"ବାଲେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୬୯ କ ଧାଡ଼ି:
* [[କ୍ଷୀରଚୋରା ଗୋପୀନାଥ ମନ୍ଦିର]]
=='''ସଂଗଠନ'''==
"ନେସ୍କୋ ଶକ୍ତି କର୍ମଚାରୀ ସଂଘ"
 
 
 
ଏହି ସହରରେ ବିଭିନ୍ନ ପ୍ରକାର କଳକାରଖାନା ଏବଂ ଅନ୍ୟାନ୍ୟ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାର ଶ୍ରମିକ /କର୍ମଚାରୀ ମାନଙ୍କର ସଂଗଠନ ରହିଛି | ସେଥି ମଧ୍ୟରୁ ବିଦ୍ୟୁତ୍ ବିଭାଗ ରେ ନେସ୍କୋ ଶକ୍ତି କର୍ମଚାରୀ ସଂଘ ଅନ୍ୟତମ ୤| ଏହି ସଂଘର ମୂଖ୍ୟ କାର୍ଯ୍ୟାଳୟ ୫ଟି ଜିଲ୍ଲାକୁ ନେଇ ଥରମାଲ କଲୋନୀ,ଶୋଭାରାମ ପୁର,କଲ୍ୟାଣେଶ୍ୱର ମହାଦେବ ମନ୍ଦିର ନିକଟ ରେ ଅବସ୍ଥିତ | କେତେ ଜଣ ସଂଘ ପ୍ରେମୀ , ଉତ୍ସାହୀ ବ୍ୟକ୍ତିତ୍ୱଙ୍କ ଉଦ୍ଦ୍ୟମ,ପ୍ରଚେଷ୍ଟା ଓ ମାନସ ମନ୍ଥନ ଫଳରେ , ନେସ୍କୋରେ କାର୍ଯ୍ୟରତ ସ୍ଥାୟୀ ଓ ଅସ୍ଥାୟୀ ଶ୍ରମିକ ଓ କର୍ମଚାରୀଙ୍କର ସ୍ୱାର୍ଥ ରକ୍ଷା ପାଇଁ ୨୦୦୩ ମସିହା ନଭେମ୍ବର ୩ତାରିଖ ଦିନ ଜନ୍ମ ନେଲା ନେସ୍କୋ ଶକ୍ତି କର୍ମଚାରୀ ସଂଘ | ୨୦୦୪ ମସିହା ଜାନୁଆରୀ ୨ତାରିଖ ଦିନ ଏହା ପଞ୍ଜିକୃତ ହୋଇଥିଲା , ଯାହାର ପଞ୍ଜିକରଣ ନଂ୭୯୯ କଟକ ୤ ନେସ୍କୋରେ କାର୍ଯ୍ୟରତ ସ୍ଥାୟୀ ଓ ଠିକା ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସୁରକ୍ଷା ଦେବା ସହିତ ସେମାନଙ୍କର ଅଧିକାର ଓ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ସଂଘ ପଞ୍ଜିକରଣ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଅବିରତ ସଂଗ୍ରାମ କରିଚାଲିଛି | ନେସ୍କୋରେ ହେଉଥିବା ଅନ୍ୟାୟ ,ଭ୍ରଷ୍ଟାଚାର,ଦୂର୍ନିତୀ ତଥା ନେସ୍କୋ କର୍ତ୍ତୃପକ୍ଷଙ୍କର କର୍ମଚାରୀ ମାରଣ ନିତୀ ବିରୁଦ୍ଧରେ ଏହି ସଂଘ ନିର୍ଭିକ ଭାବରେ ସ୍ୱର ଉତ୍ତୋଳନ କରିଆସିଛି ଓ କରିବାକୁ ପ୍ରତିଶୃତି ବଦ୍ଧ ୤ |
 
ସଂଘର ପ୍ରଥମ ସଭାପତି , ବରିଷ୍ଠ ଶ୍ରମିକ ନେତା ୰କେଳୁଚରଣ ଦାସଙ୍କ ଅଧକ୍ଷତାରେ , ସଂଘର ମୂଖ୍ୟ ଉପଦେଷ୍ଟା ଓ ଦିଗ୍‌ଦର୍ଶକ ବିଧାୟକ ପ୍ରତାପ ଚନ୍ଦ୍ର ଷଢଙ୍ଗୀଙ୍କ ମାର୍ଗ ଦର୍ଶନରେ , ଶକ୍ତି କର୍ମଚାରୀ ସଂଘ ଅନେକ ଘାତ ପ୍ରତିଘାତ ଓ ପ୍ରତିକୂଳ ପରିସ୍ଥିତିରେ ସଂଗ୍ରାମ ଜାରି ରଖି କାର୍ଯ୍ୟରତ ସ୍ଥାୟୀ ଓ ଠିକା ଶ୍ରମିକ ଓ କର୍ମଚାରୀ ମାନଙ୍କୁ ନ୍ୟାୟ ଦେବାରେ ସମର୍ଥ ହୋଇପାରିଛି ୤ ୧୭.୩.୨୦୦୪ ମସିହାରେ ଭାରତୀୟ ମଜଦୁର ସଂଘ ଓ ୨୮.୪.୨୦୦୪ରେ ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘ ସହିତ ସହ ବନ୍ଧିତ ହେଲାପରେ ଏହି ସଂଘକୁ ଏକ ନୂତନ ଆର୍ଦଶ ଓ ଦିଗ୍‌ଦର୍ଶନ ମିଳିବା ସଙ୍ଗେ ସଙ୍ଗେ ସଂଘ ନିଜକୁ ରାଜ୍ୟ ତଥା କେନ୍ଦ୍ରିୟ ସଂଗଠନ ସହିତ ସାମିଲ କରି ନିଜ ସଂଗ୍ରାମକୁ ବ୍ୟାପକ ଲୋକାଭିମୂଖି କରାଇ ପାରିଛି ୤ ନେସ୍କୋରେ କାର୍ଯ୍ୟରତ ଠିକା ଶ୍ରମିକ ଓ କର୍ମଚାରୀଙ୍କୁ ସ୍ଥାୟୀ କରିବା ଓ ଅନ୍ୟାନ୍ୟ ଦାବି ନେଇ ନେସ୍କୋ ଶକ୍ତି କର୍ମଚାରୀ ସଂଘ ତାର ପ୍ରଥମ ଦାବିପତ୍ର ୧୬.