"କପା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୦ କ ଧାଡ଼ି:
 
କପା ଦୁଇ ପ୍ରକାରର ହୋଇଥାଏ। ଗୋଟିଓ ଜାତିର କପା ୫ ରୁ ୬ ଫୁଟ ଉଚ୍ଚ ହୁଏ ଓ ଅନେକ ବର୍ଷଯାଏଁ ବଂଚିରୁହେ। ଅନ୍ୟ ଜାତିର କପା ୩ ରୁ ୪ ଫୁଟ ଉଚ୍ଚ ହୁଏ ଓ ଏହା ବର୍ଷଜୀବୀ ହୋଇଥାଏ। <ref>ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ</ref>
 
==ବିଭିନ୍ନ ଭାଷାରେ ନାମ==
* ଇଉରୋପ
**ଫ୍ରେଞ୍ଚ - Coton Bamieh
**ଜର୍ମାନ - Coton castellamare
* ଏସିଆ
** ବ୍ରହ୍ମଦେଶ (ବର୍ମିଜ) - Wa-gon
** ସିଂହଳ - ପୁଲୁଂଗ
** ଭାରତ
{| class="wikitable"
|-
! [[ଭାଷା]] !! ନାମ
|-
| [[ଓଡ଼ିଆ ଭାଷା|ଓଡ଼ିଆ]]|| କପା, କାର୍ପାସ
|-
| [[ସଂସ୍କୃତ ଭାଷା|ସଂସ୍କୃତ]] || ଅନାଗ୍ନିକା
|-
| [[ହିନ୍ଦୀ ଭାଷା|ହିନ୍ଦୀ]]|| ରୁଇ
|-
| [[କନ୍ନଡ଼ ଭାଷା|କନ୍ନଡ଼]]|| ଅମ୍ବାରା
|-
<!--| [[ଅସିମୀୟା ଭାଷା|ଅସିମୀୟା]] ||
|-
| [[କଶ୍ମିରୀ ଭାଷା|କଶ୍ମିରୀ]]||
|-
| [[କୋଙ୍କଣୀ ଭାଷା|କୋଙ୍କଣୀ]]||
|-
|[[ଗୁଜରାଟୀ ଭାଷା|ଗୁଜରାଟୀ]]||
|--->
| [[ତାମିଲ ଭାଷା|ତାମିଲ]]|| ପଂଜି
|-
| [[ତେଲୁଗୁ ଭାଷା|ତେଲୁଗୁ]]|| ପିଂଜା
|-
<!--| [[ପଞ୍ଜାବୀ ଭାଷା|ପଞ୍ଜାବୀ]]||
|- --->
| [[ବଙ୍ଗଳା ଭାଷା|ବଙ୍ଗଳା]]|| କପାସ
|-
|[[ମରାଠି ଭାଷା|ମରାଠି]]|| କପାସ
|-
| [[ମାଲୟାଲମ ଭାଷା|ମାଲୟାଲମ]]|| ପନ୍​ଗ୍ନି
|-
<!--|ସାଁତାଳି||
|-
|ମେଘାଲୟ ଗାରୋ||
|-
|ବର୍ମିଜ||
|-
|English||
|-
<!--|ମେଘାଲୟ ଚକ୍ମା|| -->
|}
 
 
==ପ୍ରୟୋଗ==
Line ୨୬ ⟶ ୭୮:
ଏହି ଗଛର ଫଳ ଭିତରେ ତନ୍ତୁମୟ ଏକ ପଦାର୍ଥ ରହିଥାଏ ଯାହା ଭିତରୁ କଳା ରଙ୍ଗର ମଞ୍ଜି ବାହାରେ। ଏହି ତନ୍ତୁଜାତୀୟ ପଦାର୍ଥକୁ ହିଁ କପା କୁହାଯାଇଥାଏ। ଏହି ତନ୍ତୁରୁ ପୋଷାକ ପତ୍ର ପ୍ରସ୍ତୁତ ହୁଏ ଓ ମଞ୍ଜିରୁ ଖାଦ୍ୟୋପଯୋଗୀ ତେଲ ବାହାରିଥାଏ।
===ଔଷଧୀୟ===
* ପରିସ୍ରା ସମ୍ବନ୍ଧୀ ରୋଗରେ (ଚେର)
 
* ପ୍ରସବପରେ ଗର୍ଭାଶୟର ସଂକୋଚନ କରିପାଇଁ
* ଅତିରଜ (ମାସିକ ଧର୍ମସମୟରେ ଅତ୍ୟଧିକ ରକ୍ତସ୍ରାବ) (ମଞ୍ଜି)
* ଅଜୀର୍ଣ୍ଣ, ହଇଜା, କ୍ଷୁଦ୍ରାନ୍ତ୍ରର ପ୍ରଦାହ (ପତ୍ର)
* କ୍ଷତ ଓ ପୋଡ଼ା ଘା’ରେ (ପତ୍ରର ଅର୍କ, ଫୁଲ)
 
==ଆଧାର==
{{ଆଧାର}}
==ଆହୁରି ଦେଖନ୍ତୁ==
[[ଔଷଧୀୟ ଗଛଲତାମାନଙ୍କର ତାଲିକା]]
== ଅଧିକ ତଥ୍ୟ ==
{{Commons|Coriandrum sativum|ଧଣିଆ}}
* Plants That Heal by Dr. J C Kurian, Oriental Watchman Publishing House, Pune, India (ISBN-61-66612-02-4)
==ଆହୁରି ଦେଖନ୍ତୁ==
[[ଔଷଧୀୟ ଗଛଲତାମାନଙ୍କର ତାଲିକା]]
"https://or.wikipedia.org/wiki/କପା"ରୁ ଅଣାଯାଇଅଛି