"ଓଡ଼ିଶା ବିଧାନ ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୨ କ ଧାଡ଼ି:
ଉଭୟ ବାଚସ୍ପତି ଓ ଉପ-ବାଚସ୍ପତି ଅନୁପସ୍ଥିତ ରହିଲେ, ସଭା କାର୍ଯ୍ୟ ପରିଚାଳନା ପାଇଁ ଏକ '''ଅଧ୍ୟକ୍ଷ ମଣ୍ଡଳୀ''' ରହିଛି । ତେବେ ବାଚସ୍ପତି ଅନୁପସ୍ଥିତ ରହିଲେ, ଉପବାଚସ୍ପତି ଗୃହକାର୍ଯ୍ୟ ଚଳାନ୍ତି । ବିଧାନ ସଭାର ବିଧି ଓ ନିୟମାବଳୀକୁ ବାଚସ୍ପତି ଅବତାରଣା କରି ନିଜର ଚୂଡାନ୍ତ ନିଷ୍ପତି ଦେଇଥାନ୍ତି । ବିବାଦୀୟ ବିଷୟରେ ସେ ଗୃହର ମତାମତ ଲୋଡନ୍ତି ଓ ସର୍ବଦଳୀୟ ବୈଠକ ଡାକନ୍ତି । ବାଚନିକ ଭୋଟଦାନ ଓ ଗୋପନୀୟ ଭୋଟଦାନ ପଦ୍ଧତି ଅନୁସରଣ କରି ସେ ଗୃହର ମତାମତ ଘୋଷଣା କରନ୍ତି । ଭୋଟଦାନରେ ସପକ୍ଷ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳିଲେ, ବାଚସ୍ପତି ନିଜର ନିର୍ଣ୍ଣାୟକ ଭୋଟ ଦେଇଥାନ୍ତି ।
 
==ଇତିହାସ==
== କାର୍ଯ୍ୟାବଳି ==
<!-- The following is the list of Odisha Legislative Assembly sittings -->
 
