"ବାଲେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୬୮ କ ଧାଡ଼ି:
* [[ତାଳସାରି ବେଳାଭୂମି]]
* [[କ୍ଷୀରଚୋରା ଗୋପୀନାଥ ମନ୍ଦିର]]
=='''ସଂଗଠନ'''==
ଏହି ସହରରେ ବିଭିନ୍ନ ପ୍ରକାର କଳକାରଖାନା ଏବଂ ଅନ୍ୟାନ୍ୟ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ପ୍ରକାର ଶ୍ରମିକ /କର୍ମଚାରୀ ମାନଙ୍କର ସଂଗଠନ ରହିଛି | ସେଥି ମଧ୍ୟରୁ ବିଦ୍ୟୁତ୍ ବିଭାଗ ରେ ନେସ୍କୋ ଶକ୍ତି କର୍ମଚାରୀ ସଂଘ ଅନ୍ୟତମ ୤| ଏହି ସଂଘର ମୂଖ୍ୟ କାର୍ଯ୍ୟାଳୟ ୫ଟି ଜିଲ୍ଲାକୁ ନେଇ ଥରମାଲ କଲୋନୀ,ଶୋଭାରାମ ପୁର,କଲ୍ୟାଣେଶ୍ୱର ମହାଦେବ ମନ୍ଦିର ନିକଟ ରେ ଅବସ୍ଥିତ | କେତେ ଜଣ ସଂଘ ପ୍ରେମୀ , ଉତ୍ସାହୀ ବ୍ୟକ୍ତିତ୍ୱଙ୍କ ଉଦ୍ଦ୍ୟମ,ପ୍ରଚେଷ୍ଟା ଓ ମାନସ ମନ୍ଥନ ଫଳରେ , ନେସ୍କୋରେ କାର୍ଯ୍ୟରତ ସ୍ଥାୟୀ ଓ ଅସ୍ଥାୟୀ ଶ୍ରମିକ ଓ କର୍ମଚାରୀଙ୍କର ସ୍ୱାର୍ଥ ରକ୍ଷା ପାଇଁ ୨୦୦୩ ମସିହା ନଭେମ୍ବର ୩ତାରିଖ ଦିନ ଜନ୍ମ ନେଲା ନେସ୍କୋ ଶକ୍ତି କର୍ମଚାରୀ ସଂଘ ୤ ୨୦୦୪ ମସିହା ଜାନୁଆରୀ ୨ତାରିଖ ଦିନ ଏହା ପଞ୍ଜିକୃତ ହୋଇଥିଲା , ଯାହାର ପଞ୍ଜିକରଣ ନଂ୭୯୯ କଟକ ୤ ନେସ୍କୋରେ କାର୍ଯ୍ୟରତ ସ୍ଥାୟୀ ଓ ଠିକା ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସୁରକ୍ଷା ଦେବା ସହିତ ସେମାନଙ୍କର ଅଧିକାର ଓ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ସଂଘ ପଞ୍ଜିକରଣ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଅବିରତ ସଂଗ୍ରାମ କରିଚାଲିଛି ୤ ନେସ୍କୋରେ ହେଉଥିବା ଅନ୍ୟାୟ ,ଭ୍ରଷ୍ଟାଚାର,ଦୂର୍ନିତୀ ତଥା ନେସ୍କୋ କର୍ତ୍ତୃପକ୍ଷଙ୍କର କର୍ମଚାରୀ ମାରଣ ନିତୀ ବିରୁଦ୍ଧରେ ଏହି ସଂଘ ନିର୍ଭିକ ଭାବରେ ସ୍ୱର ଉତ୍ତୋଳନ କରିଆସିଛି ଓ କରିବାକୁ ପ୍ରତିଶୃତି ବଦ୍ଧ ୤
 
୧୮୫ କ ଧାଡ଼ି:
ପରିଶେଷରେ ଶକ୍ତି କର୍ମଚାରୀ ସଂଘ ଓଡିଶା ର ଜଣେ ସୁନାମ ଧନ୍ୟ , ଓଜସ୍ୱୀ ଓ ନିର୍ଭିକ ବକ୍ତା , ଓଡିଶା ବିଧାନ ସଭାର ଶ୍ରେଷ୍ଠ ବିଧାୟକ ନିତିନିଷ୍ଠ ଆଦର୍ଶ ବ୍ୟକ୍ତିତ୍ୱ ସର୍ବପରି ଅନ୍ୟାୟ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉତ୍ତଳୋନ କରୁଥିବା ଓ ଗରିବ ଶ୍ରମିକ ମାନଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିପାରୁଥିବା ଜଣେ ବ୍ୟକ୍ତିତ୍ୱକୁ ମାର୍ଗଦର୍ଶକ ଓ ମୂଖ୍ୟ ଉପଦେଷ୍ଟା ଭାବରେ ପାଇଥିବାରୁ ଏହି ସଂଘ ଗର୍ବିତ ୤ ଏଥିପାଇଁ ଏହି ସଂଘର ପ୍ରତ୍ୟକ ସଦସ୍ୟ ତାଙ୍କଠାରେ ଚିରଋଣୀ ୤
 
ସଂଘ ସେହିମାନଙ୍କ ଠାରେ ମଧ୍ୟ ଋଣୀ ଯେଉଁମାନେ ଆର୍ଥିକ,ମାନସିକ ଓ ଶାରିରୀକ ସ୍ତରରେ ନିଃସ୍ୱାର୍ଥ ପରଭାବରେ ସଂଘର ସଂଗ୍ରାମ ଓ ପ୍ରଗତୀ ପାଇଁ ସମୟ ଓ ସେବା ଦାନକରି ସଂଘ ସହିତ ସଦାସର୍ବଦା ଶୁବେଚ୍ଛୁ ଓ ହିତାଙ୍କାକ୍ଷି ଭାବରେ ରହିଛନ୍ତି ୤ ସେମାନଙ୍କର ବଦାନ୍ୟତା,ନିଃସ୍ୱାର୍ଥ ସେବା ଓ ତ୍ୟାଗ ପାଇଁ ସଂଘ ସେମାନଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛି ୤
 
== ଆଧାର ==
"https://or.wikipedia.org/wiki/ବାଲେଶ୍ୱର"ରୁ ଅଣାଯାଇଅଛି