୧୨.୨୦୦୩ ତାରିଖରେ ନେସ୍କୋ କର୍ତ୍ତୃପକ୍ଷଙ୍କୁ ଦେଇଥିଲା ୤ ନେସ୍କୋ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ନଦେବାରୁ ପ୍ରଥମ ପଦକ୍ଷେପ ସ୍ୱରୁପ ସଂଘ ୧୨.୬.୨୦୦୪ ତାରିଖ ରେ ସଂଘର ମୂଖ୍ୟ ଉପଦେଷ୍ଟା ତଥା ବିଧାୟକ ପ୍ରତାପଚନ୍ଦ୍ର ଷଢଙ୍ଗୀ ଓ ସଂଘର ବଳିଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ନେତୃତ୍ତ୍ୱରେ ଦାବି ପୁରଣ ପାଇଁ ତାର ପ୍ରଥମ ଆନ୍ଦୋଳନ ଡାକରା ଦେଇଥିଲା ଓ ଏଥିରେ ନେସ୍କୋର ଶତାଧିକ ଶ୍ରମିକ ଓ କର୍ମଚାରୀ ଯୋଗ ଦେଇଥିଲେ ୤ ଶେଷରେ ନେସ୍କୋ କର୍ତ୍ତୃପକ୍ଷ ସଂଘର ଦାବିକୁ ମାନିନେଇ ଠିକା ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା ପାଇଁ ପ୍ରତିଶୃତି ଦେବା ସହିତ ଲିଖିତ ଚୁକ୍ତି ସ୍ୱାକ୍ଷର କରିଥିଲେ ୤ ପରବର୍ତ୍ତୀ ସମୟରେ ନେସ୍କୋ କର୍ତ୍ତୃପକ୍ଷ ଏହି ଦାବି ଗୁଡିକୁ ପୁରଣ ନକରିବାରୁ ସଂଘ ଅନେକ ଲଢେଇ କରିଥିଲା ଓ ଏହାକୁ ଜିଲ୍ଲା ପ୍ରଶାସନ ର ଦୃଷ୍ଟିକୁ ନେଇଥିଲା ୤ ବାଲେଶ୍ୱର ଶ୍ରମ ବିଭାଗ ଓ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଏକ ତ୍ରିପାକ୍ଷିକ ବୈଠକ ଡକାଇ ଥିଲେ ୤ ଯେଉଁ ବୈଠକରେ ସେତେବେଳର ଜିଲ୍ଲାପାଳ ଅଲେଖଚନ୍ଦ୍ର ପଢିଆରୀ , ନେସ୍କୋର ପ୍ରତିନିଧି ଓ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ୤ ନେସ୍କୋ କର୍ତ୍ତୃପକ୍ଷ ସଂଘର ଦାବି ଗୁଡିକୁ ପୁରଣ କରିବା ପାଇଁ ସହମତି ପ୍ରକାଶ କରି ଏହି ତ୍ରୀପାକ୍ଷିକ ଚୁକ୍ତି ଉପରେ ସ୍ୱାକ୍ଷର କରିଥିଲେ ୤ ଏହି ଚୁକ୍ତି ନାମା ପରେ ସଂଘର ଦାବିଗୁଡିକ ମଧ୍ୟରୁ ଅବସର ନେଉଥିବା କର୍ମଚାରୀ ମାନଙ୍କୁ ତୁରନ୍ତ ପେନସନ ପ୍ରଦାନ କରିବା , କର୍ମଚାରୀ ମାନଙ୍କ ଦରମା ୭ତାରିଖ ମଧ୍ୟରେ ମାସିକ ଦରମା ଦେବା , କନିଷ୍ଠ ହିସାବ ରକ୍ଷକ ପଦବୀ ପୂରଣରେ ବିଭାଗୀୟ ଯୋଗ୍ୟ କର୍ମଚାରୀଙ୍କ ପାଇଁ ପଚାଶ ପ୍ରତିଶତ ପଦବୀ ସଂରକ୍ଷିତ ରଖିବା ଓ ଠିକାଦାର ମାନଙ୍କ ପାଖରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ମନଇଚ୍ଛା ଛଟେଇ କରାନଯିବା ଆଦି କେତେକ ଦାବୀକୁ ନେସ୍କୋ କର୍ତ୍ତୃପକ୍ଷ କାର୍ଯକାରୀ କରିଥିଲେ ୤ ଏହା ଥିଲା ଶକ୍ତି କର୍ମଚାରୀ ସଂଘର ପ୍ରଥମ ବିଜୟ ୤ କିନ୍ତୁ ନେସ୍କୋ କର୍ତ୍ତୃପକ୍ଷ ନେସ୍କୋରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଠିକା ଶ୍ରମିକ ଆଇ.ଟି.