"ପୂର୍ଣ୍ଣିମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬ କ ଧାଡ଼ି:
* [[ଆଷାଢ଼]] ପୂର୍ଣ୍ଣିମା: [[ଗୁରୁ ପୂର୍ଣ୍ଣିମା]]: ମହର୍ଷି ବ୍ୟାସଦେବଙ୍କ ଜନ୍ମଦିନ ।
* [[ଶ୍ରାବଣ]] ପୂର୍ଣ୍ଣମୀ: ଗହ୍ମାପୂର୍ଣ୍ଣମୀ : [[ବଳରାମ]] (ବଳଦେବ)ଙ୍କର ଜନ୍ମଦିନ ।
* [[ଭାଦ୍ରବ]] ପୂର୍ଣ୍ଣିମା:[[ଇନ୍ଦୁ ଇନ୍ଦୁପୂର୍ଣ୍ଣିମାପୂର୍ଣ୍ଣିମା]], [[ଭାଗବତ ଜନ୍ମ]], [[ଭୋଦେଇ ଓଷା]]
: ପଦ୍ମପୁରାଣର ଷଷ୍ଠ ଅଧ୍ୟାୟ ଅନୁଯାୟୀ ଭଗବାନ ଶ୍ରୀ[[କୃଷ୍ଣ]] ପରମଧାମ ଗମନ କଲାପରେ, କଳିଯୁଗ ୩୦ବର୍ଷ ଭୋଗ କଲାପରେ ଭାଦ୍ରବ [[ମାସ]] [[ନବମୀ]] ତିଥିରେ ଶୁକଦେବ ରାଜା ପରୀକ୍ଷିତଙ୍କୁ ଭାଗବତ କଥା ଶୁଣାଇବା ଆରମ୍ଭ କରିଥିଲେ
: ବ୍ୟାସଙ୍କ କୃତ ଭାଗବତରେ ୩୩୫ଟି ଅଧ୍ୟାୟ, ୧୪,୦୭୯ଟି ଶ୍ଳୋକ ଓ ୧,୦୨୯ଟି ଉବାଚ ରହିଥିଲା ୤
* [[ଆଶ୍ୱିନ]] ପୂର୍ଣ୍ଣମୀ: [[କୁମାର ପୂର୍ଣ୍ଣିମା]] ବା କୁଆଁର ପୁନିଅଁ ବା କୋଜାଗର ପୂର୍ଣ୍ଣିମା
୨୪ କ ଧାଡ଼ି:
 
{{ପକ୍ଷ}}
{{ଅଧାଗଢା}}
 
[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ପକ୍ଷ]]
{{ଅଧାଗଢା}}