"ନୋବେଲ ପୁରସ୍କାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 133 interwiki links, now provided by Wikidata on d:q7191 (translate me)
No edit summary
୧୦ କ ଧାଡ଼ି:
|website= [http://nobelprize.org nobelprize.org]
}}
[[ବିଶ୍ଵ]]ରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ଯେତେଗୁଡିଏ ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିଛି ତନ୍ମଧ୍ୟରେ '''ନୋବେଲ ପୁରସ୍କାର''' ହେଉଛି [[ବିଶ୍ଵ]]ର ସର୍ବଶ୍ରେଷ୍ଠ ପୁରସ୍କାର।ଶାନ୍ତିପୁରସ୍କାର। ଶାନ୍ତି,ଚିକିତ୍ସା,ସାହିତ୍ୟ,ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ଯେ କୈଣସି ଦେଶ ଓ ଜାତିର ଯୋଗ୍ୟବିବେଚିତ ବ୍ୟକ୍ତିଙ୍କୁ ଏହି ବାର୍ଷିକ ପୁରସ୍କାର ଦିଆଯାଏ।
== ପ୍ରତିଷ୍ଠାତା ଓ ପୁରସ୍କାର ==
ଏହି ପୁରସ୍କାରର ପ୍ରତିଷ୍ଠାତା ହେଲେ ସୁଇଡିଶର [[ବୈଜ୍ଞାନିକ]] ତଥା ଡିନାମାଇଟର ଉଦ୍ଭାବକ ଡ.[[ଆଲଫ୍ରେଡ ନୋବେଲ]]।୧୯୦୧ଠାରୁ। ୧୯୦୧ଠାରୁ ଆଲଫ୍ରେଡ ନୋବେଲଙ୍କ ଦ୍ଵାରା ପ୍ରତିଷ୍ଠାତା ନୋବେଲ ଫାଉଣ୍ଡେଶନ ତରଫରୁ ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ଆଲଫ୍ରେଡ ଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ [[ସ୍ଵିଡେନ]]ର ରାଜଧାନୀ [[ଷ୍ଟକହୋମ]]ଠାରେ '''ବ୍ୟାଙ୍କ ଅଫ ସ୍ଵିଡେନ ପ୍ରାଇଜ୍ ଇନ୍ ଇକୋନୋମିକ ସାଇନ୍ସେସ୍''' ଦ୍ଵାରା ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।ଉକ୍ତକରାଯାଇଥାଏ। ଉକ୍ତ ପୁରସ୍କାର ବାବଦରେ ଏକ ସୁନା ମେଡାଲ୍,ଅର୍ଥ ଓ ଏକ ମାନପତ୍ର ପ୍ରଦାନ କରାଯାଇଥାଏ।ଆଲଫ୍ରେଡକରାଯାଇଥାଏ। ଆଲଫ୍ରେଡ ତାଙ୍କର ସମସ୍ତ ସମ୍ପତି ଏହି ଫାଉଣ୍ଡେଶନକୁ ଦାନ କରିଯାଇଛନ୍ତି।ଯାହାରକରିଯାଇଛନ୍ତି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୧୨କୋଟି ୪୦ଲକ୍ଷ ଟଙ୍କା।ଏହିଟଙ୍କା। ଏହି ଅର୍ଥରୁ ଯାହା ସୁଧ ମିଳେ ତାହାକୁ ନୋବେଲ ପୁରସ୍କାର ବାବଦରେ ଦିଆଯିବାର ବ୍ୟବସ୍ଥା ରହିଛି।<ref>http://www.nobelprize.org/nobel_prizes/about/</ref>
== ନୋବେଲ ପୁରସ୍କାର ଓ ଭାରତ ==
ନୋବେଲ ପୁରସ୍କାର ପାଇବାରେ [[ଭାରତ]] [[ବିଶ୍ଵ]]ରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।ଆମକରିଛି। ଆମ ଦେଶରେ ଆଜି ପର୍ଯ୍ୟନ୍ତ ୬ ଜଣ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ଏହି ପୁରସ୍କାର ମିଳିଛି।[[ଭାରତ]]ରେ ପ୍ରଥମେ ୧୯୧୩ ମସିହାରେ ବିଶ୍ଵକବି [[ରବିନ୍ଦ୍ରନାଥ ଟାଗୋର]]ଙ୍କୁ ସାହିତ୍ୟରେ ତାଙ୍କର ଲେଖା '''[[ଗିତାଞ୍ଜଳୀ]]''' ପାଇଁ ମିଳିଥିଲା।ତାମିଳିଥିଲା। ତା ପରେ [[ସି.ଭି.ରମଣ]] ବିଜ୍ଞାନ ପାଇଁ ୧୯୩୦ରେ, ଡ.[[ହରଗୋବିନ୍ଦ ଖୁରାନା]]ଙ୍କୁ ୧୯୮୬ରେ, [[ମଦର ଟେରେସା]]ଙ୍କୁ ୧୯୭୯ରେ,ପ୍ରଫେସର [[ଅମର୍ତ୍ତ୍ୟ ସେନ]] ତାଙ୍କର କଲ୍ୟାଣମୂଳକ ଅର୍ଥନୀତି ପାଇଁ ୧୯୯୮ରେ ନୋବେଲ ପୁରସ୍କାର ପାଇ [[ଭାରତ]]ର ଗୌରବ ଦ୍ଵିଗୁଣିତ କରିପାରିଛନ୍ତି।<ref>http://www.infoqueenbee.com/2009/10/list-of-indians-awarded-nobel-prize.html</ref>
== ଆଧାର ==
{{ଆଧାର}}
==ଆହୁରି ପଢ଼ନ୍ତୁ==
*{{cite book|last=Pais|first=Abraham|authorlink=Abraham Pais|title=Subtle Is the Lord: The Science and the Life of Albert Einstein|url=http://books.google.com/?id=IQibQgAACAAJ|year=1983|edition=Third|publisher=Oxford University Press|isbn=0-19-520438-7|oclc=8195995|ref=Pais69}}
 
==ବାହାର ତଥ୍ୟ==
{{Commons category|Nobel Prize}}
* [http://nobelprize.org/ Official Website]
* [http://www.nobelprize.org/nobel_prizes/lists/universities.html Nobel Prizes by Universities and Institutes]
*{{Britannica|416856}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->