"କପା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{italic title}} {{taxobox |name = କପା |image =Gossypium herbaceum 004.JPG |regnum = Plantae |unranked_divisio ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେNo edit summary
୧୪ କ ଧାଡ଼ି:
|binomial_authority = [[Carolus Linnaeus|L.]]
|}}
 
==ପରିଚୟ==
 
'''କପା''' ବା '''କାର୍ପାସ''' ହେଉଛି ଏକ ଗୁଳ୍ମ ଜାତୀୟ ସପୁଷ୍ପକ ଉଦ୍ଭିଦ। ଏହାର ଉତ୍ପତ୍ତି ଆଫ୍ରିକା ଓ ଆରବ ଦେଶ ବୋଲି ଅନୁମାନ କରାଯାଏ। ଏହା ପ୍ରଥମେ ପଶ୍ଚିମ ସୁଦାନରେ ଚାଷ କରାଯାଇଥିଲା। ପରେ ଏହା ଭାରତକୁ ଆସିଥିଲା। ଚୀନ ଦେଶରେ ୭୦୦ ଖ୍ରୀଷ୍ଟାବ୍ଦରେ ଏହା ପହଂଚିଥିଲା ଓ ସେବେଠାରୁ ସେଠାରେ ଏହାକୁ ଚାଷ କରା ଯାଉଛି।
 
କପା ଦୁଇ ପ୍ରକାରର ହୋଇଥାଏ। ଗୋଟିଓ ଜାତିର କପା ୫ ରୁ ୬ ଫୁଟ ଉଚ୍ଚ ହୁଏ ଓ ଅନେକ ବର୍ଷଯାଏଁ ବଂଚିରୁହେ। ଅନ୍ୟ ଜାତିର କପା ୩ ରୁ ୪ ଫୁଟ ଉଚ୍ଚ ହୁଏ ଓ ଏହା ବର୍ଷଜୀବୀ ହୋଇଥାଏ। <ref>ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ</ref>
 
==ପ୍ରୟୋଗ==
===ଔଷଧୀୟ===
===ସାମାନ୍ୟ===
 
ଏହି ଗଛର ଫଳ ଭିତରେ ତନ୍ତୁମୟ ଏକ ପଦାର୍ଥ ରହିଥାଏ ଯାହା ଭିତରୁ କଳା ରଙ୍ଗର ମଞ୍ଜି ବାହାରେ। ଏହି ତନ୍ତୁଜାତୀୟ ପଦାର୍ଥକୁ ହିଁ କପା କୁହାଯାଇଥାଏ। ଏହି ତନ୍ତୁରୁ ପୋଷାକ ପତ୍ର ପ୍ରସ୍ତୁତ ହୁଏ ଓ ମଞ୍ଜିରୁ ଖାଦ୍ୟୋପଯୋଗୀ ତେଲ ବାହାରିଥାଏ।
"https://or.wikipedia.org/wiki/କପା"ରୁ ଅଣାଯାଇଅଛି