"ଉଇକିପିଡ଼ିଆ:କର୍ମଶାଳା/କିସ/୧" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
{{ଉଇକିପିଡ଼ିଆ:Meetup/Bhubaneswar/Invite}}
ଭୁବନେଶ୍ୱରସ୍ଥିତ ଆଦିବାସୀ ଆବାସିକ ଅନୁଷ୍ଠାନ KISS (କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ଷ୍ଟଡିଜସାଇସେନ୍ସ)ଠାରେ ଏଠାକାର ଶିକ୍ଷକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଆଦିବାସୀମାନଙ୍କର ଭାଷା, ଚଳଣି ଓ ଜନ‌ଜୀବନ ବାବଦରେ ଅନେକ ଗବେଷଣାଭିତ୍ତିକ ପ୍ରସଙ୍ଗ ଏକାଧିକ ଭାଷାରେ ଲେଖିବାର ଏକ ପ୍ରକଳ୍ପ ଆରମ୍ଭ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ନ‌ଥିକରଣ ତିନୋଟି ଭାଷାରେ (ଓଡ଼ିଆ, ଇଂରାଜୀ ଓ ହିନ୍ଦୀ)ରେ କରାଯାଇ KISS ୱେବସାଇଟରେ ଉପଲବ୍ଧ କରାଯିବ । ଏହି ପ୍ରସଙ୍ଗସମୂହ ଜ୍ଞାନ‌କୋଷ ପରିସରରେ ଥିବାରୁ ଏସବୁକୁ ଉଇକିକରଣ କରି ଉଇକିପିଡ଼ିଆର ପ୍ରସଙ୍ଗସବୁକୁ ସମୃଦ୍ଧ କରିବା ନିମନ୍ତେ ଏହି ଏହି କର୍ମଶାଳାର ଆୟୋଜନ କରାଯାଇଛି । ନ‌ଭେମ୍ବର ୧୪ (ଗୁରବାର‌) ଦିନ ସକାଳ ୧୧:୦୦ ରେ ଅନୁଷ୍ଠିତ ହେବାକୁ ଥିବା ଏହି କର୍ମଶାଳାରେ ୧୨୧୫ ଜଣ ଶିକ୍ଷକ ଓ ୩୨ ଜଣ ସ୍ନାତକୋତ୍ତର ଯୋଗଦେଇ ଓଡ଼ିଆରେ ଟାଇପ କରିବା ଓ ଉଇକିପିଡ଼ିଆ ବାବଦରେ ତାଲିମ ଗ୍ରହଣ କରିବେ ।
 
== ଏଥିରେ କଣ କଣ ଶିଖିବାକୁ ମିଳିବ? ==
୯ କ ଧାଡ଼ି:
 
== ସ୍ଥାନ ଓ ସମୟ ==
KISS (କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ଷ୍ଟଡିଜସାଇସେନ୍ସ), ଭୁବନେଶ୍ୱର<br />
ନ‌ଭେମ୍ବର ୧୪ (ଗୁରବାର‌), ସକାଳ ୧୧:୦୦
 
୧୮ କ ଧାଡ଼ି:
# --ସୁଭାସିସ ପାଣିଗାହି<sup>[[User_talk:Psubhashish|ମୋ ସାଙ୍ଗେ କ‌ଥାବାର୍ତ୍ତା]]</sup> ୦୮:୧୩, ୧୦ ନଭେମ୍ବର ୨୦୧୩ (UTC)
 
== କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ଷ୍ଟଡିଜରସାଇସେନ୍ସର ଶିକ୍ଷକ ଓ ଛାତ୍ରଛାତ୍ରୀଗଣ ==
=== କାମ ବିତରଣ ===
ଏହି କର୍ମଶାଳାରେ ଭାଗନେଇଥିବା ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ୧୧ଟି ଛୋଟ ଛୋଟ ଦଳରେ ଭାଗ କରାଯାଇଥିଲା । ପ୍ରତିଟି ଦଳ ଏକ ପ୍ରସଙ୍ଗ ଉପରେ ମିଳିତ କାମ ଆରମ୍ଭ କରିବେ । ତଳେ ପ୍ରସଙ୍ଗର ନାମ ଓ ଶିକ୍ଷକ ତ‌ଥା ଛାତ୍ରଛାତ୍ରୀଙ୍କ ନାମ ଦିଆଗଲା । ଆଜିର କର୍ମଶାଳାର ସମସ୍ତ ଅଂଶଗ୍ରହଣକାରୀ ନିଜ ନିଜର ପ୍ରସଙ୍ଗରେ କିଛି ଲେଖା ଆରମ୍ଭ କରିଛନ୍ତି । ଆଗମୀ କର୍ମଶାଳା ଭିତରେ ସେମାନେ ଏହି ଲେଖାଗୁଡ଼ିକ ସମୂର୍ଣ୍ଣ କରିବେ ।
{| class="wikitable"
|-
! କ୍ର.ନଂ. || ପ୍ରସଙ୍ଗ ନାମ !! ଶିକ୍ଷକଙ୍କ ନାମ !! ଶିକ୍ଷକଙ୍କ ନାମ !! ଛାତ୍ର/ଛାତ୍ରୀଙ୍କ ନାମ !! ଛାତ୍ର/ଛାତ୍ରୀଙ୍କ ନାମ
|-
| ୧ || [[ସାନ୍ତାଳୀ ଲୋକସଂସ୍କୃତି]] || ମହତ ଶତପ‌ଥୀ || || ରୁକ୍ମଣ ବରିହା || କାହ୍ନୁରାମ ହେମ୍ବ୍ରମ
|-
| ୨|| [[ବଣ୍ଡା ଜନ‌ଜାତିର ଖାଦ୍ୟାଭାସ]] || ଅର୍ଜୁନ ଚରଣ ବେହେରା || || ||
|-
| ୩ || [[ହୋ ଜନ‌ଜାତିର ପର୍ବପର୍ବାଣୀ]] || ଦୀପ୍ତିରଞ୍ଜନ ବେହେରା || || ସୂର୍ଯ୍ୟମଣି ସଏ || ତରଣୀସେନ ସାମଡ
|-
| ୪ || [[ହୋ ଜନ‌ଜାତିର ବିବାହ ପ୍ରଥା‎]] || ସୌମିତ୍ରୀ ସାମନ୍ତରାୟ || || ଦୁଲା ବାଙ୍କିରା || ଜଗଦୀଶ କୁମାର ସିଂ
|-
| ୫ || [[ଲାଞ୍ଜିଆ ସଉରା ଜନ‌ଜାତି‎]] || ପ୍ରୀତିନନ୍ଦା ରାୟ || || ସୁବାସ ଚନ୍ଦ୍ର ସାମଲ || ଗିରିଜା ଶଙ୍କର ମଲିକ
|-
| ୬ || [[କାନ୍ଦୁଲ ପରବ]] || ନିବେଦିତା ନାଥ || || ||
|-
| ୭ || [[ସାନ୍ତାଳୀ ଜନ‌ଜାତିର ପର୍ବପର୍ବାଣୀ]] || ସାଇ ବିଶ୍ୱନାଥ ତ୍ରିପାଠୀ || ପ୍ରିୟମ୍ବଦା ସ୍ୱାଇଁ || ରାଜକୁମାର ମୁର୍ମୁ || କାପୁରା ସୋରେନ
|-
| ୮|| [[ସାନ୍ତାଳୀ ସଙ୍ଗୀତ]] || ନୀଳିମା ସାମନ୍ତ || ସୁଜ୍ଞାନୀ ରଥ || ବାସୁଦେବ ମାରାଣ୍ଡି || କୁମୁଦିନୀ ମୁର୍ମୁ
|-
| ୯ || [[ସାନ୍ତାଳୀ ଜନ‌ଜାତିର ଜୀବନ ଜୀବିକା]] || ଶୁଭଲକ୍ଷ୍ମୀ ମହାନ୍ତି || || କ୍ରିଷ୍ଣା ସୋରେନ || ମହେନ୍ଦ୍ର ବେଶ୍ରା
|-
| ୧୦ || [[ମୁଣ୍ଡା ଜନ‌ଜାତିର ବଂଶାନୁକ୍ରମ]] || || || ସରୋଜିନୀ ସିଂ || ନିତିମା ମୁଣ୍ଡା
|}
 
{{ଉଇକିପିଡ଼ିଆ:କର୍ମଶାଳା/ତାଲିକା}}