ଆଇ. ତାଲିମ ପ୍ରାପ୍ତ ଓ ଅଣ ତାଲିମ ପ୍ରାପ୍ତ ଅସ୍ଥାୟୀ କର୍ମଚାରୀ ଙ୍କୁ ସ୍ଥାୟୀ କରିବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିଜ ପ୍ରତିଶୃତିରୁ ଓହରି ଯାଇଥିଲେ ୤ ତେଣୁ ସଂଘ ଏହା ବିରୁଦ୍ଧରେ ସଂଗ୍ରାମ ଜାରୀ ରଖିଲା ଏହି ଦାବି ହାସଲ ପାଇଁ ସଂଘକୁ ବରମ୍ବାର ଆନ୍ଦୋଳନ,ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବାକୁ ପଡିଛି ୤ ସଂଘ ଏ ବିଷୟ ଜିଲ୍ଲା ଶ୍ରମ ବିଭାଗ ଠାରୁ ଆରମ୍ଭ କରି ଶ୍ରମ କମିଶନର , ରାଜ୍ୟ ପ୍ରଶାସନର ଶ୍ରମମନ୍ତ୍ରୀ , ଶକ୍ତିମନ୍ତ୍ରୀ , ଶକ୍ତିସଚୀବ ଏପରିକି ବିଧାନସଭାରେ ବାଚସ୍ପତି ଙ୍କ ଦୃଷ୍ଟିକୁ ମଧ୍ୟ ନେଇଥିଲା ୤ ଶକ୍ତିମନ୍ତ୍ରୀଙ୍କ ମଧ୍ୟସ୍ଥତାରେ ରାଜ୍ୟ ସଚିବାଳୟରେ ନେସ୍କୋ କର୍ତ୍ତୃପକ୍ଷ ଓ ସଂଘ ମଧ୍ୟରେ ଏକ ତ୍ରିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା ୤ ନେସ୍କୋ କର୍ତ୍ତୃପକ୍ଷ ଆଇ.ଟି.ଆଇ. ପିଲାଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ରାଜିହୋଇ ଚୁକ୍ତି ପତ୍ର ସ୍ୱାକ୍ଷର କରିଥିଲେ ୤ ପରେ ସାକ୍ଷାତକାର ମାଧ୍ୟମରେ ସେମାନଙ୍କ ମଧ୍ୟରୁ ୭୮ଜଣ ଆଇ.ଟି.ଆଇ. ତାଲିମ ପ୍ରାପ୍ତ ପିଲାଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଥିଲା ୤ ଏହାଥିଲା ସଂଘର ଦ୍ୱୀତିୟ ବୃହତ ବିଜୟ ୤ କିନ୍ତୁ ଦୀର୍ଘ ଦିନ ଧରି ନେସ୍କୋରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ଅବଶିଷ୍ଟି ଆଇ.ଟି.ଆଇ. ତାଲିମ ପ୍ରାପ୍ତ ଓ ଅଣ ତାଲିମ ପ୍ରାପ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ନମିଳିବାରୁ ପୁଣି ସଂଗ୍ରାମ ଜାରି ରଖିଲା ୤ ଏଥିପାଇଁ ଅନେକ ଝଡଝଞ୍ଜା ଓ ପ୍ରତିକୁଳ ପରିସ୍ଥିତି ଦେଇ ସଂଘକୁ ଗତି କରିବାକୁ ହୋଇଛି ୤ ନେସ୍କୋ କର୍ତ୍ତୃପକ୍ଷ ସଂଘର ଏଭଳି ସଂଗ୍ରାମି ପଦକ୍ଷେପରେ ଅସହିଷ୍ଣୁ ଓ ପ୍ରତିହିଂସା ପରାୟଣ ହୋଇ ସଂଘର ସଦସ୍ୟ ଓ ସାଧାରଣ ସଂପାଦକଙ୍କ ନାମରେ ଅନେକ ମିଥ୍ୟା ମକଦମା କରିଛି ୤ ସାଧାରଣ ସଂପାଦକଙ୍କୁ ଆକ୍ରୋଶ ମୂଳକ ଭାବେ ଦୁଇ ଦୁଇ ଥର ନିଲମ୍ବିତ କରାଯାଇଛି ୤ ଏପରିକି ନିଲମ୍ବିତ ଅବସ୍ଥାରେ ତାଙ୍କୁ ଚାକିରୀରୁ ଅବସର ନେବାକୁ ପଡିଛି ୤ ଅବସର ପରେ ଦୀର୍ଘ ୩ବର୍ଷ ଧରି ଅବସର କାଳିନ ପ୍ରାପ୍ୟ ଦେଇ ନାହାନ୍ତି ୤ ଆକ୍ରୋଶ ମୂଳକ ଭାବେ ସଂଘର କାର୍ଯ୍ୟକର୍ତ୍ତାଙ୍କ ବିରୁଦ୍ଧରେ ମିଥ୍ୟା ମକଦମା ରେ ଜଡିତ କରି ତାଙ୍କୁ ଚାକିରୀରୁ ବହିସ୍କାର କରାଯାଇଛି ୤ କର୍ତ୍ତୃପକ୍ଷଙ୍କର ଏତାଦୃଶ ଅନ୍ୟାୟ ଓ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ସଂଘ ୨୫ଦଫା ଦାବି ନେଇ ଦୀର୍ଘ ୩ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ନେସ୍କୋର ମୂଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଦିବାରାତ୍ରୀ ଧାରଣାରେ ବସିରହିଲା ୤ ଯାହାକି ଶ୍ରମ ଆନ୍ଦୋଳନ ଇତିହାସରେ ଏକ ମାଇଲ୍ ଖୁଣ୍ଟ ହୋଇ ରହିବ ୤ ସଂଘର ଏହି ଦାବି ପୂରଣ ପାଇଁ ସଂଘର ଉପଦେଷ୍ଟା ତଥା ବିଧାୟକ ଶ୍ରୀ ଷଡଙ୍ଗୀ ଥରେ ନେସ୍କୋ ମୂଖ୍ୟ କାର୍ଯ୍ୟାଳୟ ବାଲେଶ୍ୱର ଓ ଆଉଥରେ ନେସ୍କୋ,ୱେସ୍କୋ,ସାଉଥକୋ ର ମୂଖ୍ୟ ପରିଚାଳନା ନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ଆମରଣ ଅନଶନ କରିଛନ୍ତି ୤ ଶ୍ରମିକ ମାନଙ୍କ ପାଇଁ ସେ ବିଧାନସଭାରେ ଧାରଣା ମଧ୍ୟ ଦେଇଛନ୍ତି ୤
 
