଲେ । ସେହି ସମୟରେ ଚେତନ ତାଙ୍କ ଦକ୍ଷିଣ ଭାରତୀୟ ସହପାଠିନୀ ଅନୁସା ସୁର୍ଯ୍ୟନାରାୟଣଙ୍କ ପ୍ରେମରେ ପଡିଥିଲେ। ୧୯୯୮ରେ ସେ ଅନୁସାଙ୍କୁ ବିବାହ କରିଥିଲେ । ଚେତନ ଏହାପରେ ତାଙ୍କ ପରିବାର ସହ ହଂକଂ ଯାଇ ଗୋଲମ୍ୟାନ ସାଚସ ରେ ଇନଭେଶ୍ଚମେଣ୍ଟ ବ୍ୟାଙ୍କର
[[ଶ୍ରେଣୀ:୧୯୭୪ ଜନ୍ମ]]
"https://or.wikipedia.org/wiki/ଚେତନ_ଭଗତ"ରୁ ଅଣାଯାଇଅଛି