"ଲତା ମଙ୍ଗେସକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{ଛୋଟ|Lata Mangeshkar}}
==ଲତା ମଙ୍ଗେସକର==
{{Infobox person
ଲତା ମଙ୍ଗେସକର ଭାରତୀୟ ସଙ୍ଗୀତ ଜଗତର ଜୀବନ୍ତ କିମ୍ବଦନ୍ତୀ । ସଙ୍ଗୀତ କ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତର ସର୍ବୋଚ୍ଚ ପୁରସ୍କାର ଭାରତ ରତ୍ନ ରେ ସମ୍ମାନ କରାଯାଇଛି ।
| name == ଲତା ମଙ୍ଗେସକର==
| image = Lata Mangeshkar - still 29065 crop.jpg
| caption =୨୦୦୮ ସମୟର ମଙ୍ଗେସକର
| other names = Didi, Nightingale of India.
| image_size =
| background = solo_singer
| birth_date = {{Birth date and age|df=yes|1929|9|28}}
| birth_place = [[Indore]], [[Central India Agency]], [[British Raj|British India]]
| occupation = [[Playback singer]]
| years_active = 1942–present
| spouse = none
| parents = [[Deenanath Mangeshkar]]
Shevanti Mangeshkar
| relatives = [[Asha Bhosle]] (Sister).
[[Usha Mangeshkar]] (Sister).
[[Meena Mangeshkar]] (Sister).
[[Hridaynath Mangeshkar]] (Brother).
| awards = [[Bharat Ratna]] 2001
[[Padma Bhushan]] 1969,
[[Padma Vibhushan]] 1999,
[[Dada Saheb Phalke Award]] 1989,
[[Maharashtra Bhushan Award]] 1997,
[[NTR National Award]] 1999,
[[National Film Awards]] (3), [[Guinness Book of World Records]] 1984
(most recorded artist in history 1948-1987)
(only major awards are included here)
| website = https://twitter.com/mangeshkarlata

'''ଲତା ମଙ୍ଗେସକର''' ,[[ଭାରତ|ଭାରତୀୟ]] ସଙ୍ଗୀତ ଜଗତର ଜୀବନ୍ତ କିମ୍ବଦନ୍ତୀ । ସଙ୍ଗୀତ କ୍ଷେତ୍ରକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତର ସର୍ବୋଚ୍ଚ ପୁରସ୍କାର [[ଭାରତ ରତ୍ନ]] ରେ ସମ୍ମାନ କରାଯାଇଛି ।
==ଜୀବନ ଓ ପରିବାର==
ଲତା ମଙ୍ଗେସକର ମଧ୍ଯପ୍ରଦେଶର[[ମଧ୍ୟ ଇନ୍ଦୋରରେପ୍ରଦେଶ]]ର [[ଇନ୍ଦୋର]]ରେ ୧୯୨୯ ମସିହା [[ସେପ୍ଟେମ୍ବର]] ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଦିନାନାଥ ମେଙ୍ଗସକର ଜଣେ ଶାସ୍ତ୍ରୀୟ ଗାୟକ ଓ ଥିଏଟର ଆର୍ଟିଷ୍ଟ ଥିଲେ । ଲତା ୫ବର୍ଷ ବୟସରୁ ତାଙ୍କ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ତାଙ୍କ ସହ ତାଙ୍କ ସାନ ଭଉଣୀ ଆଶା , ଉଷା,ମୀନା ଓ ଭାଇ ହୃଦୟନାଥ ମଧ୍ୟ ସଙ୍ଗୀତ ଶିକ୍ଷା କରୁଥିଲେ । ଲତା ମାତ୍ର ୧୩ ବର୍ଷର ହୋଇଥିବା ବେଳେ ତାଙ୍କ ପିତାଙ୍କର ହୃଦ୍ ରେଗରେ ଦେହାନ୍ତ ହୋଇଥିଲା । ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ ରୁ ସଙ୍ଗୀତ ଜୀବନର ଆରମ୍ଭ କଲେ । ଲତା ଏବେ ଯାଏଁ ଅବିବାହିତ ଭାବେ ଜୀବନ ବିତାଉଛନ୍ତି ।

