"ଓମ'ଙ୍କ ନିୟମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{ଛୋଟ|Ohm's law}}
[[File:OhmsLaw.svg|right|thumb|V, I, and R, the parameters of Ohm's law.]]
ଏକ ନିର୍ଧିଶ୍ହ ତାପମାତ୍ରା ରେ ପରିବାହି ରେ ପ୍ରବାହିତ ବିଦ୍ୟୁତ୍ ଶକ୍ତି ପରିବାହି ର ଦୁଇ ପ୍ରାନ୍ତ ରେ ଥିବା ବିଦ୍ୟୁତ୍ ବିଭବ ପର୍ଥ୍ୟକ୍ୟ ସହିତ ସମାନୁପାତି ଓ ପରିବହି ର ପ୍ରତିରୋଧ ସହିତ ପ୍ରତିଲୋମାନୁପାତି ।
'''ଓମ୍‌ଙ୍କ ନିୟମ''' ଅନୁସାରେ, ଏକ ନିର୍ଦ୍ଧିଷ୍ଟ ତାପମାତ୍ରାରେ, [[ବିଦ୍ୟୁତ୍ ସୁପରିବାହୀ|ପରିବାହୀ]]ରେ ପ୍ରବାହିତ [[ବିଦ୍ୟୁତ୍ ସ୍ରୋତ]] ପରିବାହୀର ଦୁଇ ପ୍ରାନ୍ତରେ ଥିବା [[ବିଦ୍ୟୁତ୍ ବିଭବ|ବିଦ୍ୟୁତ୍ ବିଭାବାନ୍ତର]] ସହ [[ଚଳନ (ଗଣିତ)|ସମାନୁପାତି]] । [[ବୈଦୁତିକ ପ୍ରତିରୋଧ|ପ୍ରତିରୋଧ]] ଏଠାରେ ଏକ ସମାନୁପାତିକ ସ୍ଥିରାଙ୍କ ।<ref>{{cite book
| title = Automotive ignition systems
| author = Consoliver, Earl L., and Mitchell, Grover I.
| publisher = McGraw-Hill
| year = 1920
| isbn =
| page = 4
| url = http://books.google.com/?id=_dYNAAAAYAAJ&pg=PA4&dq=ohm%27s+law+current+proportional+voltage+resistance
}}</ref> ଏହାକୁ ଗାଣିତିକ ଉପାୟରେ ଲେଖାଯାଇପାରିବ ଯେ: <ref name=Millikan>{{cite book
| title = Elements of Electricity
| author = [[Robert A. Millikan]] and E. S. Bishop
| publisher = American Technical Society
| year = 1917
| page = 54
| url = http://books.google.com/?id=dZM3AAAAMAAJ&pg=PA54&dq=%22Ohm%27s+law%22++current+directly+proportional
}}</ref>
 
:<math>I = \frac{V}{R},</math>
 
ଏଠାରେ {{math|''I''}} ହେଉଛି ପରିବାହୀରେ ପ୍ରବାହିତ ବିଦ୍ୟୁତ ସ୍ରୋତ ([[ଆମ୍ପିଅର (ଏକକ)|ଆମ୍ପିଅର]] ଏକକରେ), ''V'' ହେଉଛି ପରିବାହୀର ଦୁଇ ପ୍ରାନ୍ତରେ ଥିବା ବିଦ୍ୟୁତ ବିଭବରେ ପାର୍ଥକ୍ୟ ([[ଭୋଲ୍‌ଟ (ଏକକ)|ଭୋଲ୍‌ଟ]] ଏକକରେ) ଓ ''R'' ହେଉଛି ଏହି ପରିବାହୀର ବିଦ୍ୟୁତ ପ୍ରତିରୋଧ ([[ଓମ୍ (ଏକକ)|ଓମ୍]] ଏକକରେ) ।
 
ଏହି ନିୟମଟି ଜର୍ମାନ ଗଣିତଜ୍ଞ [[ଜର୍ଜ୍ ଓମ୍‌]]ଙ୍କ ନାମ ଅନୁସାରେ ନାମିତ ହୋଇଅଛି ।
 
==ଇତିହାସ==
==ବ୍ୟାଖ୍ୟା==
==ତାପମାତ୍ରାର ପ୍ରଭାବ==
 
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
{{commons category|Ohm's law|ଓମ'ଙ୍କ ନିୟମ}}
* John C. Shedd and Mayo D. Hershey,[http://books.google.com/books?id=8CQDAAAAMBAJ&pg=PA599&dq=%22Popular+Science%22+%22Ohm's+law%22&hl=en&ei=stULTZfxDMbKhAfxlr3-Cw&sa=X&oi=book_result&ct=result&resnum=1&ved=0CCMQ6AEwAA#v=onepage&q&f=false "The History of Ohm's Law"], ''[[Popular Science]]'', December 1913, pages 599-614, Bonnier Corporation ISSN 0161-7370, gives the history of Ohm's investigations, prior work, Ohm's false equation in the first paper, illustration of Ohm's experimental apparatus.
* Morton L. Schagrin, [http://dx.doi.org/10.1119/1.1969620 "Resistance to Ohm's Law"], ''[[American Journal of Physics]]'', July 1963, Volume 31, Issue 7, pp.&nbsp;536–47. Explores the conceptual change underlying Ohm's experimental work.
* Kenneth L. Caneva, [http://www.encyclopedia.com/topic/Georg_Simon_Ohm.aspx#1 "Ohm, Georg Simon."] ''[[Complete Dictionary of Scientific Biography]]''. 2008
 
{{DEFAULTSORT:Ohm's Law}}
 
[[ଶ୍ରେଣୀ:ବିଦ୍ୟୁତ୍ ପ୍ରଯୁକ୍ତି ବିଦ୍ୟା]]