"ଉଇକିପିଡ଼ିଆ:ଆଲୋଚନା ସଭା/Archive 1" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୮୭ କ ଧାଡ଼ି:
 
ଏହି ମାସ ୭ ତାରିଖରୁ ୧୧ ତାରିଖ ଯାଏଁ ହଂକଂ ଠାରେ ଉଇକିମିଡ଼ିଆ ପ୍ରକଳ୍ପମାନ‌ଙ୍କର ସମ୍ପାଦକ, ମିଡ଼ିଆଉଇକି ସମ୍ବନ୍ଧିତ ଓପନସୋର୍ସ ଆନ୍ଦୋଳନରେ ଭାଗନେଉଥିବା ଅନେକ ଯୋଗଦାନ‌କାରୀଙ୍କ ବାର୍ଷିକ ସମାବେଶ "ଉଇକିମାନିଆ" ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦେଇ ଇଣ୍ଡିକ ଭାଷାଗୋଷ୍ଠୀର ଅନେକ ସମ୍ପାଦକ ତ‌ଥା ବିଶ୍ୱର ବାକି ଭାଷାର ଉଇକିମିଡ଼ିଆ ପ୍ରକଳ୍ପର ସମ୍ପାଦକମାନ‌ଙ୍କ ସ‌ହ ବିଚାର ଆଲୋଚନା କରିବାର ସୁଯୋଗ ମିଳିଥିଲା । ଓଡ଼ିଆ ଉଇକିପିଡ଼ିଆ ତରଫରୁ ଅନ୍ୟତମ ପୁରାତନ ସଭ୍ୟ ଶ୍ରୀକାନ୍ତ କେଡ଼ିଆଙ୍କୁ ବୃତ୍ତି ମିଳିଥିଲେ ମଧ୍ୟ ବ୍ୟକ୍ତିଗତ କାରଣବଶତଃ ସେ ଆସିପାରିନ‌ଥିଲେ । ତେବେ ଏହି ଉଇକିମାନିଆରେ ଯାହା ସବୁ ଆଲୋଚନା ହେଲା ତାହା ସମସ୍ତଙ୍କର କାମରେ ଆସିବ । ଓଡ଼ିଆ ଉଇକିପିଡ଼ିଆର ବର୍ତ୍ତମାନର ସ୍ଥିତି ତ‌ଥା ଆଗାମୀ ଯୋଜନାକୁ ଏହି ସମାବେଶରୁ ଆହରିତ ଅନୁଭୂତି କିଛି ପରିମାଣରେ ସାହାଯ୍ୟ କରିବ । ଏହା ବ୍ୟତୀତ ଆମର ପ୍ରକଳ୍ପମାନଙ୍କର ଅଧୁନା ସ୍ଥିତି ଓ ଆଗାମୀ ଯୋଜନା ଆଦି ବାବଦରେ ଆଲୋଚନା କରିବା ନିମନ୍ତେ ଏକ IRC (Internet Relay Chat) ଆଲୋଚନାର ପ୍ରସ୍ତାବ ମୁଁ ଏଠାରେ ଉପସ୍ଥାପନ କରୁଛି । କେଉଁ ଦିନ କେଉଁ ସମୟ ଆପଣମାନଙ୍କ ପାଇଁ ଉପଯୁକ୍ତ ହେବ! --[[User:Psubhashish|ସୁଭାସିସ ପାଣିଗାହି]] (‌[[User talk:Psubhashish|ମୋତେ କିଛି କ‌ହିବେ କି?]])୧୦:୧୨, ୨୦ ଅଗଷ୍ଟ ୨୦୧୩ (UTC)
: ଉଇକିମାନିଆରେ କଅଣ ଆଲୋଚନା ହେଲା କହିଲେ ବହୁତ ଭଲ ହେବ । ଆପଣ ସମୟ ସ୍ଥିର କରି ଜଣାନ୍ତୁ । [[ବ୍ୟବହାରକାରୀ:ସୁବାସ ଚନ୍ଦ୍ର ରାଉତ|ସୁବାସ ଚନ୍ଦ୍ର ରାଉତ]] ([[ବ୍ୟବହାରକାରୀଙ୍କ ଆଲୋଚନା:ସୁବାସ ଚନ୍ଦ୍ର ରାଉତ|ମୋ ଆଲୋଚନା]]) ୦୭:୧୪, ୨୮ ଅଗଷ୍ଟ ୨୦୧୩ (UTC)
 
== ଆକୃତି ଟାଇପିଙ୍ଗ ଟୁଲ ସମନ୍ଧରେ ଆଲୋଚନା ==