==ସଙ୍ଗୀତ ଜୀବନ==
ପରିବାରର ଭରଣପୋଷଣ ନିମନ୍ତେ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ଲତା ୧୯୪୨ ରି ୧୯୪୮ ମଧ୍ୟରେ ପାଖାପାଖି ଆଠୋଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର କିଟ୍ଟି ହାସଲ ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ମୁମ୍ବାଇରେ[[ମୁମ୍ବାଇ]]ରେ ଏକ ଲୋକାଲ୍ ଟ୍ରେନ୍ ରେ ଯାତ୍ରା କରୁଥିବା ସମୟରେ ତାଙ୍କୁ ଆପ୍ କି ସେବା ମେଁ ରେ ପ୍ରଛଦପଟ ଗାୟିକା ହେବାର ସୁଯୋଗ ମିଳିଥିଲା । ପରେ ତାଙ୍କୁ ମଜବୁର୍ ଓ ବେଦର୍ଦ୍ ନାମକ ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ମିଳିଲା । ଏହି ଦୁଇଟି ଚଳଚ୍ଚିତ୍ର ଦ୍ୱାରା ସେ ସଙ୍ଗୀତ ଜଗତରେ କିଛି ମାତ୍ରାରେ ପରିଚିତ ହେଲେ । କିନ୍ତୁ ପରେ ଅନ୍ଦାଜ୍ , ବରସାତ୍ ଓ ମହଲ୍ ଚଳଚ୍ଚିତ୍ର ଦ୍ୱାରା ସେ ସଙ୍ଗୀତ ମହଲରେ ପୁରାପୁରି ଭାବେ ଛାଇଗଲେ । ୧୯୬୩ ରେ ଭାରତ - ଚୀନ୍[[ଚୀନ]] ଯୁଦ୍ଧ ସମୟରେ ଲତାଙ୍କର ଦେଶାମ୍ତକବୋଧକ ଗୀତ ଏ ମେରେ ୱତନ୍ କେ ଲୋଗୋଁ ରେ ସେତେବେଳର ପ୍ରଧାନମନ୍ତ୍ରୀ ଜବାହର୍ ଲାଲ୍[[ଜବାହରଲାଲ ନେହେରୁ]] ଭାବ ବିହ୍ୱଳ ହୋଇଯାଇଥିଲେ । ତାଙ୍କୁ ଏହି ଗୀତ ପାଇଁ [[ପଦ୍ମଭୂଷଣ]] ସମ୍ମାନରେ ସମ୍ମାନିତ କରାଯାଇଥିଲା । ୧୯୭୦ ରୁ ୧୯୮୦ ମଧ୍ୟରେ ଲତା ତିନି ଜଣ ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମିକାନ୍ତ ପ୍ୟାରେଲାଲ୍ , କଲ୍ୟାଣଜୀ ଆନନ୍ଦଜୀ ଓ ଆର ଡି ବର୍ମନ୍ ଙ୍କ ସହ କାମ କରିଥିଲେ । ସେ ହମ୍ ଆପକେ ହେ କୌନ୍ , ବୀରଜାରା ପରି ରୋମାଣ୍ଟିକ୍ ଚଳଚ୍ଚିତ୍ର ରେ ମଧ୍ୟ କଣ୍ଠଦାନ କରିଥିଲେ । ସେ ରେହେମାନ୍ ଙ୍କ ଭଳି ନୂଆ ନିର୍ଦ୍ଦେଶକଙ୍କ ସହ ମଧ୍ୟ କାମ କରିଛନ୍ତି । ଲତା ତାଙ୍କର ସମଗ୍ର ଜୀବନକୁ ସଙ୍ଗୀତ ପାଇଁ ସମର୍ପିତ କରିଛନ୍ତି । ଏବେବି ସେ ରେକର୍ଡିଂ ପାଇଁ ଗଲେ ଷ୍ଚୁଡିଓ ବାହାରେ ଯୋତା ରଖିଥାନ୍ତି । ଗୁଲଜାର୍ ଙ୍କ ସେ ନିଜେ ଗାଇଥିବା ଏକ ଗୀତ ନାମ୍ ଗୁମ୍ ଯାଏଗା , ଚେହେରା ୟେ ବଦଲ୍ ଯାଏଗା , ମେରି ଆୱାଜ୍ ହି ମେରି ପେହେଚାନ୍ ହୈ.......... କେବଳ।କେବଳ ଲତାଙ୍କ ପାଇଁ ଲେଖାଯାଇଛି ବୋଲି ତାଙ୍କର ଅଗଣିତ ପ୍ରଶଂସକ କୁହନ୍ତି ।

