"ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୪୩ କ ଧାଡ଼ି:
==ମୌଳିକ କର୍ତ୍ତବ୍ୟ(Fundamental Duties)==
==ସମ୍ବିଧାନର ପଞ୍ଚସ୍ତମ୍ଭ(Five Pillars)==
ସମ୍ବିଧାନର ପ୍ରାସାଦ ପାଞ୍ଚୋଟି ସ୍ତମ୍ଭ ଉପରେ ନ୍ୟସ୍ତ ହୋଇଛି ।
#'''ନିର୍ବାଚନ କମିଶନ''' : ଏହା ଗଣତାନ୍ତ୍ରିକ ନିର୍ବାଚନ ଦ୍ୱାରା ଦେଶକୁ ବଞ୍ଚାଇ ରଖିଛି ।
#'''ଅର୍ଥ କମିଶନ''': ଏହା ସଂଘରାଷ୍ଟ୍ରର ରାଜ୍ୟମାନଙ୍କ ମଧ୍ୟରେ ସୁଷମ ଅର୍ଥ ବଣ୍ଟନ କରି ସଂଘରାଷ୍ଟ୍ରର ମୂଳଭିତ୍ତି ସୁଦୃଢ଼ କରୁଛି ।
#'''ପବ୍ଲିକ ସର୍ଭିସ କମିଶନ''' ବା ସାଧାରଣ ପ୍ରଶାସନିକ ସେବା ଆୟୋଗ: ଏହା ରାଜନୀତିର ରଙ୍ଗ ପରିବର୍ତ୍ତନ ଓ ଝଡ଼ଝଞ୍ଜା ଭିତରେ ପ୍ରଶାସନିକ ସେବା ସଂସ୍ଥାକୁ ନିରପେକ୍ଷ ଓ ସଚ୍ଚୋଟ କରି ରଖିବା ପାଇଁ କର୍ମଚାରୀ ନିର୍ବାଚନ ଓ ଦଣ୍ଡବିଧାନ କାର୍ଯ୍ୟ କରୁଛି ।
#'''ଅଡ଼ିଟର ଜେନେରାଲ''': କ୍ଷମତାରେ ଥିବା ଅଧିକାରୀମାନଙ୍କୁ ଜାତୀୟ ପାଣ୍ଠିକୁ ବରବାଦ ନ କରି ଜନତାର ଅର୍ଥର ପ୍ରହରୀ ରୂପେ କାମ କରୁଛି ।
#'''ଆଟର୍ଣ୍ଣି ଜେନେରାଲ''': ସରକାରଙ୍କ ଆଇନ ଶାସନର ବିବେକ ରୂପେ ସେ କାର୍ଯ୍ୟ କରି ଆଇନ ଶାସନକୁ ବଳବତ୍ତର ରଖିଛନ୍ତି ।
ଏହିସବୁ ସ୍ତମ୍ଭ ସରକାରଙ୍କ ଅଙ୍ଗ ହେଲେ ମଧ୍ୟ ନୀତିନିୟମର ମଙ୍ଗ ଧରି ସମ୍ବିଧାନକୁ ସୁସ୍ଥ ଓ ସବଳ କରି ବଞ୍ଚାଇଛନ୍ତି ।
==ସମ୍ବିଧାନ ସଂଶୋଧନ ପଦ୍ଧତି(Amendment Procedure)==
 
==ଅନ୍ୟାନ୍ୟ ବୈଶିଷ୍ଟ୍ୟ==
==ଆଧାର==