"ବାହାଈ ଧର୍ମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ୤ > ।, ସଜାଣି, ଛବି
ବାହାର ତଥ୍ୟ, ଅନ୍ୟ ପ୍ରସଙ୍ଗ ସହ ଲିଙ୍କ ସଂଯୋଗ
୧ କ ଧାଡ଼ି:
{{ଛୋଟ|Bahá'í Faith}}
[[File:New delhi temple.jpg|thumb|alt=ପଦ୍ମ ମନ୍ଦିର, (ବାହାଈ ଉପାସନା ଗୃହ) |upright=1.25|ପଦ୍ମ ମନ୍ଦିର (ବାହାଈ ଉପାସନା ଗୃହ), ନୂଆଦିଲ୍ଲୀ]]
[[ଇରାନ]] (ପର୍ସିଆ)ରେ ମୁଖ୍ୟତଃ ସିଆ ମୁସଲମାନମାନେ[[ମୁସଲମାନ]]ମାନେ ବାସ କରନ୍ତି । ସେଠାରେ ୧୮୫୨ ମସିହାରେ ମିର୍ଜା ହୁସୈନ ଆହି ନାମକ ଜଣେ ୩୫ ବର୍ଷ ବୟସର ଯୁବକ ଜେଲରୁ ଘୋଷଣା କଲେ ଯେ ସେ ହିଁ ହେଉଛନ୍ତି ଈଶ୍ୱରଙ୍କର ଏକ ନୂତନ ଅବତାର । ତା’ପରେ ସେ ନିଜକୁ ବାହାଉଲ୍ଲା ଅର୍ଥାତ୍ ଈଶ୍ୱରଙ୍କ ଯଶସ୍ୱୀ ଅବତାର ବୋଲି ଘୋଷଣା କରିବାରୁ ତାଙ୍କୁ ଇରାନ୍ ରୁ ବିତାଡ଼ିତ କରିଦିଆଗଲା । ନିର୍ବାସନ ଓ ବିତାଡ଼ିତ ଜୀବନରେ ମଧ୍ୟ ତାଙ୍କର ଜୀବଦ ଓ ଦର୍ଶନ ପ୍ରତି ଆକୃଷ୍ଟ ହୋଇ ଅନେକ ମୁସଲମାନ, ଖ୍ରୀଷ୍ଟିଆନ୍[[ଖ୍ରୀଷ୍ଟିଆନ]] ଏବଂ [[ଇହୁଦି]] ଲୋକମାନେ ତାଙ୍କର ଆଦର୍ଶକୁ ଅନୁସରଣ କରିବାକୁ ଲାଗିଲେ । ଏହି ପ୍ରକାର ପରିସ୍ଥିତିରୁ ଉନବିଂଶ ଶତାବ୍ଦୀରେ ପୃଥିବୀର[[ପୃଥିବୀ]]ର କନିଷ୍ଟତମ ଧର୍ମ ବାହାଈ ପନ୍ଥା ବା ଧର୍ମ ସୃଷ୍ଟି ହୋଇ କ୍ରମେ କ୍ରମେ ବିଭିନ୍ନ ଦେଶରେ ପରିବ୍ୟାପ୍ତ ହେବାକୁ ଲାଗିଲା । ତାଙ୍କ ଧର୍ମରେ ଦୁଇଟି ପ୍ରଧାନ ପୁସ୍ତକ ଅଛି । (୧) ସାତୋଟି ଉପତ୍ୟକା (୨) କିତାବ-ଇ-ଅଖତାବ । ବାହାଈମାନେ ସାଧାରଣତଃ ବଡ଼ ଉଦାରଧର୍ମୀ ଏବଂ ମାନବିକତା, ଆଦର୍ଶ ପ୍ରଚାର କରନ୍ତି । ତାଙ୍କର ତତ୍ତ୍ୱ ଏବଂ ଦର୍ଶନ ସଂକ୍ଷେପରେ ଦିଆଯାଇଛି-
# ଆମେମାନେ ସମସ୍ତେ ଯେଝା ମାର୍ଗରେ ସତ୍ୟର ଅନୁସନ୍ଧାନ କରିବା ଆବଶ୍ୟକ
# କୌଣସି ପ୍ରକାର ଅନ୍ଧବିଶ୍ୱାସ ଦ୍ୱାରା ଆମେ ପ୍ରଭାବିତ ନହେଲେ ଭଲ
୧୧ କ ଧାଡ଼ି:
ଏହିଭଳି ଉଦାର, ମାନବିକତା ଧର୍ମର ମନୋଭାବ ଯୋଗୁଁ ବାହାଈପନ୍ଥୀମାନେ କଠୋରପନ୍ଥୀମାନଙ୍କ ଦ୍ୱାରା ନିର୍ଯାତିତ ଓ ନିହତ ହେଉଥିବାରୁ ହଜାର ହଜାର ସଂଖ୍ୟାରେ ଇରାନ୍ ରୁ ପଳାଇଯାଇ ଅନ୍ୟ ଦେଶରେ ବସବାସ କରୁଛନ୍ତି ।<ref>ଡା. କବିପ୍ରସାଦ ମିଶ୍ର, ରବିବାର ସମାଜ, ପୃଷ୍ଠା-୭, ମେ୨୦-୨୬, ୨୦୧୨ </ref>
 
ଦିଲ୍ଲୀରେ[[ଦିଲ୍ଲୀ]]ରେ ଥିବା ‘ପଦ୍ମ ମନ୍ଦିର’ ଟି ବାହାଈ ଧର୍ମର ଉପାସନା ଗୃହ ଅଟେ । ଫୁଟିଥିବା ପଦ୍ମ ଆକାରର ଏହି ସଂପୂର୍ଣ୍ଣ ଶଙ୍ଖ ମଲମଲ ପଥରରେ ନିର୍ମିତ ଉପାସନା ଗୃହ ପୃଥିବୀର ଏକ ବିସ୍ମୟ ସୃଷ୍ଟି । ଏହି ମନ୍ଦିରରେ ବ୍ୟବହୃତ ହୋଇଥିବା ପ୍ରତ୍ୟେକ ଖଣ୍ଡ ଶଙ୍ଖ ମଲମଲ ପଥର କମ୍ପ୍ୟୁଟର ଦ୍ୱାରା ମାପଚୁପ ହୋଇ ନିର୍ମିତ ହୋଇଛି । କୋଟି କୋଟି ଟଙ୍କାରେ ନିର୍ମିତ ଏହି ବିରାଟ ମନ୍ଦିର ପ୍ରକଳ୍ପ ଏବଂ ଏହାର ଅତି ସୁନ୍ଦର ପରିବେଶ ଆଧୁନିକ ଯୁଗରେ ନିର୍ମାଣ ଦୃଷ୍ଟିରୁ ଏବଂ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏକ ବିରାଟ ଓ ମହାନ ସୃଷ୍ଟି ।
==ଆଧାର==
{{ଆଧାର}}
==ବାହାର ତଥ୍ୟ==
{{Sister project links|d=Q22679|species=no|voy=no|n=Portal:Bahá'í Faith|s=Category:Bahá'í Faith|m=no}}
*[http://www.bahai.org/ The Bahá'í Faith]&nbsp;– The international website of the Bahá'ís of the world
*{{Dmoz|Society/Religion_and_Spirituality/Baha'ism/}}