"ଜାନକୀ ଅମ୍ମାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଜାନକୀ ଆମ୍ମାଲ- ଏକ ନୂଆ ବିଷୟ ଆରମ୍ଭ କରାଗଲା
 
→‎ଗବେଷଣା: ପୁରସ୍କାର ଓ ସମ୍ମାନ ଲେଖାଗଲା
୨୮ କ ଧାଡ଼ି:
ଆମ୍ମାଲ ଅନେକ୍ ଇଣ୍ଟରଜେନେଟିକ ହାଇବ୍ରିଡ ( Saccharum x Zea, Saccharum x Erianthus, Saccharum x Imperata and Saccharum x Sorghum ) ତିଆରି କରିଥିଲେ । ଏହି କାମ ଗୁଡ଼ିକ ଯୁଗାନ୍ତକାରୀ ଥିଲା । ପରେ ଭାରାତ ସରକାର ଅଧିନରେ ସେଣ୍ଟ୍ରାଲ ବୋଟନିକାଲ୍ ଲାବୋରେଟରୀର ମୂଖ୍ୟ ହେଲେ, ଜାମ୍ମୁର ରିଜିଓନାଲ ରିସର୍ଚ୍ଚ ଲାବରେ ଅଫିସର ଅନ ସ୍ପେସିଆଲ ଡ୍ୟୁଟି ଥିଲେ । ଟ୍ରମ୍ବେର ଭାବା ଆଟମିକ ଅନୁସ୍ଠାନରେ କାମ କରିବା ପରେ ୧୯୭୦ରେ ଏମେରିଟସ୍ ସାଇଣ୍ଟିସ୍ଟ ଭାବେ ମାଡ୍ରାସର ସେଣ୍ଟର ଫର ଆଡଭାନ୍ସଡ ସ୍ଟଡି ଅନୁସ୍ଠାନରେ ଯୋଗ ଦେଲେ । ମାଡ୍ରାସ ନିକଟରେ ଅବସ୍ଥିତ ମଦୁରାଭୋୟାଲର ଫିଲ୍ଡ ଲାବୋରେଟରି ସେଣ୍ଟରରେ ତାଙ୍କର ମୃତ୍ୟୁ (୧୯୮୪) ପର୍ଯ୍ୟନ୍ତ ରହିଥିଲେ ।
== ଗବେଷଣା ==
ଜାନକୀ ଇଂଲଣ୍ଡରେ ଥିଲାବେଳେ (୧୯୩୯ ରୁ ୧୯୫୦) ଅନେକ ବଗିଚା ଗଛର କ୍ରୋମୋଜୋମ ଅନୁଶୀଳନ କରିଥିଲେ । ବିଭିନ୍ନ ସ୍ପେସିଜମାନଙ୍କର ବିବର୍ତ୍ତନ ପ୍ରକ୍ରିୟା ଉପରେ ତାଙ୍କର ଗବେଷଣା ଆଲୋକପାତ କରିଥିଲା । ଏହି ବିଷୟ ନେଇ ସି.ଡି.ଡାରିଙ୍ଗଟନଙ୍କ ସହ ମିଶି କ୍ରୋମୋଜୋମ୍ ଆଟଲାସ ଅଫ୍ କଲ୍ଟିଭେଟେଡ ପ୍ଲାଣ୍ଟସ ନାମକ ଏକ ବହି ରଚନା କରିଥିଲେ । ଔଷଧୀୟ ଗୁଳ୍ମ ବ୍ୟତୀତ ସୋଲାନମ, ଦୁଦୁରା, ମେନ୍ଥା, ସିମ୍ବୋପୋଗୋନ୍ ଓ ଡାୟୋସ୍କୋରିଆ ବିଷୟରେ କାମ କରିଥିଲେ । ଥଣ୍ଡା, ଆର୍ଦ୍ର ଜଳବାୟୁରେ ହେଉଥିବା ଗଛ ଓ ଥଣ୍ଡା ଶୁଷ୍କ ଜଳବାୟୁରେ ହେଉଥିବା ଗଛ ପାର୍ଥକ୍ୟ ପଲିପ୍ଲଏଡି ([[Polyploidy]]) ଯୋଗୁ ହେବା ପ୍ରତିପାଦନ କରିଥିଲେ । ଏଥନୋବୋଟାନି ([[ethnobotany]]) ଉପରେ ତାଙ୍କର ଗବେଷଣା କେନ୍ଦ୍ରୀଭୁତ ହୋଇଥିଲା । ସେ 'ମ୍ୟାଗ୍ନୋଲିଆ କୋବୁସ ଜାନକୀ ଆମ୍ମାଲ ନାମରେ ଏକ ଫୁଲ ସୃଷ୍ଟି କରିଥିଲେ ।
== ପୁରସ୍କାର ଓ ସମ୍ମାନ ==
୧୯୩୫ - ଫେଲୋ ଅଫ୍ ଦି ଇଣ୍ଡିଆନ୍ ଏକାଡେମି ଅଫ୍ ସାଇନ୍ସ
୧୯୫୬ - ୟୁନିଭରସିଟି ଅଫ୍ ମିସିଗାନ ଦ୍ଵାରା ପ୍ରଦତ୍ତ ଅନରାରି ଏଲ୍.ଏଲ୍.ଡି.
୧୯୫୭ - ଫେଲୋ ଅଫ୍ ଇଣ୍ଡିଆନ୍ ନ୍ୟାସନାଲ୍ ସାଇନ୍ସ ଏକାଡେମି
୧୯୫୭ - ଭାରତ ସରକାରଙ୍କଦ୍ଵାରା ପଦ୍ମଶ୍ରୀ ଉପାଧି
୨୦୦୦ - ଭାରତର ଏନ୍‌ଭିରନ ଓ ଫରେସ୍ଟ୍ରି ମନ୍ତ୍ରଣାଳାୟ ତାଙ୍କ ନାମରେ ନ୍ୟାସନାଲ ଆଵାର୍ଡ ଅଫ୍ ଟାକ୍ସୋନୋମି ପୁରସ୍କାର ଦେବା ଘୋଷଣା କରିଥିଲେ ।
== ଅନ୍ୟାନ୍ୟ ଉତ୍ସ ==
*S Kedharnath, Edavaleth Kakkat Janaki Ammal (1897–1984), ''Biographical Memoirs of Fellows of the Indian National Science Academy'', 13, pp. 90–101, with portrait (1988).
*P Maheshwari and R N Kapil, ''Fifty Years of Science in India. Progress of Botany'', Indian Science Congress Association, Calcutta, pp. 110, 118 (1963).
 
{{Persondata
| NAME = ଆମ୍ମାଲ ଇ.କେ.ଜାନକୀ
| ALTERNATIVE NAMES =
| SHORT DESCRIPTION = ଉଦ୍ଭିଦ ବିଜ୍ଞାନୀ
| DATE OF BIRTH = ୧୮୯୭
| PLACE OF BIRTH = ତେଲିସେରି, କେରଳ, ଭାରତ
| DATE OF DEATH = ୧୯୮୪
| PLACE OF DEATH =
}}
{{DEFAULTSORT:Ammal, E. K. Janaki}}
[[Category:1897 births]]
[[Category:1984 deaths]]
[[Category:Indian botanists]]
[[Category:Indian women scientists]]
[[Category:Women biologists]]
 
== ଆଧାର ==
{{ଆଧାର}}