"ସୋରଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୭୦ କ ଧାଡ଼ି:
| registration_plate = OR-07/OD-07
| website =
| footnotes = [[Shashi Bhusana Charitamhttp://en.wikipedia.org/wiki/Shashi_Bhusana_Charitam]] }}
 
"ସୋରଡ଼ା" ଏକ ପ୍ରମୁଖ ସହର (ବିଜ୍ଞାପିତ ଅଞ୍ଚଳ ପରିଷଦ) । ଯାହାକି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡରେ ଥିବା ସୋରଡ଼ା ବ୍ଲକ୍ ମଧ୍ୟରେ ଅବସ୍ଥିତ । ଏହା [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ ଜିଲ୍ଲାର]] ଏକ ବୃହତ୍ତମ ବ୍ଲକ୍ । ସୋରଡ଼ା ବ୍ଲକ୍ ର କ୍ଷେତ୍ରଫଳ ପ୍ରାୟ ୨୬୬୩.୮୯ ବର୍ଗ କି.ମି. ଅଟେ। ସୋରଡ଼ା ବ୍ଲକ୍ ମୋଟ ୩୬୪ଟି ଗ୍ରାମ, ୨୫ଟି ଗ୍ରାମ ପଞ୍ଚାୟତ ଓ ସୋରଡ଼ା (ବିଜ୍ଞାପିତ ଅଞ୍ଚଳ ପରିଷଦ)କୁ ନେଇ ଗଠିତ।
"https://or.wikipedia.org/wiki/ସୋରଡ଼ା"ରୁ ଅଣାଯାଇଅଛି