ଯାହା ହେଉ ପରିଶେଷରେ ନେସ୍କୋ ଦ୍ୱାରା ଛଟେଇ ହୋଇଥିବା ୬୫ଜଣ ଅସ୍ଥାୟୀ କର୍ମଚାରୀ ପୁନଃ ନିଯୁକ୍ତି ପାଇପାରିଛନ୍ତି ୤
 
ନେସ୍କୋ ଶକ୍ତି କର୍ମଚାରୀ ସଂଘର ଏହି ଦୀର୍ଘ ଯାତ୍ରାପଥ ଅନେକ ଝଡଝଞ୍ଜା ପୂର୍ଣ୍ଣ ଓ ସଂଗ୍ରାମ ମୟ ଥିଲେ ମଧ୍ୟ ସଂଘ କେବେବି ତାର ଲକ୍ଷ ପଥରୁ ବିଚ୍ୟୁତ ହୋଇନାହିଁ ୤ ସତ୍ୟ,ଶାନ୍ତି,ଧର୍ଯ୍ୟ,ତ୍ୟାଗ ନ୍ୟାୟର ଶେଷରେ ବିଜୟ ହୋଇଛି ୤ ଶକ୍ତି ସଂଘ ତାର ଶତପ୍ରତିଶତ ଲକ୍ଷ ହାସଲ କରିପାରିନଥିଲେ ମଧ୍ୟ ଆଗାମି ଦିନରେ ଯେ ନିଶ୍ଚୟ କୃତକାର୍ଯ୍ୟ ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ୤
 
ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ନେସ୍କୋରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଥିବା ଓ ଦୁର୍ଘଟଣା ରେ ଅକର୍ମଣ୍ୟ ହୋଇଥିବା କର୍ମଚାରୀ ଓ ତାଙ୍କ ପରିବାରକୁ ନେସ୍କୋ କର୍ତ୍ତୃପକ୍ଷଙ୍କ ଠାରୁ ଉପଯୁକ୍ତ କ୍ଷତିପୁରଣ ଦିଆଇ ପାରିଛି ୤
 
ଶକ୍ତି ସଂଘର ସଦସ୍ୟମାନେ ନିଜ ଦେହରୁ ରକ୍ତ ଦାନକରି ଅନେକ ରୋଗିଙ୍କୁ ଜୀବନ ଦାନ ଦେଇ ପାରିଛନ୍ତି ୤ ବାଲେଶ୍ୱରରେ ୨୦୦୭ମସିହାରେ ହୋଇଥିବା ପ୍ରଳୟକାରୀ ବନ୍ୟା ସମୟରେ ଶକ୍ତି କର୍ମଚାରୀ ସଂଘ ନଗ୍ରମ ଠାରେ ଥିବା ଆନନ୍ଦମାର୍ଗ ଆବାସିକ ବିଦ୍ୟାଳୟ ପରିଶରରେ ଶହ ଶହ ବନ୍ୟାପ୍ରପିଡିତଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରିବା ସହିତ ଜିଲ୍ଲାପାଳ ବନ୍ୟା ପାଣ୍ଠିକୁ ଆର୍ଥିକ ସହାୟତା ଅର୍ଥଦାନ କରିବା ଭଳି ଅନେକ ଲୋକହିତକର କାର୍ଯ୍ୟରେ ସାମିଲ ହୋଇ ନିଜକୁ ଗୌରବାନ୍ୱିତ କରି ପାରିଛନ୍ତି ୤
 
ଶକ୍ତି କର୍ମଚାରୀ ସଂଘର ସ୍ୱଚ୍ଛତା,ସାଧୁତା,ନିରପେକ୍ଷତା ସର୍ବୋପରି ସଂଘର କର୍ମକର୍ତ୍ତାଙ୍କ ତ୍ୟାଗ,ନିଷ୍ଠା ଓ ବଳିଷ୍ଠ ନେତୃତ୍ୱ ଆଜି କେବଳ ଓଡିଶା ନୁହେଁ ସମଗ୍ର ଭାରତ ବର୍ଷରେ ସଂଘକୁ ପରିଚିତ କରାଇ ପାରିଛି ୤ ଯାହା ଫଳରେ ସଂଘର ସାଧାରଣ ସଂପାଦକ ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘର ରାଜ୍ୟ ସଭାପତି ଓ କେନ୍ଦ୍ରୀୟ କାର୍ଯ୍ୟକାରୀଣି ସଦସ୍ୟ ତଥା ନିଳଗିରି ସ୍ଲିପର କର୍ମଚାରୀ ସଂଘର ସଭାପତି ଭଳି ଅନେକ ପଦପୀ ଅଳଙ୍କୃତ କରିପାରିଛନ୍ତି ୤
 
