"ଲକ୍ଷ୍ମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୧ କ ଧାଡ଼ି:
ମାଆ ଲକ୍ଷ୍ମୀ ଭଗବାନ [[ବିଷ୍ଣୁ]]ଙ୍କର ସହଧର୍ମିଣୀ । ସେ[[ବିଷ୍ଣୁ]]ଙ୍କର ଶକ୍ତି ସୂରୁପା କମଳା । ସେ ଧନ,ସୌଭାଗ୍ୟ,ସୁଖ୍ୟାତି ଓ ସୌନ୍ଦର୍ଯ୍ୟର ପ୍ରତିମୂର୍ତ୍ତି । ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ । ସେ ସମୁଦ୍ରଙ୍କର କନ୍ୟା । ଲକ୍ଷ୍ମୀଙ୍କର ବାହାନ [[ପେଚା]],ମତାନ୍ତରେ[[ହାତୀ]] । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି ।
 
ତାଙ୍କର ଚାରିହାତ ଧର୍ମ, କାମନା, ଅର୍ଥ ଓ ମୋକ୍ଷର ପ୍ରତୀକ ବୋଲି କେହି କେହି ମତ ଦିଅନ୍ତି । ତାଙ୍କୁ ପୂଜାକରିବା ଦ୍ଵାରା ଧର୍ମ, କାମନା, ଅର୍ଥ ଓ ମୋକ୍ଷ ଭାବନାରୁ ମୁକ୍ତ ହୋଇ ଜଣେ ନିର୍ବାଣ ପାଇପାରିବ । ଓଡ଼ିଶାରେ ପ୍ରତ୍ୟେକ ହିନ୍ଦୁଘରେ [[ଗୁରୁବାର]] ଦିନ ଲକ୍ଷ୍ମୀଙ୍କର ପୂଜା ହୁଏ । ଭୃଗୁଋଷିଙ୍କ ତପସ୍ୟା ଫଳରେ ସେ ଭାର୍ଗବୀ,ଶ୍ରୀ ଆଦି ରୂପରେ ଅବତୀର୍ଣ୍ଣା ହୋଇଥିଲେ । ଭାରତର କେତେକସ୍ଥାନରେ ଏଥିପାଇଁ ଭୃଗୁକନ୍ୟାରୂପେ ଶୁକ୍ରବାରଦିନ[[ଶୁକ୍ରବାର]] ଦିନ ଲକ୍ଷ୍ମୀପୂଜା କରାଯାଏ । [[ଓଡ଼ିଶା|ଓଡ଼ିଶାରେ]] [[ମାର୍ଗଶୀର|ମାର୍ଗଶିର ମାସ]] ଗୁରୁବାର ଲକ୍ଷ୍ମୀଙ୍କର ପ୍ରିୟପୂଜା [[ମାଣବସା ଗୁରୁବାର ଓଷା|ମାଣବସା ପୂଜା]] ନାମରେ ପ୍ରସିଦ୍ଧ । ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପୁତ୍ର [[କାମଦେବ]],ସେ ପ୍ରେମ ଏବଂ ପ୍ରଜନନ ର ଦେବତା ।
== ସ୍ତୁତି==
ଲକ୍ଷ୍ମୀ ଐଶ୍ଵର୍ଯ୍ୟର ଅଧିକାରିଣୀ , ପଦ୍ମବନ ନିବାସିନୀ , ପଦ୍ମକୁ ଆଧାର କରି ତାଙ୍କ ସ୍ମୃତି ନିମ୍ନମତେ କରାଗଲା -
"https://or.wikipedia.org/wiki/ଲକ୍ଷ୍ମୀ"ରୁ ଅଣାଯାଇଅଛି