{| class="wikitable sortable"
|-
!ସଂଖ୍ୟା
!ନାମ
!ଆରମ୍ଭ
!ଶେଷ
!ବାଚସ୍ପତି<ref>{{cite web |url= http://www.orissa.oriyaonline.com/list_of_all_speakers.html |title=List of all speakers of Orissa Assembly till date |first= |last=|work=orissa.oriyaonline.com |quote=Speakers of Orissa Assembly from 1937-2009 |accessdate=29 December 2012}}</ref>
|-
|କ
| ପ୍ରଥମ ବିଧାନ ସଭା (ସ୍ଵାଧୀନତା-ପୂର୍ବରୁ)
|୦୩ ଫେବୃଆରୀ ୧୯୩୭
|୧୪ ଅକ୍ଟୋବର ୧୯୪୫
|ମୁକୁନ୍ଦ ପ୍ରସାଦ ଦାସ (୨୮ ଜୁଲାଇ ୧୯୩୭ -୨୯ ମଇ ୧୯୪୬)
|-
|ଖ
|ଦ୍ଵିତୀୟ ବିଧାନ ସଭା (ସ୍ଵାଧୀନତା-ପୂର୍ବରୁ)
|୧୮ଅପ୍ରେଲ ୧୯୪୬
|୨୦ ଫେବୃଆରୀ ୧୯୫୨
|ଲାଲ ମୋହନ ପଟ୍ଟନାୟକ (୨୯ ମଇ ୧୯୪୬ - ୬ ମାର୍ଚ୍ଚ ୧୯୫୨)
|-
|୧
|ପ୍ରଥମ ବିଧାନ ସଭା
|୨୦ ଫେବୃଆରୀ ୧୯୫୨
|୪ ମଇ ୧୯୫୭
|ନନ୍ଦ କିଶୋର ଦାସ (୦୬ ମାର୍ଚ୍ଚ ୧୯୫୨ -୨୭ ମଇ ୧୯୫୭)
|-
|୨
|ଦ୍ଵିତୀୟ ବିଧାନ ସଭା
|୧ ଅପ୍ରେଲ ୧୯୫୭
|୨୫ ଫେବୃଆରୀ ୧୯୬୧
| [[ନୀଳକଣ୍ଠ ଦାସ]] (୨୭ ମଇ ୧୯୫୭ - ୦୧ ଜୁଲାଇ ୧୯୬୧)
|-
|୩
|ତୃତୀୟ ବିଧାନ ସଭା
|୨୧ ଜୁନ ୧୯୬୧
|୧ ମାର୍ଚ୍ଚ ୧୯୬୭
|ଲିଙ୍ଗରାଜ ପାଣିଗ୍ରାହୀ (୦୧ ଜୁଲାଇ ୧୯୬୧- ୧୮ ମାର୍ଚ୍ଚ ୧୯୬୭)
|-
|୪
|ଚତୁର୍ଥ ବିଧାନ ସଭା
|୧ ମାର୍ଚ୍ଚ ୧୯୬୭
|୨୩ ଜାନୁଆରୀ ୧୯୭୧
|ନନ୍ଦ କିଶୋର ମିଶ୍ର (୧୮ ମାର୍ଚ୍ଚ ୧୯୬୭ - ୧୨ ଅପ୍ରେଲ ୧୯୭୧)
|-
|୫
|ପଞ୍ଚମ ବିଧାନ ସଭା
|୨୩ ମାର୍ଚ୍ଚ ୧୯୭୧
|୩ ମାର୍ଚ୍ଚ ୧୯୭୩
|ନନ୍ଦ କିଶୋର ମିଶ୍ର (୧୨ ଅପ୍ରେଲ ୧୯୭୧ – ୨୧ ମାର୍ଚ୍ଚ ୧୯୭୪)
|-
|୬
|ଷଷ୍ଠ ବିଧାନ ସଭା
|୬ ମାର୍ଚ୍ଚ ୧୯୭୪
|୩୦ ଅପ୍ରେଲ ୧୯୭୭
|ବ୍ରଜ ମୋହନ ମହାନ୍ତି (୨୧ ମାର୍ଚ୍ଚ ୧୯୭୪ - ୧ ଜୁଲାଇ ୧୯୭୭)
|-
|୭
|ସପ୍ତମ ବିଧାନ ସଭା
|୨୬ ଜୁନ ୧୯୭୭
|୧୭ ଫେବୃଆରୀ ୧୯୮୦
|ସତ୍ୟପ୍ରିୟ ମହାନ୍ତି (୧ ଜୁଲାଇ ୧୯୭୭ – ୧୨ ଜୁନ ୧୯୮୦)
|-
|୮
|ଅଷ୍ଟମ ବିଧାନ ସଭା
|୯ ଜୁନ ୧୯୮୦
|୯ ମାର୍ଚ୍ଚ ୧୯୮୫
|[[ସୋମନାଥ ରଥ]] (୧୨ ଜୁନ ୧୯୮୦ – ୧୧ ଫେବୃଆରୀ ୧୯୮୪)* <br/>ପ୍ରସନ୍ନ କୁମାର ଦାସ (୨୨ ଫେବୃଆରୀ ୧୯୮୪ - ୧୪ ଫେବୃଆରୀ ୧୯୮୫)
|-
|୯
|ନବମ ବିଧାନ ସଭା
|୯ ମାର୍ଚ୍ଚ ୧୯୮୫
|୩ ମାର୍ଚ୍ଚ ୧୯୯୦
|ପ୍ରସନ୍ନ କୁମାର ଦାସ (୧୪ ଫେବୃଆରୀ ୧୯୮୫ – ୦୯ ମାର୍ଚ୍ଚ ୧୯୯୦)
|-
|୧୦
|ଦଶମ ବିଧାନ ସଭା
|୩ ମାର୍ଚ୍ଚ ୧୯୯୦
|୧୫ ମାର୍ଚ୍ଚ ୧୯୯୫
|ଯୁଧିଷ୍ଠିର ଦାସ (୯ ମାର୍ଚ୍ଚ ୧୯୯୦ – ୨୨ ମାର୍ଚ୍ଚ ୧୯୯୫)
|-
|୧୧
|ଏକାଦଶ ବିଧାନ ସଭା
|୧୫ ମାର୍ଚ୍ଚ ୧୯୯୫
|୨୯ ଫେବୃଆରୀ ୨୦୦୦
|କିଶୋର ଚନ୍ଦ୍ର ପଟେଲ (୨୨ ମାର୍ଚ୍ଚ ୧୯୯୫ - ୧୪ ଜାନୁଆରୀ ୧୯୯୬)* <br/>ଚିନ୍ତାମଣି ଦ୍ୟାନ ସାମନ୍ତରା (୧୬ ଫେବୃଆରୀ ୧୯୯୬ – ୧୦ ମାର୍ଚ୍ଚ ୨୦୦୦)
|-
|୧୨
|ଦ୍ଵାଦଶ ବିଧାନ ସଭା
|୨୯ ଫେବୃଆରୀ ୨୦୦୦
|୬ ଫେବୃଆରୀ ୨୦୦୪
|ଶରତ କୁମାର କର (୧୦ ମାର୍ଚ୍ଚ ୨୦୦୦ - ୨୧ ମଇ ୨୦୦୪)
|-
|୧୩
|ତ୍ରୟୋଦଶ ଅଧିବେଶନ
|୧୫ ମଇ ୨୦୦୪
|୧୯ ମଇ ୨୦୦୯
|ମହେଶ୍ଵର ମହାନ୍ତି (୨୧ ମଇ ୨୦୦୪ - ୩୧ ମାର୍ଚ୍ଚ ୨୦୦୮)*<br/> କିଶୋର କୁମାର ମହାନ୍ତି (୧୯ ଅଗଷ୍ଟ ୨୦୦୮ - ୨୫ ମଇ ୨୦୦୯)
|-
|୧୪
|ଚତୁର୍ଦ୍ଦଶ ଅଧିବେଶନ
|୧୯ ମଇ ୨୦୦୯
|କାର୍ଯ୍ୟରତ
|ପ୍ରଦୀପ କୁମାର ଅମାତ (୨୫ ମଇ ୨୦୦୯ - କାର୍ଯ୍ୟରତ)
|}
<nowiki>*</nowiki> ଇସ୍ତଫା ଦେଇଥିଲେ
 
==ଆଧାର==
{{ଆଧାର}}