ପରିଶେଷରେ ଶକ୍ତି କର୍ମଚାରୀ ସଂଘ ଓଡିଶା ର ଜଣେ ସୁନାମ ଧନ୍ୟ , ଓଜସ୍ୱୀ ଓ ନିର୍ଭିକ ବକ୍ତା , ଓଡିଶା ବିଧାନ ସଭାର ଶ୍ରେଷ୍ଠ ବିଧାୟକ ନିତିନିଷ୍ଠ ଆଦର୍ଶ ବ୍ୟକ୍ତିତ୍ୱ ସର୍ବପରି ଅନ୍ୟାୟ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉତ୍ତଳୋନ କରୁଥିବା ଓ ଗରିବ ଶ୍ରମିକ ମାନଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିପାରୁଥିବା ଜଣେ ବ୍ୟକ୍ତିତ୍ୱକୁ ମାର୍ଗଦର୍ଶକ ଓ ମୂଖ୍ୟ ଉପଦେଷ୍ଟା ଭାବରେ ପାଇଥିବାରୁ ଏହି ସଂଘ ଗର୍ବିତ ୤ ଏଥିପାଇଁ ଏହି ସଂଘର ପ୍ରତ୍ୟକ ସଦସ୍ୟ ତାଙ୍କଠାରେ ଚିରଋଣୀ ୤
 
ସଂଘର ପ୍ରଥମ ସଭାପତି , ବରିଷ୍ଠ ଶ୍ରମିକ ନେତା ୰କେଳୁଚରଣ ଦାସଙ୍କ ଅଧକ୍ଷତାରେ , ସଂଘର ମୂଖ୍ୟ ଉପଦେଷ୍ଟା ଓ ଦିଗ୍‌ଦର୍ଶକ ବିଧାୟକ ପ୍ରତାପ ଚନ୍ଦ୍ର ଷଢଙ୍ଗୀଙ୍କ ମାର୍ଗ ଦର୍ଶନରେ , ଶକ୍ତି କର୍ମଚାରୀ ସଂଘ ଅନେକ ଘାତ ପ୍ରତିଘାତ ଓ ପ୍ରତିକୂଳ ପରିସ୍ଥିତିରେ ସଂଗ୍ରାମ ଜାରି ରଖି କାର୍ଯ୍ୟରତ ସ୍ଥାୟୀ ଓ ଠିକା ଶ୍ରମିକ ଓ କର୍ମଚାରୀ ମାନଙ୍କୁ ନ୍ୟାୟ ଦେବାରେ ସମର୍ଥ ହୋଇପାରିଛି | ୤ ୧୭.୩.୨୦୦୪ ମସିହାରେ ଭାରତୀୟ ମଜଦୁର ସଂଘ ଓ ୨୮.୪.୨୦୦୪ରେ ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘ ସହିତ ସହ ବନ୍ଧିତ ହେଲାପରେ ଏହି ସଂଘକୁ ଏକ ନୂତନ ଆର୍ଦଶ ଓ ଦିଗ୍‌ଦର୍ଶନ ମିଳିବା ସଙ୍ଗେ ସଙ୍ଗେ ସଂଘ ନିଜକୁ ରାଜ୍ୟ ତଥା କେନ୍ଦ୍ରିୟ ସଂଗଠନ ସହିତ ସାମିଲ କରି ନିଜ ସଂଗ୍ରାମକୁ ବ୍ୟାପକ ଲୋକାଭିମୂଖି କରାଇ ପାରିଛି | ୤ ନେସ୍କୋରେ କାର୍ଯ୍ୟରତ ଠିକା ଶ୍ରମିକ ଓ କର୍ମଚାରୀଙ୍କୁ ସ୍ଥାୟୀ କରିବା ଓ ଅନ୍ୟାନ୍ୟ ଦାବି ନେଇ ନେସ୍କୋ ଶକ୍ତି କର୍ମଚାରୀ ସଂଘ ତାର ପ୍ରଥମ ଦାବିପତ୍ର ୧୬.୧୨.୨୦୦୩ ତାରିଖରେ ନେସ୍କୋ କର୍ତ୍ତୃପକ୍ଷଙ୍କୁ ଦେଇଥିଲା ୤ | ନେସ୍କୋ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ନଦେବାରୁ ପ୍ରଥମ ପଦକ୍ଷେପ ସ୍ୱରୁପ ସଂଘ ୧୨.୬.୨୦୦୪ ତାରିଖ ରେ ସଂଘର ମୂଖ୍ୟ ଉପଦେଷ୍ଟା ତଥା ବିଧାୟକ ପ୍ରତାପଚନ୍ଦ୍ର ଷଢଙ୍ଗୀ ଓ ସଂଘର ବଳିଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ନେତୃତ୍ତ୍ୱରେ ଦାବି ପୁରଣ ପାଇଁ ତାର ପ୍ରଥମ ଆନ୍ଦୋଳନ ଡାକରା ଦେଇଥିଲା ଓ ଏଥିରେ ନେସ୍କୋର ଶତାଧିକ ଶ୍ରମିକ ଓ କର୍ମଚାରୀ ଯୋଗ ଦେଇଥିଲେ | ୤ ଶେଷରେ ନେସ୍କୋ କର୍ତ୍ତୃପକ୍ଷ ସଂଘର ଦାବିକୁ ମାନିନେଇ ଠିକା ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା ପାଇଁ ପ୍ରତିଶୃତି ଦେବା ସହିତ ଲିଖିତ ଚୁକ୍ତି ସ୍ୱାକ୍ଷର କରିଥିଲେ ୤ ପରବର୍ତ୍ତୀ ସମୟରେ ନେସ୍କୋ କର୍ତ୍ତୃପକ୍ଷ ଏହି ଦାବି ଗୁଡିକୁ ପୁରଣ ନକରିବାରୁ ସଂଘ ଅନେକ ଲଢେଇ କରିଥିଲା ଓ ଏହାକୁ ଜିଲ୍ଲା ପ୍ରଶାସନ ର ଦୃଷ୍ଟିକୁ ନେଇଥିଲା | ୤ ବାଲେଶ୍ୱର ଶ୍ରମ ବିଭାଗ ଓ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଏକ ତ୍ରିପାକ୍ଷିକ ବୈଠକ ଡକାଇ ଥିଲେ ୤ ଯେଉଁ ବୈଠକରେ ସେତେବେଳର ଜିଲ୍ଲାପାଳ ଅଲେଖଚନ୍ଦ୍ର ପଢିଆରୀ , ନେସ୍କୋର ପ୍ରତିନିଧି