==ମାନ ସମ୍ମାନ==

==ମାନ ସମ୍ମାନ==
[[File:Bal Thackeray and Lata Mangeshkar at 70th Master Dinanath Mangeshkar Awards (6).jpg|thumb|right|Lata Mangeshkar and [[Bal Thackeray]] at the 70th Master Dinanath Mangeshkar Awards in 2012]]
୧୯୫୮ - ପ୍ରଥମ ଫିଲ୍ମ ଫେୟାର୍ ଆୱାର୍ଡ୍
୧୯୬୯ - ପଦ୍ମ ଭୂଷଣ
Line ୨୧ ⟶ ୩୮:
୨୦୦୯ - ୩ ଟି ଜାତୀୟ ଚଳଚ୍ଚିତ୍ର ସମ୍ମାନ
୨୦୧୧ - ଗିନିଜ୍ ବୁକ୍ ଅଫ୍ ୱାଲର୍ଡ୍ ରେକର୍ଡ ରେ ସ୍ଥାନିତ
==ଆହୁରି ପଢ଼ନ୍ତୁ==
* {{cite book
| last = Bichu
| first = Dr. Mandar
| title = Lata - Voice of the Golden Era
| year = 2011
| publisher = [http://www.popularprakashan.com/lata-voice-of-the-golden-era.htm Popular Prakashan]
| isbn = 978-81-7991-625-4

* {{cite book
| last = Bhimani
| first = Harish
| title = In search of Lata Mangeshkar
| year = 1995
| publisher = Indus
| isbn = 978-81-7223-170-5

* {{cite book
| last = Bharatan
| first = Raju
| title = Lata Mangeshkar: A Biography
| year = 1995
| publisher = UBS Publishers Distributors
| isbn = 978-81-7476-023-4

* {{cite book
| last = Kabir
| first = Nasreen Munni
| title = Lata Mangeshkar: In Her Own Voice
| year = 2009
| publisher = Niyogi Books
| isbn = 978-81-89738-41-9

* {{cite book
| last = Lata
| first = Mangeshkar
| editor = Madhuvanti Sapre and Dinkar Gangal
| title = In search of Lata Mangeshkar
| language = Marathi
| year = 1995
| publisher = Harper Collins/Indus
| isbn = 978-81-7223-170-5
}}. A collection of articles written by Lata Mangeshkar since 1952.
* {{cite book
| last = Nerurkar
| first = Vishwas
| title = Lata Mangeshkar Gandhar Swaryatra (1945-1989)
| language = Hindi
| publisher = Vasanti P. Nerukar
| location = Mumbai

* {{cite book
| last = Bichhu
| first = Mandar V.
| title = Gaaye Lata, Gaaye Lata
| language = Hindi
| year = 1996
| publisher = Pallavi Prakashan
| location = Sharjah
| isbn = 978-81-7223-170-5
}}. A collection of articles written by Lata Mangeshkar since 1952.

==ଆଧାର==
{{ଆଧାର}}
==ବାହାର ତଥ୍ୟ==
{{commons category}}
* {{IMDb name | id=0542196 | name = Lata Mangeshkar }}