"ସୋମନାଥ ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଆ ରାଜାନୀତିଜ୍ଞ
Content deleted Content added
ସୋମନାଥ ରଥ
(କିଛି ବଦଳିନାହିଁ)

୦୭:୪୨, ୯ ଅକ୍ଟୋବର ୨୦୧୩ ଅନୁସାରେ କରାଯାଇଥିବା ବଦଳ

ସୋମନାଥ ରଥ (୧୯୨୪-୨୦୧୩) ଗଞ୍ଜାମ ଜିଲ୍ଲାର ସୋରଡା ଅନ୍ତର୍ଗତ ବଡ଼ଗଡ଼ରେ ଜନ୍ମିତ ଜଣେ ପ୍ରଖ୍ୟାତ ଓକିଲ ଓ ରାଜନୈତିକ ନେତା ଥିଲେ। ସେ ଓଡ଼ିଶା ବିଧାନ ସଭାର ବାଚସ୍ପତି ଭାବେ ୧୯୮୦ରୁ ୧୯୮୪ ପର୍ଯ୍ୟନ୍ତ ଦାୟିତ୍ଵ ନିର୍ବାହ କରିଥିଲେ । [୨]

ସୋମନାଥ ରଥ
ବାଚସ୍ପତି, ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୨ ଜୁନ ୧୯୮୦ – ୧୧ ଫେବୃଆରୀ ୧୯୮୪
ପୂର୍ବ ଅଧିକାରୀସତ୍ୟପ୍ରିୟ ମହାନ୍ତି
ପର ଅଧିକାରୀପ୍ରସନ୍ନ କୁମାର ଦାସ
ସାଂସଦ , ଆସିକା [୧]
କାର୍ଯ୍ୟକାଳ
୧୯୮୪ – ୧୯୮୯
ପୂର୍ବ ଅଧିକାରୀରାମଚନ୍ଦ୍ର ରଥ
ପର ଅଧିକାରୀଅନନ୍ତ ନାରାୟଣ ସିଂହ ଦେଓ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1924-02-17)୧୭ ଫେବୃଆରୀ ୧୯୨୪
ବଡ଼ଗଡ଼, ସୋରଡା, ଗଞ୍ଜାମ
ମୃତ୍ୟୁ୭ ଅକ୍ଟୋବର ୨୦୧୩(2013-10-07) (ବୟସ ୮୯)
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ସନ୍ତାନ୩ ପୁଅ ଓ ୩ ଝିଅ
ବୃତ୍ତିରାଜନେତା
ପେଷାଓକିଲ
ୱେବସାଇଟବିଧାନ ସଭା ସଭ୍ୟ ପୃଷ୍ଠା

ଆଧାର

  1. "Ex-assembly speaker Somanath Rath dies". ଟାଇମ୍ସ ଅଫ ଇଣ୍ଡିଆ. Retrieved 9 October 2013.
  2. "Former Odisha speaker Somnath Rath passes away". ଓଡ଼ିଶା ରିପୋର୍ଟର. Retrieved 9 October 2013.