"ଦେବଦାସୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ୤ > ।, ଅନ୍ୟ ଉଇକିପ୍ରସଙ୍ଗ ସହ ସଂଜୋଗ
ସଜାଣି, ବାହାର ତଥ୍ୟ, ଅନ୍ୟ ପ୍ରସଙ୍ଗ ସହିତ ଲିଙ୍କ ସଂଯୋଗ
୧ କ ଧାଡ଼ି:
{{ଛୋଟ|Devadasi}}
ଦେବାଦେବୀଙ୍କ ମନ୍ଦିରର ନୃତ୍ୟାଙ୍ଗନାମାନଙ୍କୁ ଦେବଦାସୀ କହାଯାଏ । ରାଜସଭାର ରାଜ ନର୍ତ୍ତକୀମାନଙ୍କ ଅନୁକରଣରେ ବିଭିନ୍ନ ମନ୍ଦିରରେ ଦେବଦାସୀ ପ୍ରଥାର ପ୍ରଚଳନ। ମର୍ତ୍ତ୍ୟରେ ଦେବତାମାନଙ୍କ ପ୍ରତି ଏମାନଙ୍କ ନୃତ୍ୟ ଓ ଜୀବନଶୈଳୀ ଉତ୍ସର୍ଗ । ଏହି ପୁରାତନ ପ୍ରଥା ରାଜ୍ୟ, ଦେଶ ଓ ବିଶ୍ୱର ବହୁମନ୍ଦିରରେ ପ୍ରଚଳିତ ଥିଲା । ପରବର୍ତ୍ତୀ ସମୟରେ ଏହି ଦିବ୍ୟାନୁଭୂତି ସମର୍ପିତ କଳା ଲୁପ୍ତପ୍ରାୟ ହେବାକୁ ବସିଲାଣି ।
[[File:Devadasi 1920s.JPG|thumb|୧୯୨୦ମସିହାରେ ଉଠାଯାଇଥିବା ଦୁଇ ଜଣ ଦେବଦାସୀଙ୍କ ଫୋଟଚିତ୍ର]]
ଦେବାଦେବୀଙ୍କ ମନ୍ଦିରର ନୃତ୍ୟାଙ୍ଗନାମାନଙ୍କୁ '''ଦେବଦାସୀ''' କହାଯାଏକୁହାଯାଏ । ରାଜସଭାର ରାଜ ନର୍ତ୍ତକୀମାନଙ୍କ ଅନୁକରଣରେ ବିଭିନ୍ନ ମନ୍ଦିରରେ ଦେବଦାସୀ ପ୍ରଥାର ପ୍ରଚଳନ। ମର୍ତ୍ତ୍ୟରେ ଦେବତାମାନଙ୍କ ପ୍ରତି ଏମାନଙ୍କ ନୃତ୍ୟ ଓ ଜୀବନଶୈଳୀ ଉତ୍ସର୍ଗ । ଏହି ପୁରାତନ ପ୍ରଥା ରାଜ୍ୟ, ଦେଶ ଓ ବିଶ୍ୱର[[ବିଶ୍ଵ]]ର ବହୁମନ୍ଦିରରେ ପ୍ରଚଳିତ ଥିଲା । ପରବର୍ତ୍ତୀ ସମୟରେ ଏହି ଦିବ୍ୟାନୁଭୂତି ସମର୍ପିତ କଳା ଲୁପ୍ତପ୍ରାୟ ହେବାକୁ ବସିଲାଣି ।
==ଇତିହାସ==
ମନ୍ଦିର ଗୁଡ଼ିକରେ ଦେବଦାସୀ ପ୍ରଥା କେବଳ ଭାରତରେ[[ଭାରତ]]ରେ ନୁହେଁ ପୃଥିବୀର ଅନ୍ୟାନ୍ୟ ଦେଶରେ ଯଥା [[ଗ୍ରୀସ]]ର ଭେନସ ଦେବୀଙ୍କ ମନ୍ଦିରରେ, [[ମିଶର]]ର ଓରିସସ୍ ଓ ଆଇରିସ୍ ମନ୍ଦିରରେ ପ୍ରଚଳିତ ଥିଲା । ସୌରାଷ୍ଟ୍ରର ପ୍ରଖ୍ୟାତ [[ସୋମନାଥ|ସୋମନାଥ ମନ୍ଦିର]]ରେ ଚତୁର୍ଥ/ପଞ୍ଚମ ଶତାବ୍ଦୀରେ ମହାଦେବଙ୍କ ସମ୍ମୁଖରେ ଦେବଦାସୀମାନେ ତାଣ୍ଡବ ନୃତ୍ୟ କରୁଥିଲେ । ଦାକ୍ଷିଣାତ୍ୟର ଚୋଳ, ଚାଲୁକ୍ୟ, ରାଷ୍ଟ୍ରକୂଟ ଓ ପଲ୍ଲବ ବଂଶୀୟ ରାଜାମାନେ ଶିବ ଓ ବିଷ୍ଣୁ ମନ୍ଦିରରେ ନୃତ୍ୟାଙ୍ଗନା ଦେବଦାସୀ ନିଯୁକ୍ତ କରିବାର ପ୍ରମାଣ ମିଳେ । ଅଷ୍ଟମ ଶତାବ୍ଦୀରେ ଉଦ୍ୟତକେଶରୀଙ୍କ ମାତା କଳାବତୀଙ୍କ ଦ୍ୱାରା ନିର୍ମିତ ଭୁବନେଶ୍ୱରସ୍ଥ ବ୍ରହ୍ମେଶ୍ୱର ଶିବ ମନ୍ଦିରର ଶିଳାଲେଖା ଅନୁଯାୟୀ ଶିବଙ୍କ ଆଗରେ ଦେବଦାସୀମାନେ ନୃତ୍ୟ କରୁଥିଲେ । ତତ୍‌ପୂର୍ବରୁ ଭାରତୀୟ ସମାଜର ନଗର ଓ ଜନପଦରେ ନଗରବଧୂଙ୍କ ନୃତ୍ୟ ଆଦର ଲାଭ କରିଥିଲା । ଅଷ୍ଟମ ଶତାବ୍ଦୀରେ ତନ୍ତ୍ର ସାଧକଙ୍କ ଦ୍ୱାରା ବାମାଚାରୀ ତାନ୍ତ୍ରିକମାନେ ସର୍ବପ୍ରଥମେ ନାରୀଙ୍କ ଦ୍ୱାରା ଅଭିଚାରିତ କର୍ମ ସମ୍ପାଦନ କରୁଥିଲେ । ମର୍ତ୍ତ୍ୟରେ ମଧ୍ୟ ଦେବତାମାନଙ୍କ ପ୍ରତି ଉତ୍ସର୍ଗୀକୃତ ଥିଲେ ଦେବଦାସୀମାନେ । ‘ବାଚସ୍ପତ୍ୟମ୍’ ଗ୍ରନ୍ଥରେ ଲେଖାଅଛି, ‘ଦେବଂ ଇନ୍ଦ୍ରିୟଂ ଯାସ୍ମୋତିଦାସ ବଧେୟଣ୍- ଦେବାୟ କ୍ରୀଡ଼ାତୈ ଦାସିକ’ । ଅର୍ଥାତ୍ ଯେଉଁ ଅଙ୍ଗନାମାନେ ନିଜର ବାସନା ବା ଇନ୍ଦ୍ରିୟକୁ ଦମନ କରି ନିଜକୁ ଦେବତାଙ୍କ କ୍ରୀଡ଼ାରେ ନିଯୁକ୍ତ କରିଥାନ୍ତି, ସେମାନେ ହେଲେ ଦେବଦାସୀ । ବୈଷ୍ଣବୀୟ ମତରେ ଦେବଦାସୀମାନେ ହେଲେ ଭଗବାନଙ୍କ ନିତ୍ୟରାସର ଆହ୍ଲାଦିନୀ ଶକ୍ତି ରାଧାଙ୍କ ବିକଳ୍ପ ।
==[[ଜଗନ୍ନାଥ ମନ୍ଦିରରେମନ୍ଦିର]]ରେ ଦେବଦାସୀ ପରମ୍ପରା ==
ଚନ୍ଦ୍ରଦତ୍ତଙ୍କ ଭକ୍ତିମାଳା ଗ୍ରନ୍ଥରେ ଉଲ୍ଲେଖ ଅଛି- : ‘ଦେବ ଦେବ ଜଗନ୍ନାଥ ଦେବଶର୍ମା ବ୍ରବିଦ୍ ବତଃ ଦେବ ଦେବ ଜଗନ୍ନାଥ ପ୍ରସାଦ ଫଳିତୋ ମମ । ପ୍ରଥମ ତନୟା ଜାତା ପୁତ୍ରାସୁ ତଦରନ୍ତରମ୍ ଅତି ପ୍ରତିଶ୍ରୁତାଂ କନ୍ୟା କଦାପି ପ୍ରତିଗୃହୀତମ୍ ’ ।

ଏଥିରୁ ଜଣାଯାଏ ଦାକ୍ଷିଣାତ୍ୟର ଦେବଶର୍ମା ନାମକ ଜନୈକ ବ୍ରାହ୍ମଣ, ପୁତ୍ର ଲାଭ ପାଇଁ ନିଜର ପ୍ରଥମ କନ୍ୟା ପଦ୍ମାବତୀଙ୍କୁ ଦେବଦାସୀ ରୂପେ [[ଜଗନ୍ନାଥ]]ଙ୍କୁ ସମର୍ପଣ କରିଥିଲେ । ଓଡ଼ିଶାକୁ[[ଓଡ଼ିଶା]]କୁ ଗଙ୍ଗବଂଶୀୟ ରାଜାମାନେ ଅଧିକାର କଲାବେଳେ ଏକାଦଶ ଶତାବ୍ଦୀରେ ଏହି ଦେବଦାସୀ ପ୍ରଥା ପୁରୀ[[ଜଗନ୍ନାଥ ମନ୍ଦିରରେମନ୍ଦିର|ପୁରୀମନ୍ଦିର]]ରେ ପ୍ରଚଳିନ କରିଥିଲେ । ସେମାନେ ଦାକ୍ଷିଣାତ୍ୟର ଲୋକ ହୋଇଥିବାରୁ ଏହି ପ୍ରଥା ଦାକ୍ଷିଣାତ୍ୟରୁ ଆସିଥିଲା ବୋଲି ଅନେକ ମନେ କରନ୍ତି । ରାଜା ଚୋଡ଼ଗଙ୍ଗଦେବ ସମ୍ଭବତଃ ଥିଲେ [[ଜଗନ୍ନାଥ ମନ୍ଦିର]]ରେ ମାହାରୀ ନୃତ୍ୟର ପ୍ରବର୍ତ୍ତକ । [[ମାଦଳା ପାଞ୍ଜି]]କୁ ଛାଡ଼ିଦେଲେ ଜଗନ୍ନାଥଙ୍କ ମନ୍ଦିରରେ ଦେବଦାସୀ ପ୍ରଥା ପ୍ରଚଳନର ପ୍ରଥମ ଲିଖିତ ପ୍ରମାଣଟି ମିଳେ ଦିଲ୍ଲୀର[[ଦିଲ୍ଲୀ]]ର ସୁଲତାନ [[ଫିରୋଜ ସାହଶାହ ତୋଗଲକଙ୍କତୋଗଲକ]]ଙ୍କ ୧୩୬୧ ମସିହାରେ ଓଡ଼ିଶା ଆକ୍ରମଣ ବିବରଣୀରୁ । [[ଚୈତନ୍ୟ ମହାପ୍ରଭୁ|ଚୈତନ୍ୟଦେବ]]ଙ୍କ ସମୟରେ ଏହାର ପ୍ରଚଳନ ଥିଲା ବୋଲି ଜାଣିବାକୁ ମିଳେ ‘ଚୈତନ୍ୟ ଚରିତାମୃତରୁ’ । ଏହି ଗ୍ରନ୍ଥରେ ଅଛି, ‘ଜଗନ୍ନାଥ ମନ୍ଦିରତେ ଗାୟିକା ନର୍ତ୍ତକୀ... ସେଇ କାଳେ ଦେବାଦୀ ଲାଗିଲା ଗାଇତେ ।’ [[ଓଡ଼ିଶୀ]] ନୃତ୍ୟ ବା [[ମାହାରୀ ନୃତ୍ୟ]] ହେଉଛି ଉତ୍କଳୀୟ ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ, [[ଓଡ଼ିଆ]] ଜାତିର ଏକ କଳାତ୍ମକ ବୈଶିଷ୍ଟ୍ୟ । ଏହି ନୃତ୍ୟକୁ ଓଡ଼ିଶାରେ କେବଳ ଦେବଦାସୀମାନେ ନୁହନ୍ତି, ଗୋଟିପୁଅମାନେ ବି ବଞ୍ଚାଇ ରଖିଥିଲେ । ଏହା ଆଜି ମନ୍ଦିର ବା ରାଜବାଟୀରେ ମଧ୍ୟରେ ଆବଦ୍ଧ ନୁହେଁ । ସାରା ବିଶ୍ୱରେ ଏହି ନୃତ୍ୟ ଆଦର ଲାଭ କରିଛି । ଦେବଦାସୀ ପ୍ରଥାର ଅବସାନ ଘଟିଥିଲେ ସୁଦ୍ଧା ସେମାନଙ୍କ ନୃତ୍ୟ ପରମ୍ପରା ବିଲୁପ୍ତ ହୋଇନାହିଁ ।<ref>ଅଶୋକ କୁମାର ପଟ୍ଟନାୟକ, ସଂଚାର, ଶୁକ୍ରବାର ୧୨ ଜୁଲାଇ ୨୦୧୩ </ref>
==ଆଧାର==
{{ଆଧାର}}
==ବାହାର ତଥ୍ୟ==
{{commons category}}
*[http://www.samarthbharat.com/files/devadasihistory.pdf Devadasis - Sinned or Sinned Against?] by Anil Chawla.
*[http://www.kamat.com/kalranga/people/yellamma/yellamma.htm Given to Goddess] - Article on the Yellama Cult of India, 31, July, 2000
*[http://news.bbc.co.uk/2/hi/south_asia/6729927.stm ''Slaves to the goddess of fertility''] by Damian Grammaticas - ''BBC News'', 8 June 2007
*[http://www.newyorker.com/reporting/2008/08/04/080804fa_fact_dalrymple Serving the Goddess, The dangerous life of a sacred sex worker] by William Dalrymple. ''The New Yorker'', 4 August 2008
"https://or.wikipedia.org/wiki/ଦେବଦାସୀ"ରୁ ଅଣାଯାଇଅଛି