"ଉଇକିପିଡ଼ିଆ:ଆଲୋଚନା ସଭା/Archive 1" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୦୦ କ ଧାଡ଼ି:
 
ଆଗରୁ ଯୋଉମାନେ ଓଡିଆ ରେ ଟାଇପ କରୁଥିଲେ ଆକୃତି ହିଁ ଏକ ମାତ୍ର ବିକଳ୍ପ ଥିଲା। ଯୋଉମାନେ ଆକୃତି ର ପ୍ରଶିକ୍ଷଣ ନେଇଛନ୍ତି ସେମାନେ ନୂଆ ଲେ-ଆଉଟ ରେ ଲେଖିବାରେ ଅସୁବିଧା ଅନୁଭବ କରୁଛନ୍ତି। ଛାପା-ଗଣମାଧ୍ୟମ ର ସାମ୍ବାଦିକ ମାନେ ଟାଇପ କଲାବେଳେ ଏହି ଲେ-ଆଉଟ ବ୍ୟବହାର କରନ୍ତି। ତେଣୁ ପୁରୁଖା ଓଡିଆ ଟାଇପଲେଖକ ଙ୍କୁ ଉଇକି ରେ ମିଶେଇବା ପାଇଁ ହେଲେ ଆକୃତି ଭଳି କିଛି ଲେ-ଆଉଟ ଉଇକି ରେ ଆସିବା ନିତ୍ୟାନ୍ତ ଆବଶ୍ୟକ। --&nbsp;[[User:guguly18|<font color="#FF4F00">ଦୀପ୍ତିମାନ</font>]]&nbsp;[[User talk:guguly18|<font color="#007FFF"><span title="Shoot!" style="cursor: crosshair;"><sup>ତାର ଯୋଡ଼ିବେ?</sup></span></font>]] ୧୮:୦୦, ୨୬ ଅଗଷ୍ଟ ୨୦୧୩ (UTC)
 
ମୁଁ ଆଗରୁ ଆକୃତିରେ ଲେଖିଛି । ଏହା Window XPରେ ବହୁତ ଭଲ ଲେଖିହୁଏ । ପରେ Window 7 ଲୋଡ଼ କଲା ପରେ ବହୁତ ଭୁଲ ଦେଖାଇଲା । ଆକୃତି ୭ ଲୋଡ଼ କଲାପରେ ମଧ୍ୟ ଅନେକ ଯୁକ୍ତାକ୍ଷର ଆସିଲା ନାହିଁ । ସୁତରାଂ Operating system ଅନୁସାରେ ଏହାର ବ୍ୟବହାର ବଦଳେ । କେଉଁ ଆକୃତି ଲୋଡ଼ ହେବ ତାହା ଭଲରୁପେ ବିବେଚନା କରି ତା ପରେ ସିଦ୍ଧାନ୍ତ ନେଲେ ଭଲ ହେବ ।[[ବ୍ୟବହାରକାରୀ:ସୁବାସ ଚନ୍ଦ୍ର ରାଉତ|ସୁବାସ ଚନ୍ଦ୍ର ରାଉତ]] ([[ବ୍ୟବହାରକାରୀଙ୍କ ଆଲୋଚନା:ସୁବାସ ଚନ୍ଦ୍ର ରାଉତ|ମୋ ଆଲୋଚନା]]) ୧୩:୨୪, ୨୬ ଅଗଷ୍ଟ ୨୦୧୩ (UTC)
 
=== ଅମତ ===