"ଗ୍ରାଣ୍ଡମାଷ୍ଟର (ଚେସ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
" ଚେସ ଗ୍ରାଣ୍ଡ ମାଷ୍ଟର ( ଜି. ଏମ. ) ବିଶ୍ଵ ଚେସ ଖେଳାଳି ମ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
 
ଚେସ ଗ୍ରାଣ୍ଡ ମାଷ୍ଟର ( ଜି. ଏମ. ) ବିଶ୍ଵ ଚେସ ଖେଳାଳି ମାନଙ୍କ ପାଈଁ ସବୁଠାରୁ ବଡ ଉପାଧି। ବିଶ୍ଵ ଚେସ ମହାସଂଘ (FIDE) ଏହି ଉପାଧି ଉଭୟ ପୁରୁଷ ଓ ମହିଳା ଚେସ ଖେଳାଳିମାନଙ୍କୁ ଦେଇଥାଏ। ଯେ କୌଣସି ଖେଳାଳି ଥରେ ଏହି ଆଖ୍ୟା ପାଇଲେ , ତାହା ପୁରା ଜୀବନ ପାଇଁ ବୈଧ ରୁହେ। କୌଣସି ଖେଲାଳି ଏଲୋ ମାପକ ପଦ୍ଧତିରେ ୨୫୦୦ ପଏଣ୍ଟ ପାଇଲେ, ବିଶ୍ଵ ଚେସ ମହାସଂଘ ତାହାଙ୍କୁ ଚେସ ଗ୍ରାଣ୍ଡ ମାଷ୍ଟରର ଆଖ୍ୟା ଦିଅନ୍ତି।
 
'''ଚେସ ଗ୍ରାଣ୍ଡ ମାଷ୍ଟର''' ( ଜି. ଏମ. ) ବିଶ୍ଵ ଚେସ ଖେଳାଳି ମାନଙ୍କ ପାଈଁ ସବୁଠାରୁ ବଡ ଉପାଧି। ବିଶ୍ଵ ଚେସ ମହାସଂଘ (FIDE) ଏହି ଉପାଧି ଉଭୟ ପୁରୁଷ ଓ ମହିଳା ଚେସ ଖେଳାଳିମାନଙ୍କୁ ଦେଇଥାଏ। ଯେ କୌଣସି ଖେଳାଳି ଥରେ ଏହି ଆଖ୍ୟା ପାଇଲେ , ତାହା ପୁରା ଜୀବନ ପାଇଁ ବୈଧ ରୁହେ। କୌଣସି ଖେଲାଳି ଏଲୋ ମାପକ ପଦ୍ଧତିରେ ୨୫୦୦ ପଏଣ୍ଟ ପାଇଲେ, ବିଶ୍ଵ ଚେସ ମହାସଂଘ ତାହାଙ୍କୁ ଚେସ ଗ୍ରାଣ୍ଡ ମାଷ୍ଟରର ଆଖ୍ୟା ଦିଅନ୍ତି।
 
==ଆଧାର==
{{ଆଧାର}}