"ଅନୁଗୋଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 14 interwiki links, now provided by Wikidata on d:q518237 (translate me)
No edit summary
୪ କ ଧାଡ଼ି:
|type = ସହର
|native_name = ଅନୁଗୋଳ
|other_name =ଅନୁଗୁ୍ଳ
|district = [[ଅନୁଗୋଳ ଜିଲ୍ଲା|ଅନୁଗୋଳ]]
|state_name = ଓଡ଼ିଶା
୧୯ କ ଧାଡ଼ି:
|area_magnitude =
|altitude =
|population_total =୩୨୦୨୨
|population_as_of = ୨୦୦୧
|population_density =
|sex_ratio = ପ୍ରତି ୧୦୦୦ ପୁରୁଷରେ ୮୯୩ ମହିଳା
୩୯ କ ଧାଡ଼ି:
ଅନୁଗୋଳର ସାକ୍ଷରତା ହାର ୬୮.୭୯%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫% ଠାରୁ ବେଶୀ । ଲୋକସଂଖ୍ୟାର ୧୧% ଛ ବର୍ଷରୁ କମ ।
 
== ଇତିହାସ ଭୌଗଳିକ==
ଅନୁଗୁଳ {{Coord|୨୧.୨୧|N|୮୬.୧୧|E|}} ରେ ଅବାସ୍ଥିତ। ଏହାର ସମୁଦ୍ର ପତ୍ତନ ରୁ ଉଚତା ୧୯୫ ମି(୬୪୦ଫୁଟ).
==ଦର୍ଶନୀୟ ସ୍ଥାନ==
 
* [[ବୁଢ଼ୀଠାକୁରାଣୀ ମନ୍ଦିର]]
==ପାଣି ପାଗ ==
ସାଧାରଣତଃ ଅନଗୁଳ ଜ଼ିଲ୍ଲା ରେ ୪ ଟି ମୁଖ୍ୟ ରୁତୁ ଦେଖାଦିଏ .ମାର୍ଚ୍ ଠୁ ଜୁନ ପର୍ଯ୍ୟନ୍ତ ଖରା.ଜୁଲାଇ ରୁ ଓକଟୋବର ଜାଏଂ ବର୍ଷା ପାଗ ଓ ନୋବେମବର୍ ରୁ ଫେବୃୟାରୀ ଜାଏଂ ଶୀତ ରୁତୁ ଥାଏ. ବାର୍ଷିକ ହାରା ହାରୀ ସର୍ବମୋଟ୍ ୧୪୨୧ ମିମି ବର୍ଷା ହୋଇଥାଏ.ଚଳିତ ବର୍ଷା ୨୦୧୩ ରେ ଭୟଂକର ଘୁର୍ନି ବାତ୍ୟା ଫିଲିଂ ପ୍ରକୋପ ରେ ଅନଗୁଳ ଠାରେ ପ୍ରଚୁର ମତ୍ରା ରେ ବର୍ଷା ଏବଂ ବନ୍ୟା ଦେଖାଦେଇଥିଲା |
==ତାପମାତ୍ରା ==
ଅନଗୁଳ ଠାରେ ଏକ ପାଣିପାଗ ଅନୁସ୍ଠାନ ଅବସ୍ଥିତ.ସର୍ବୋଚ ତାପମାତ୍ରା ୪୪ ଡିଗୀ ହାରା ହାରୀ ଏବଂ ସର୍ବ ନିମ୍ନ ୧୧ ଡିଗୀ ସେଲସିଅସ୍ ଜଣା ପଡିଛି. ଅତ୍ୟନ୍ତ ଉତ୍ତପ୍ତ ଦିନ ୫୦ ଡିଗୀ ଥିଲା ବେଳେ ସର୍ବନିମ୍ନ ୫.୨ ଡିଗୀ ଜଣା ପଡିଛି।
 
==ପବନ ବେଗ ==
ବର୍ଷ ସାରା ମୃଦୁ ପବନ ବୋହିବା ସଂଗେ ସଂଗେ ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ପବନ ର ବେଗ ରେ ଆଧିକତ୍ୟା ଦେଖାଦିଏ.୨୦୧୩ ରେ ମହା ବାତ୍ୟା ଫାଇଲିଂ
ଯୋଗୁଁ ଅନଗୁଳ ରେ ୧୦୦ ରୁ ଅଧିକ ବେଗରେ ପବନ ପ୍ରବାହିତ ହୋଇଥିଲା.
 
==ବିରଳ ପାଣିପାଗ ==
୧୨ ଅପ୍ରିଲ୍ ୨୦୦୩ ରେ କୁଆ ପଥର ସହ ଝଡ ବାତ୍ୟା ପ୍ରଭୁଦ କ୍ଷତି ଘଟାଇଥିଲା.
{{climate chart
|Angul
|10|25|14
|13|27|12
|16|31|24.2
|20|31|27
|25|34.0|39
|24|32|243
|24|34|264
|22|29|279
|22|28|193
|19|26|140
|14|27|22
|10|25|8
|source=[http://www.imd.gov.in/section/climate/bhubanashewar1.htm IMD]
|float=right
 
}}
 
== ଉପଲବ୍ଧ ସେବା ==
 
== ଆଧାର ==
{{ଆଧାର}}
"https://or.wikipedia.org/wiki/ଅନୁଗୋଳ"ରୁ ଅଣାଯାଇଅଛି