"ସୋରଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୩୯ କ ଧାଡ଼ି:
| established_title = ସୁରାଡ଼ା
| established_date = 1474
| founder = ରାଜା ଷଣ୍ଡଧନୁଷଣ୍ଢଧନୁ ସିଂ(ଅଭୟ)
| named_for = ମନ୍ଦିର ମାଳିନୀ ହୋଇଥିବା ଯୋଗୁଁ !
| government_type = ଗଣତନ୍ତ୍ରବାଦୀ
୭୨ କ ଧାଡ଼ି:
| footnotes = [[Shashi Bhusana Charitam]] }}
 
"ସୋରଡ଼ା" ଏକ ପ୍ରମୁଖ ସହର (ବିଜ୍ଞାପିତ ଅଞ୍ଚଳ ପରିଷଦ) । ଯାହାକି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡରେ ଥିବା ସୋରଡ଼ା ବ୍ଲକ୍ ମଧ୍ୟରେ ଅବସ୍ଥିତ । ଏହା [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ ଜିଲ୍ଲାର]] ଏକ ବୃହତ୍ତମ ବ୍ଲକବ୍ଲକ୍ । ସୋରଡ଼ା ବ୍ଲକ୍ ର କ୍ଷେତ୍ରଫଳ ପ୍ରାୟ ୨୬୬୩.୮୯ ବର୍ଗ କି.ମି. ଅଟେ। ସୋରଡ଼ା ବ୍ଲକ୍ ମୋଟ ୩୬୪ଟି ଗ୍ରାମ, ୨୫ଟି ଗ୍ରାମ ପଞ୍ଚାୟତ ଓ ସୋରଡ଼ା (ବିଜ୍ଞାପିତ ଅଞ୍ଚଳ ପରିଷଦ)କୁ ନେଇ ଗଠିତ।
 
==ସୋରଡ଼ା ବ୍ଲକ୍ ମଧ୍ୟରେ ଥିବା ଗ୍ରାମ ପଞ୍ଚାୟତ==
୮୧ କ ଧାଡ଼ି:
 
== ଇତିହାସ ==
ଏହା ଏକ ଐତିହାସିକ ସ୍ଥଳୀ ଅଟେ। ପୂର୍ବେ ଏଠାକାର ନାମ "ସୁରାଡା ଗଡ଼" ଥିଲା। ଯାହାକି ସେହି ସମୟରେ [[ଓଡ଼ିଶା]]ର ଏକ ଗଡ଼ଜାତ ଅଞ୍ଚଳ ଥିଲା। ସୁରାଡା଼ ଏକ ଯୁକ୍ତାକ୍ଷର ଶବ୍ଦ ଯାହାକି ଦୁଇଟି ସଂସ୍କୃତ ପଦରୁ ଆନୀତ ଯଥା ସୁର + ଅଡ୍ଡା = ସୁରାଡା (ସୁର = ଦେବତା, ଅଡ୍ଡା = ସ୍ଥଳୀ)। ଏଣୁ ସୁରାଡା଼ ଶବ୍ଦର ଅର୍ଥ ହେଲା "ଦେବତାଙ୍କ ସ୍ଥଳୀ"। ଅନୁମାନ କରାଯାଏ କି ଏହା ଏକ ଦେବାଦେବୀ ସ୍ଥଳୀ ହୋଇଥିବା ଯୋଗୁଁ ଏହାର ନାମକରଣ ଏପରି କରାଯାଇଥିଲା। ସୁରାଡା଼ ଗଡ଼କୁ ଏଠାକାର ପ୍ରଥମ ରାଜା ଷଣ୍ଢଧନୁ ସିଂ ୧୪୭୪ ମସିହାରେ ନିର୍ମାଣ କରିଥିଲେ। ପ୍ରଥମେ ଏହି ରାଜ୍ୟ "ଖିଡିସିଙ୍ଗି" ରାଜ୍ୟର ଅଧିନରେ ଥିଲା। କିନ୍ତୁ ପରେ ଖିଡିସିଙ୍ଗିର ଶେଷ ରାଜା "ବଳିୟାର ସିଂ" ନିଜ ରାଜ୍ୟକୁ ୧୫୭୪ରେ ଚାରି ଭାଗରେ ବିଭାଜନ କରି ନିଜ ଚାରି ପୁଅମାନଙ୍କ ମଧ୍ୟରେ ବାଣ୍ଟିଦେଲେ। ଫଳରେ ବଡ଼ଗଡ଼, ଧରାକୋଟ୍ଟ, ସୁରାଡା଼ ଏବଂ ଶେରଗଡ଼ ନାମରେ ନୁଆ ଗଡ଼ଜାତର ଅଭ୍ୟୁତ୍ଥାନ ଘଟିଲା। ବର୍ତ୍ତମାନ ବଡ଼ଗଡ଼ ଏକ ଗାଁର ଆଖ୍ୟା ପାଇ ସୋରଡା଼ ବ୍ଲକ୍ ମଧ୍ୟରେ ରହିଛି ଓ ଧରାକୋଟ୍ଟ ଏବଂ ଶେରଗଡ଼ ଦୁଇଟି ଭିନ୍ନ ବ୍ଲକ୍ ଭାବେ ଗଞ୍ଜାମ ଜିଲ୍ଲାରେ ରହିଛି। ଯେଉଁ ସମୟରେ ଇଂରେଜ୍ ମାନେ ସୁରାଡାକୁ ନିଜ ଅଧୀନକୁ ଆଣିଲେ ସେହି ସମୟରେ ଏହାକୁ ଅବିଭାଜିତ ଗଞ୍ଜାମ ଜିଲ୍ଲା ମଧ୍ୟରେ ରଖି ମାଡ୍ରାସ୍ ପ୍ରେସିଡେନ୍ସିର ଶାସନ କ୍ଷମତାରେ ରଖାଗଲା। ଯାହାକି List of zamindari estates in Madras Presidency ରେ ସଂପୂର୍ଣ ଭାବେ ଲେଖାଯାଇଛି[[http://en.wikipedia.org/wiki/List_of_zamindari_estates_in_Madras_Presidency]]।
 
==ଦର୍ଶନୀୟ ସ୍ଥାନ==
== ଆଧାର ==
"https://or.wikipedia.org/wiki/ସୋରଡ଼ା"ରୁ ଅଣାଯାଇଅଛି