"ପୂର୍ଣ୍ଣିମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୬ କ ଧାଡ଼ି:
* [[ଆଷାଢ଼]] ପୂର୍ଣ୍ଣିମା: [[ଗୁରୁ ପୂର୍ଣ୍ଣିମା]]: ମହର୍ଷି ବ୍ୟାସଦେବଙ୍କ ଜନ୍ମଦିନ ।
* [[ଶ୍ରାବଣ]] ପୂର୍ଣ୍ଣମୀ: ଗହ୍ମାପୂର୍ଣ୍ଣମୀ : [[ବଳରାମ]] (ବଳଦେବ)ଙ୍କର ଜନ୍ମଦିନ ।
* [[ଭାଦ୍ରବ]] ପୂର୍ଣ୍ଣିମା: ଇନ୍ଦୁପୂର୍ଣ୍ଣିମା, : [[ଭାଗବତ ଜନ୍ମ]], [[ଭୋଦେଇ ଓଷା]]
: ପଦ୍ମପୁରାଣର ଷଷ୍ଠ ଅଧ୍ୟାୟ ଅନୁଯାୟୀ ଭଗବାନ ଶ୍ରୀ[[କୃଷ୍ଣ]] ପରମଧାମ ଗମନ କଲାପରେ, କଳିଯୁଗ ୩୦ବର୍ଷ ଭୋଗ କଲାପରେ ଭାଦ୍ରବ [[ମାସ]] [[ନବମୀ]] ତିଥିରେ ଶୁକଦେବ ରାଜା ପରୀକ୍ଷିତଙ୍କୁ ଭାଗବତ କଥା ଶୁଣାଇବା ଆରମ୍ଭ କରିଥିଲେ ୤
: ବ୍ୟାସଙ୍କ କୃତ ଭାଗବତରେ ୩୩୫ଟି ଅଧ୍ୟାୟ, ୧୪,୦୭୯ଟି ଶ୍ଳୋକ ଓ ୧,୦୨୯ଟି ଉବାଚ ରହିଥିଲା ୤
୧୫ କ ଧାଡ଼ି:
* [[ପୌଷ]] ପୂର୍ଣ୍ଣିମା: ଏ ଦିନ ଶ୍ରୀ ଜଗନ୍ନାଥଙ୍କର ପୁଷ୍ୟାଭିଷେକ ଉତ୍ସବ କରାଯାଏ ।
* [[ମାଘ ପୂର୍ଣ୍ଣମୀ]]: [[ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା]] ବା [[ଅଇଘରା ପୂର୍ଣ୍ଣିମା]] ବା ଅଗିରା ପୂର୍ଣ୍ଣିମା ।
 
== ଆଧାର ==
{{ଆଧାର}}