"ପୋଲିଓମାୟେଲାଇଟିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଟିକେ deadlink fix: content removed from google cache, found on web archive
୧୮ କ ଧାଡ଼ି:
ପୋଲିଓମାୟେଲାଇଟିସ ରୋଗ ଗୋଟିଏ ