"ନୂଆଖାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ୨୦୧୩ ତାରିଖ
No edit summary
୮ କ ଧାଡ଼ି:
|official_name = ନୂଆଖାଇ
|nickname =
|observedby = [[ଓଡ଼ିଆ ଲୋକ[Paschim Odisha]]]
|litcolor =
|longtype =
୨୬ କ ଧାଡ଼ି:
 
== ପର୍ବ ପାଳନର ବିଶେଷତା ==
ଏହା ନୂଆଁଖାଇ ପରବ ନାମରେ ଜଣାଶୁଣା । ଧାନNuaଧାନ ଅମଳର ଖୁସିରେ [[ଚାଷୀ]] ମାନେ ଏହାକୁ ପାଳନ କରିଥାନ୍ତି ।<ref>{{cite web |url= http://articles.timesofindia.indiatimes.com/2011-09-01/bhubaneswar/29952799_1_paddy-farming-heavy-farmers-offer |title=Rain uplifts spirits on Nuakhai eve - Times Of India |first= Ashok |last= Pradhan|work=indiatimes.com |year=2011 |quote=Nuakhai is celebration of harvest |accessdate=16 September 2012}}</ref> ଏହା ସେମାନଙ୍କ ମନରେ ହରଷ ଆଣିଦେଇଥାଏ । ବର୍ଷଯାକର କଠିନ ପରିଶ୍ରମ ପରେ ନୂଆ ଧାନରେ ଭାତ ରାନ୍ଧି, ସେମାନେ ଏହାକୁ ଭଗବାନଙ୍କ ନିକଟରେ ଅର୍ପଣ କରି ଏହି ଦିନରୁ ଖାଇବା ଆରମ୍ଭ କରୁଥିବାରୁ ଏହାକୁ ନୂଆଖାଇ ବୋଲି କୁହାଯାଇଥାଏ । ଏଥି ନିମନ୍ତେ ଆଗରୁ "ଲଗନ" ବା "[[ତିଥି]]" ନିର୍ଣ୍ଣୟ କରି ପୂଜା ଆଦି ସହ [[ଆରିସା ପିଠା]] ଆଦିର ଭୋଗ କରାଯାଇଥାଏ ।
 
== ଲଗ୍ନ ==
"https://or.wikipedia.org/wiki/ନୂଆଖାଇ"ରୁ ଅଣାଯାଇଅଛି