"ଅନୁଗୋଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ସଜାଣି
୯ କ ଧାଡ଼ି:
|nearest_city = [[କଟକ]], [[ଭୁବନେଶ୍ଵର]]
|parliament_const = [[ସମ୍ବଲପୁର]] ଓ [[ଢେଙ୍କାନାଳ]]
|assembly_cons = ଅନୁଗୋଳ, [[ତାଳଚେର]], [[ଛେଣ୍ଡିପଦା]], [[ଆଠମଲ୍ଲିକ]]
|civic_agency =
|skyline = Jagannath Tmpl, Angl.JPG
୨୦ କ ଧାଡ଼ି:
|altitude =
|population_total =୩୨୦୨୨
|population_as_of = ୨୦୦୧2001
|population_density =
|sex_ratio = ପ୍ରତି ୧୦୦୦ ପୁରୁଷରେ ୮୯୩ ମହିଳା
୪୦ କ ଧାଡ଼ି:
 
== ଭୌଗଳିକ==
ଅନୁଗୁଳ ଭୌଗୋଳିକ ଅବସ୍ଥିତି ହେଉଛି ୨୦.୫ ଉ. ୮୫.୮୩ ପୂ. ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୧୯୫ ମି(୬୪୦ଫୁଟ).
 
==ପାଣି ପାଗ ==
ସାଧାରଣତଃ ଅନଗୁଳ ଜ଼ିଲ୍ଲା ରେ ୪ ଟି ମୁଖ୍ୟ ରୁତୁ ଦେଖାଦିଏ .ମାର୍ଚ୍ ଠୁ ଜୁନ ପର୍ଯ୍ୟନ୍ତ ଖରା.ଜୁଲାଇ ରୁ ଓକଟୋବର ଜାଏଂ ବର୍ଷା ପାଗ ଓ ନୋବେମବର୍ ରୁ ଫେବୃୟାରୀ ଜାଏଂ ଶୀତ ରୁତୁ ଥାଏ. ବାର୍ଷିକ ହାରା ହାରୀ ସର୍ବମୋଟ୍ ୧୪୨୧ ମିମି ବର୍ଷା ହୋଇଥାଏ.ଚଳିତ ବର୍ଷା ୨୦୧୩ ରେ ଭୟଂକର ଘୁର୍ନି ବାତ୍ୟା ଫିଲିଂ ପ୍ରକୋପ ରେ ଅନଗୁଳ ଠାରେ ପ୍ରଚୁର ମତ୍ରା ରେ ବର୍ଷା ଏବଂ ବନ୍ୟା ଦେଖାଦେଇଥିଲା |
==ତାପମାତ୍ରା ==
ଅନଗୁଳ ଠାରେ ଏକ ପାଣିପାଗ ଅନୁସ୍ଠାନ ଅବସ୍ଥିତ.ସର୍ବୋଚ ତାପମାତ୍ରା ୪୪ ଡିଗୀ ହାରା ହାରୀ ଏବଂ ସର୍ବ ନିମ୍ନ ୧୧ ଡିଗୀ ସେଲସିଅସ୍ ଜଣା ପଡିଛି. ଅତ୍ୟନ୍ତ ଉତ୍ତପ୍ତ ଦିନ ୫୦ ଡିଗୀ ଥିଲା ବେଳେ ସର୍ବନିମ୍ନ ୫.୨ ଡିଗୀ ଜଣା ପଡିଛି।
୭୪ କ ଧାଡ଼ି:
 
== ଉପଲବ୍ଧ ସେବା ==
ବିଜୁଳି ସେବା cesco ଦ୍ବାରା ପରିଚାଳିତ ହେଉଥିଲା ବେଳେ ଅନ୍ୟ ଶୁନ୍ୟ ମାର୍ଗ ର ଯୋଗାଯୋଗ BSNL ,RELIANCE ,IDEA ,VODAFONE ଇତ୍ୟାଦି ସେବକାରୀ ମାନେ ଯୋଗାଇ ଅସୁଛନ୍ତି.ପାଣି ଯୋଗାଣ ଏବଂ ରାସ୍ତା ନିର୍ମାଣ ରେ TAMDA ଓ MUNICIPALITY ର କାର୍ଯ୍ୟ କାରିତା ରହିଛି ।
ରେଲ ମାର୍ଗ ଦ୍ବାରା ଅନଗୁଳ ରୁ ଓଡିଶା ର ଅନ୍ୟ ଗୁରୁତ୍ବ ପୁର୍ଣ ଜାଗା କୁ ଯୋଗା ଯୋଗ ଓ ଭାରତ ର ଅନ୍ୟ ବୃହତ୍ ସହର ମାନକୁ ଗମନା ଗମନ କରି ହେଉଛି.
ସେବକାରୀ ମାନେ ଯୋଗାଇ ଅସୁଛନ୍ତି.ପାଣି ଯୋଗାଣ ଏବଂ ରାସ୍ତା ନିର୍ମାଣ ରେ TAMDA ଓ MUNICIPALITY ର କାର୍ଯ୍ୟ କାରିତା ରହିଛି.
ରେଲ ମାର୍ଗ ଦ୍ବାରା ଅନଗୁଳ ରୁ ଓଡିଶା ର ଅନ୍ୟ ଗୁରୁତ୍ବ ପୁର୍ଣ ଜାଗା କୁ ଯୋଗା ଯୋଗ ଓ ଭାରତ ର ଅନ୍ୟ ବୃହତ୍ ସହର ମାନକୁ ଗମନା ଗମନ କରି ହେଉଛି.
ଜାତୀୟ ରାଜ ପଥ
 
Line ୮୯ ⟶ ୮୮:
{{ଓଡ଼ିଶାର ସହର}}
{{ଓଡ଼ିଶା}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଅନୁଗୋଳ ଜିଲ୍ଲା]]
"https://or.wikipedia.org/wiki/ଅନୁଗୋଳ"ରୁ ଅଣାଯାଇଅଛି