"ରଘୁନାଥ ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ପୁରସ୍କାର ଓ ସମ୍ମାନ
ଟିକେ (ପୁରସ୍କାର ଓ ସମ୍ମାନ)
}}
 
'''ରଘୁନାଥ ପାଣିଗ୍ରାହୀ''' (୧୯୩୪-୨୦୧୩) ଆଧୁନିକ ଯୁଗର ଜଣେ [[ଓଡ଼ିଶୀ ସଙ୍ଗୀତ|ଓଡ଼ିଶୀ]] କଣ୍ଠଶିଳ୍ପୀ । ସେ [[ରାୟଗଡ଼ା ଜିଲ୍ଲା]]ର [[ଗୁଣପୁରଗୁଣୁପୁର]] ସହରରେ ଜନ୍ମଗ୍ରହଣ୧୯୩୪ ମସିହା ଅଗଷ୍ଟ ୧୦ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ୨୦୧୦ସ୍ବାଧୀନତା ମସିହାରେସଂଗ୍ରାମୀ ତାଙ୍କୁପିତା ପଦ୍ମଶୀପଣ୍ଡିତ ଉପାଧିନୀଳମଣୀ ମିଳିଥିଲା।ପାଣିଗ୍ରାହୀଙ୍କ ୨୦୧୩ଠାରୁ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ୧୯୪୧ ରୁ ୧୯୪୮ ମସିହା ଅଗଷ୍ଟପର୍ଯ୍ୟନ୍ତ ୨୫ପଣ୍ଡିତ ତାରିଖବିଶ୍ବନାଥ ଦିନଦାସ ତାଙ୍କରଏବଂ ଦେହାନ୍ତପଣ୍ଡିତ ହୋଇଥିଲାନରସିଂହ ନନ୍ଦଙ୍କ ଠାରୁ ପାରମ୍ପରିକ ଓଡ଼ିଆ ସଂଗୀତ ଶିକ୍ଷା କରିଥିଲେ<ref>http://www ପରେ ସଂଗୀତଜ୍ଞ ମଦୁ ପାପ୍ପା ରାଓଙ୍କ ଠାରୁ କର୍ଣ୍ଣାଟକୀ ସଂଗୀତ ଶିକ୍ଷା ଲାଭ କରିଥିଲେ । ଶେଷରେ ମାଡ୍ରାସରେ ପଣ୍ଡିତ ଡି.orissadiary.com/CurrentNews ଭି.asp?id=43489</ref> ଓଡ଼ିଶୀପାଲୁସକରଙ୍କ ନୃତ୍ୟଶିଳ୍ପୀଠାରୁ [[ସଂଯୁକ୍ତାହିନ୍ଦୁସ୍ତାନୀ ପାଣିଗ୍ରାହୀ]]କଣ୍ଠସଂଗୀତ ଶିକ୍ଷା କରି ତାଙ୍କଓଡ଼ିଶା ସ‌ହଧର୍ମିଣୀଫେରିଥିଲେ ଥିଲେ
 
ଓଡ଼ିଶୀ ନୃତ୍ୟଶିଳ୍ପୀ [[ସଂଯୁକ୍ତା ପାଣିଗ୍ରାହୀ]] ତାଙ୍କ ସ‌ହଧର୍ମିଣୀ ଥିଲେ । ୨୦୧୩ ମସିହା ଅଗଷ୍ଟ ୨୫ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା ।<ref>http://www.orissadiary.com/CurrentNews.asp?id=43489</ref>
 
==ପୁରସ୍କାର ଓ ସମ୍ମାନ==
*ଡି ଲିଟ ଉପାଧୀ
** ରେଭେନ୍ସା ବିଶ୍ବାବିଦ୍ୟାଳୟ-୨୦୧୩
** ଉତ୍କଳ ବିଶ୍ବବିଦ୍ୟାଳୟ-୨୦୦୯
** ବ୍ରହ୍ମପୁର ବିଶ୍ବବିଦ୍ୟାଳୟ- ୨୦୦୬
* ପଦ୍ମଶ୍ରୀ ସମ୍ମାନ, ୨୦୧୦
* ଜୟଦେବ ସମ୍ମାନ, ୨୦୦୮
* କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୧୯୯୯
* ରାଜ୍ୟପାଳ ସମ୍ମାନ, ୧୯୯୫
* ସେବା ପୁରସ୍କାର, ୧୯୯୪
* ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୯୩
*ଗ୍ରାଁ ପ୍ରି ପୁରସ୍କାର, ୧୯୮୨
* ଅଲ ଇଣ୍ଡିଆ କ୍ରିଟିକ୍ସ ପୁରସ୍କାର, ୧୯୭୭
* କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୬
* ଗଣ କଳାନିଧି ସମ୍ମାନ, ୧୯୭୨
 
== ଆଧାର ==
 
{{ଓଡ଼ିଶାର ପଦ୍ମ ବିଜେତା}}
{{ଅଧାଗଢା}}
 
[[ଶ୍ରେଣୀ:୧୯୩୪ ଜନ୍ମ]]
[[ଶ୍ରେଣୀ:୨୦୧୩ ମୃତ୍ୟୁ]]
[[ଶ୍ରେଣୀ:ପଦ୍ମ ଶ୍ରୀ ବିଜେତା]]
{{ଅଧାଗଢା}}
୨୫,୧୭୩

ଗୋଟି ସମ୍ପାଦନା