ଓ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା | ୤ ନେସ୍କୋ କର୍ତ୍ତୃପକ୍ଷ ସଂଘର ଦାବି ଗୁଡିକୁ ପୁରଣ କରିବା ପାଇଁ ସହମତି ପ୍ରକାଶ କରି ଏହି ତ୍ରୀପାକ୍ଷିକ ଚୁକ୍ତି ଉପରେ ସ୍ୱାକ୍ଷର କରିଥିଲେ ୤ | ଏହି ଚୁକ୍ତି ନାମା ପରେ ସଂଘର ଦାବିଗୁଡିକ ମଧ୍ୟରୁ ଅବସର ନେଉଥିବା କର୍ମଚାରୀ ମାନଙ୍କୁ ତୁରନ୍ତ ପେନସନ ପ୍ରଦାନ କରିବା , କର୍ମଚାରୀ ମାନଙ୍କ ଦରମା ୭ତାରିଖ ମଧ୍ୟରେ ମାସିକ ଦରମା ଦେବା , କନିଷ୍ଠ ହିସାବ ରକ୍ଷକ ପଦବୀ ପୂରଣରେ ବିଭାଗୀୟ ଯୋଗ୍ୟ କର୍ମଚାରୀଙ୍କ ପାଇଁ ପଚାଶ ପ୍ରତିଶତ ପଦବୀ ସଂରକ୍ଷିତ ରଖିବା ଓ ଠିକାଦାର ମାନଙ୍କ ପାଖରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ମନଇଚ୍ଛା ଛଟେଇ କରାନଯିବା ଆଦି କେତେକ ଦାବୀକୁ ନେସ୍କୋ କର୍ତ୍ତୃପକ୍ଷ କାର୍ଯକାରୀ କରିଥିଲେ | ୤ ଏହା ଥିଲା ଶକ୍ତି କର୍ମଚାରୀ ସଂଘର ପ୍ରଥମ ବିଜୟ ୤ | କିନ୍ତୁ ନେସ୍କୋ କର୍ତ୍ତୃପକ୍ଷ ନେସ୍କୋରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଠିକା ଶ୍ରମିକ ଆଇ.ଟି.ଆଇ. ତାଲିମ ପ୍ରାପ୍ତ ଓ ଅଣ ତାଲିମ ପ୍ରାପ୍ତ ଅସ୍ଥାୟୀ କର୍ମଚାରୀ ଙ୍କୁ ସ୍ଥାୟୀ କରିବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିଜ ପ୍ରତିଶୃତିରୁ ଓହରି ଯାଇଥିଲେ ୤ ତେଣୁ ସଂଘ ଏହା ବିରୁଦ୍ଧରେ ସଂଗ୍ରାମ ଜାରୀ ରଖିଲା ଏହି ଦାବି ହାସଲ ପାଇଁ ସଂଘକୁ ବରମ୍ବାର ଆନ୍ଦୋଳନ,ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବାକୁ ପଡିଛି ୤ ସଂଘ ଏ ବିଷୟ ଜିଲ୍ଲା ଶ୍ରମ ବିଭାଗ ଠାରୁ ଆରମ୍ଭ କରି ଶ୍ରମ କମିଶନର , ରାଜ୍ୟ ପ୍ରଶାସନର ଶ୍ରମମନ୍ତ୍ରୀ , ଶକ୍ତିମନ୍ତ୍ରୀ , ଶକ୍ତିସଚୀବ ଏପରିକି ବିଧାନସଭାରେ ବାଚସ୍ପତି ଙ୍କ ଦୃଷ୍ଟିକୁ ମଧ୍ୟ ନେଇଥିଲା ୤ ଶକ୍ତିମନ୍ତ୍ରୀଙ୍କ ମଧ୍ୟସ୍ଥତାରେ ରାଜ୍ୟ ସଚିବାଳୟରେ ନେସ୍କୋ କର୍ତ୍ତୃପକ୍ଷ ଓ ସଂଘ ମଧ୍ୟରେ ଏକ ତ୍ରିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା ୤ ନେସ୍କୋ କର୍ତ୍ତୃପକ୍ଷ ଆଇ.ଟି.ଆଇ. ପିଲାଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ରାଜିହୋଇ ଚୁକ୍ତି ପତ୍ର ସ୍ୱାକ୍ଷର କରିଥିଲେ | ୤ ପରେ ସାକ୍ଷାତକାର ମାଧ୍ୟମରେ ସେମାନଙ୍କ ମଧ୍ୟରୁ ୭୮ଜଣ ଆଇ.ଟି.ଆଇ. ତାଲିମ ପ୍ରାପ୍ତ ପିଲାଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଥିଲା | ୤ ଏହାଥିଲା ସଂଘର ଦ୍ୱୀତିୟ ବୃହତ ବିଜୟ ୤ କିନ୍ତୁ ଦୀର୍ଘ ଦିନ ଧରି ନେସ୍କୋରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ଅବଶିଷ୍ଟି ଆଇ.ଟି.