"ଆଶାରାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ଆସାରାମ ବାପୁ ପୃଷ୍ଠାଟି ଆଶାରାମ ବାପୁକୁ ଘୁଞ୍ଚାଇଲେ: ବନାନ
୨୪ କ ଧାଡ଼ି:
ଆସାରାମଙ୍କ ଜନ୍ମ [[ସିନ୍ଧୁ ପ୍ରଦେଶ]]ର [[ନବାବଶାହ ଜିଲ୍ଲା]]ର ବେରାନି ଗ୍ରାମରେ ୧୯୪୧ ମସିହା ଅପ୍ରିଲ ୧୭ ତାରିଖରେ ହେଇଥିଲା। ତାଙ୍କ ପିତା ଥାଉମଲଜୀ ସିରୁମଲାନି ଜଣେ ଜମିଦାର ଥିଲେ।
 
କୁହାଯାଏ ଯେ ଆସାରାମଙ୍କ ବାଲ୍ୟ ଜୀବନ ଅତ୍ୟନ୍ତ କଷ୍ଟକର ଥିଲା। ଅଖଣ୍ଡ ଭାରତର ବିଭାଜନ ସମୟରେ ସେ ନିଜ ଜନ୍ମ ଭୂମି ଛାଡି ପରିବାର ସହିତ ୧୯୪୭ ମସିହାରେ ଅହମଦାବାଦ ସହରକୁ ଆସିଥିଲେ। ଥାଉମଲଜୀ ପ୍ରଥମେ ନିଜର ପରିବାରର ଭରଷ ପୋଷଣ ପାଇଁ କାଠ ଓ କୋଇଲା ବ୍ୟବସାୟ କରୁଥିଲେ । <ref>http://epaper.divyabhaskar.co.in/index.php?editioncode1/</ref>
 
==ଆଶ୍ରମ==
==ବିବାଦ==
"https://or.wikipedia.org/wiki/ଆଶାରାମ"ରୁ ଅଣାଯାଇଅଛି