"ବାଲେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Nescoshaktikarmacharisangha (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ 223.176.45.6ଙ୍...
୧୦୧ କ ଧାଡ଼ି:
ଏଠାରେ ବିରଳା ଟାୟାର୍ସ, ଇମାମି କାଗଜ କଳ, ଅରିପ୍ଳାସ ପ୍ଳାସଟିକ କାରଖାନା ଓ ଆହୁରି ଢେରେ କାରଖାନା ଅଛି ।
 
ଏଠାରେ ବିଦ୍ୟୁତ୍ ବିଭାଗ(NESCO)ରବିଭାଗର ବାଲେଶ୍ୱର, ମୟୁରଭଞ୍ଜ,ଭଦ୍ରକ,କେନ୍ଦୁଝର,ଯାଜପୁର ୫ଟି ଜିଲ୍ଲା ର ମୂକ୍ଷ୍ୟ କାର୍ଯ୍ୟାଳୟ ରେମୁଣା
ଗୋଲେଇ ସ୍ଥିତ ଗ୍ରିଡ୍ ନିକଟରେ ଠାରେ ଅବସ୍ଥିତ ୥|
 
== ଗମନାଗମନ ==
୧୬୮ କ ଧାଡ଼ି:
* [[ତାଳସାରି ବେଳାଭୂମି]]
* [[କ୍ଷୀରଚୋରା ଗୋପୀନାଥ ମନ୍ଦିର]]
=='''ସଂଗଠନ'''==
"'''NESCO SHAKTI KARMACHARI SANGHA'''"
 
ଏହି ସହରରେ ବିଭିନ୍ନ ପ୍ରକାର କଳକାରଖାନା ଏବଂ ଅନ୍ୟାନ୍ୟ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାର ଶ୍ରମିକ /କର୍ମଚାରୀ ମାନଙ୍କର ସଂଗଠନ ରହିଛି | ସେଥି ମଧ୍ୟରୁ ବିଦ୍ୟୁତ୍ ବିଭାଗ ରେ '''ନେସ୍କୋ ଶକ୍ତି କର୍ମଚାରୀ ସଂଘ''' ଅନ୍ୟତମ ୤| ଏହି ସଂଘର ମୂଖ୍ୟ କାର୍ଯ୍ୟାଳୟ '''୫'''ଟି ଜିଲ୍ଲାକୁ ନେଇ ଥରମାଲ କଲୋନୀ,ଶୋଭାରାମ ପୁର,କଲ୍ୟାଣେଶ୍ୱର ମହାଦେବ ମନ୍ଦିର ନିକଟ ରେ ଅବସ୍ଥିତ | କେତେ ଜଣ ସଂଘ ପ୍ରେମୀ , ଉତ୍ସାହୀ ବ୍ୟକ୍ତିତ୍ୱଙ୍କ ଉଦ୍ଦ୍ୟମ,ପ୍ରଚେଷ୍ଟା ଓ ମାନସ ମନ୍ଥନ ଫଳରେ , ନେସ୍କୋରେ କାର୍ଯ୍ୟରତ ସ୍ଥାୟୀ ଓ ଅସ୍ଥାୟୀ ଶ୍ରମିକ ଓ କର୍ମଚାରୀଙ୍କର ସ୍ୱାର୍ଥ ରକ୍ଷା ପାଇଁ '''୨୦୦୩ ମସିହା ନଭେମ୍ବର ୩ତାରିଖ''' ଦିନ ଜନ୍ମ ନେଲା ନେସ୍କୋ ଶକ୍ତି କର୍ମଚାରୀ ସଂଘ | ୨୦୦୪ ମସିହା ଜାନୁଆରୀ ୨ତାରିଖ ଦିନ ଏହା ପଞ୍ଜିକୃତ ହୋଇଥିଲା , ଯାହାର ପଞ୍ଜିକରଣ ନଂ'''୭୯୯ କଟକ''' ୤ ନେସ୍କୋରେ କାର୍ଯ୍ୟରତ ସ୍ଥାୟୀ ଓ ଠିକା ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସୁରକ୍ଷା ଦେବା ସହିତ ସେମାନଙ୍କର ଅଧିକାର ଓ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ସଂଘ ପଞ୍ଜିକରଣ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଅବିରତ ସଂଗ୍ରାମ କରିଚାଲିଛି | ନେସ୍କୋରେ ହେଉଥିବା ଅନ୍ୟାୟ ,ଭ୍ରଷ୍ଟାଚାର,ଦୂର୍ନିତୀ ତଥା '''ନେସ୍କୋ''' କର୍ତ୍ତୃପକ୍ଷଙ୍କର କର୍ମଚାରୀ ମାରଣ ନିତୀ ବିରୁଦ୍ଧରେ ଏହି ସଂଘ ନିର୍ଭିକ ଭାବରେ ସ୍ୱର ଉତ୍ତୋଳନ କରିଆସିଛି ଓ କରିବାକୁ ପ୍ରତିଶୃତି ବଦ୍ଧ ୤ |
http://nescoshaktisangha.blogspot.in/
 
== ଆଧାର ==
"https://or.wikipedia.org/wiki/ବାଲେଶ୍ୱର"ରୁ ଅଣାଯାଇଅଛି