ଆଇ. ତାଲିମ ପ୍ରାପ୍ତ ଓ ଅଣ ତାଲିମ ପ୍ରାପ୍ତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ନମିଳିବାରୁ ପୁଣି ସଂଗ୍ରାମ ଜାରି ରଖିଲା ୤ ଏଥିପାଇଁ ଅନେକ ଝଡଝଞ୍ଜା ଓ ପ୍ରତିକୁଳ ପରିସ୍ଥିତି ଦେଇ ସଂଘକୁ ଗତି କରିବାକୁ ହୋଇଛି ୤ ନେସ୍କୋ କର୍ତ୍ତୃପକ୍ଷ ସଂଘର ଏଭଳି ସଂଗ୍ରାମି ପଦକ୍ଷେପରେ ଅସହିଷ୍ଣୁ ଓ ପ୍ରତିହିଂସା ପରାୟଣ ହୋଇ ସଂଘର ସଦସ୍ୟ ଓ ସାଧାରଣ ସଂପାଦକଙ୍କ ନାମରେ ଅନେକ ମିଥ୍ୟା ମକଦମା କରିଛି ୤ ସାଧାରଣ ସଂପାଦକଙ୍କୁ ଆକ୍ରୋଶ ମୂଳକ ଭାବେ ଦୁଇ ଦୁଇ ଥର ନିଲମ୍ବିତ କରାଯାଇଛି ୤ | ଏପରିକି ନିଲମ୍ବିତ ଅବସ୍ଥାରେ ତାଙ୍କୁ ଚାକିରୀରୁ ଅବସର ନେବାକୁ ପଡିଛି | ୤ ଅବସର ପରେ ଦୀର୍ଘ ୩ବର୍ଷ ଧରି ଅବସର କାଳିନ ପ୍ରାପ୍ୟ ଦେଇ ନାହାନ୍ତି | ୤ ଆକ୍ରୋଶ ମୂଳକ ଭାବେ ସଂଘର କାର୍ଯ୍ୟକର୍ତ୍ତାଙ୍କ ବିରୁଦ୍ଧରେ ମିଥ୍ୟା ମକଦମା ରେ ଜଡିତ କରି ତାଙ୍କୁ ଚାକିରୀରୁ ବହିସ୍କାର କରାଯାଇଛି ୤ କର୍ତ୍ତୃପକ୍ଷଙ୍କର ଏତାଦୃଶ ଅନ୍ୟାୟ ଓ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ସଂଘ ୨୫ଦଫା ଦାବି ନେଇ ଦୀର୍ଘ ୩ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ନେସ୍କୋର ମୂଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଦିବାରାତ୍ରୀ ଧାରଣାରେ ବସିରହିଲା | ୤ ଯାହାକି ଶ୍ରମ ଆନ୍ଦୋଳନ ଇତିହାସରେ ଏକ ମାଇଲ୍ ଖୁଣ୍ଟ ହୋଇ ରହିବ | ୤ ସଂଘର ଏହି ଦାବି ପୂରଣ ପାଇଁ ସଂଘର ଉପଦେଷ୍ଟା ତଥା ବିଧାୟକ ଶ୍ରୀ ଷଡଙ୍ଗୀ ଥରେ ନେସ୍କୋ ମୂଖ୍ୟ କାର୍ଯ୍ୟାଳୟ ବାଲେଶ୍ୱର ଓ ଆଉଥରେ ନେସ୍କୋ,ୱେସ୍କୋ,ସାଉଥକୋ ର ମୂଖ୍ୟ ପରିଚାଳନା ନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ଆମରଣ ଅନଶନ କରିଛନ୍ତି | ୤ ଶ୍ରମିକ ମାନଙ୍କ ପାଇଁ ସେ ବିଧାନସଭାରେ ଧାରଣା ମଧ୍ୟ ଦେଇଛନ୍ତି |
ସଂଘ ସେହିମାନଙ୍କ ଠାରେ ମଧ୍ୟ ଋଣୀ ଯେଉଁମାନେ ଆର୍ଥିକ,ମାନସିକ ଓ ଶାରିରୀକ ସ୍ତରରେ ନିଃସ୍ୱାର୍ଥ ପରଭାବରେ ସଂଘର ସଂଗ୍ରାମ ଓ ପ୍ରଗତୀ ପାଇଁ ସମୟ ଓ ସେବା ଦାନକରି ସଂଘ ସହିତ ସଦାସର୍ବଦା ଶୁବେଚ୍ଛୁ ଓ ହିତାଙ୍କାକ୍ଷି ଭାବରେ ରହିଛନ୍ତି ୤ ସେମାନଙ୍କର ବଦାନ୍ୟତା,ନିଃସ୍ୱାର୍ଥ ସେବା ଓ ତ୍ୟାଗ ପାଇଁ ସଂଘ ସେମାନଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛି ୤
ଯାହା ହେଉ ପରିଶେଷରେ ନେସ୍କୋ ଦ୍ୱାରା ଛଟେଇ ହୋଇଥିବା ୬୫ଜଣ ଅସ୍ଥାୟୀ କର୍ମଚାରୀ ପୁନଃ ନିଯୁକ୍ତି ପାଇପାରିଛନ୍ତି ୤ |
ନେସ୍କୋ ଶକ୍ତି କର୍ମଚାରୀ ସଂଘର ଏହି ଦୀର୍ଘ ଯାତ୍ରାପଥ ଅନେକ ଝଡଝଞ୍ଜା ପୂର୍ଣ୍ଣ ଓ ସଂଗ୍ରାମ ମୟ ଥିଲେ ମଧ୍ୟ ସଂଘ କେବେବି ତାର ଲକ୍ଷ ପଥରୁ ବିଚ୍ୟୁତ ହୋଇନାହିଁ ୤ | ସତ୍ୟ,ଶାନ୍ତି,ଧର୍ଯ୍ୟ,ତ୍ୟାଗ ନ୍ୟାୟର ଶେଷରେ ବିଜୟ ହୋଇଛି | ୤ ଶକ୍ତି ସଂଘ ତାର ଶତପ୍ରତିଶତ ଲକ୍ଷ ହାସଲ କରିପାରିନଥିଲେ ମଧ୍ୟ ଆଗାମି ଦିନରେ ଯେ ନିଶ୍ଚୟ କୃତକାର୍ଯ୍ୟ ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ୤ |
ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ନେସ୍କୋରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଥିବା ଓ ଦୁର୍ଘଟଣା ରେ ଅକର୍ମଣ୍ୟ ହୋଇଥିବା କର୍ମଚାରୀ ଓ ତାଙ୍କ ପରିବାରକୁ ନେସ୍କୋ କର୍ତ୍ତୃପକ୍ଷଙ୍କ ଠାରୁ ଉପଯୁକ୍ତ କ୍ଷତିପୁରଣ ଦିଆଇ ପାରିଛି ୤ |
ଶକ୍ତି ସଂଘର ସଦସ୍ୟମାନେ ନିଜ ଦେହରୁ ରକ୍ତ ଦାନକରି ଅନେକ ରୋଗିଙ୍କୁ ଜୀବନ ଦାନ ଦେଇ ପାରିଛନ୍ତି | ୤ ବାଲେଶ୍ୱରରେ ୨୦୦୭ମସିହାରେ ହୋଇଥିବା ପ୍ରଳୟକାରୀ ବନ୍ୟା ସମୟରେ ଶକ୍ତି କର୍ମଚାରୀ ସଂଘ ନଗ୍ରମ ଠାରେ ଥିବା ଆନନ୍ଦମାର୍ଗ ଆବାସିକ ବିଦ୍ୟାଳୟ ପରିଶରରେ ଶହ ଶହ ବନ୍ୟାପ୍ରପିଡିତଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରିବା ସହିତ ଜିଲ୍ଲାପାଳ ବନ୍ୟା ପାଣ୍ଠିକୁ ଆର୍ଥିକ ସହାୟତା ଅର୍ଥଦାନ କରିବା ଭଳି ଅନେକ ଲୋକହିତକର କାର୍ଯ୍ୟରେ ସାମିଲ ହୋଇ ନିଜକୁ ଗୌରବାନ୍ୱିତ କରି ପାରିଛନ୍ତି ୤ |
ଶକ୍ତି କର୍ମଚାରୀ ସଂଘର ସ୍ୱଚ୍ଛତା,ସାଧୁତା,ନିରପେକ୍ଷତା ସର୍ବୋପରି ସଂଘର କର୍ମକର୍ତ୍ତାଙ୍କ ତ୍ୟାଗ,ନିଷ୍ଠା ଓ ବଳିଷ୍ଠ ନେତୃତ୍ୱ ଆଜି କେବଳ ଓଡିଶା ନୁହେଁ ସମଗ୍ର ଭାରତ ବର୍ଷରେ ସଂଘକୁ ପରିଚିତ କରାଇ ପାରିଛି ୤ | ଯାହା ଫଳରେ ସଂଘର ସାଧାରଣ ସଂପାଦକ ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘର ରାଜ୍ୟ ସଭାପତି ଓ କେନ୍ଦ୍ରୀୟ କାର୍ଯ୍ୟକାରୀଣି ସଦସ୍ୟ ତଥା ନିଳଗିରି ସ୍ଲିପର କର୍ମଚାରୀ ସଂଘର ସଭାପତି ଭଳି ଅନେକ ପଦପୀ ଅଳଙ୍କୃତ କରିପାରିଛନ୍ତି ୤ |
ପରିଶେଷରେ ଶକ୍ତି କର୍ମଚାରୀ ସଂଘ ଓଡିଶା ର ଜଣେ ସୁନାମ ଧନ୍ୟ , ଓଜସ୍ୱୀ ଓ ନିର୍ଭିକ ବକ୍ତା , ଓଡିଶା ବିଧାନ ସଭାର ଶ୍ରେଷ୍ଠ ବିଧାୟକ ନିତିନିଷ୍ଠ ଆଦର୍ଶ ବ୍ୟକ୍ତିତ୍ୱ ସର୍ବପରି ଅନ୍ୟାୟ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉତ୍ତଳୋନ କରୁଥିବା ଓ ଗରିବ ଶ୍ରମିକ ମାନଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିପାରୁଥିବା ଜଣେ ବ୍ୟକ୍ତିତ୍ୱକୁ ମାର୍ଗଦର୍ଶକ ଓ ମୂଖ୍ୟ ଉପଦେଷ୍ଟା ଭାବରେ ପାଇଥିବାରୁ ଏହି ସଂଘ ଗର୍ବିତ ୤ | ଏଥିପାଇଁ ଏହି ସଂଘର ପ୍ରତ୍ୟକ ସଦସ୍ୟ ତାଙ୍କଠାରେ ଚିରଋଣୀ ୤ |
ସଂଘ ସେହିମାନଙ୍କ ଠାରେ ମଧ୍ୟ ଋଣୀ ଯେଉଁମାନେ ଆର୍ଥିକ,ମାନସିକ ଓ ଶାରିରୀକ ସ୍ତରରେ ନିଃସ୍ୱାର୍ଥ ପରଭାବରେ ସଂଘର ସଂଗ୍ରାମ ଓ ପ୍ରଗତୀ ପାଇଁ ସମୟ ଓ ସେବା ଦାନକରି ସଂଘ ସହିତ ସଦାସର୍ବଦା ଶୁବେଚ୍ଛୁ ଓ ହିତାଙ୍କାକ୍ଷି ଭାବରେ ରହିଛନ୍ତି | ୤ ସେମାନଙ୍କର ବଦାନ୍ୟତା,ନିଃସ୍ୱାର୍ଥ ସେବା ଓ ତ୍ୟାଗ ପାଇଁ ସଂଘ ସେମାନଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛି ୤ |
 
== ଆଧାର ==
"https://or.wikipedia.org/wiki/ବାଲେଶ୍ୱର"ରୁ ଅଣାଯାଇଅଛି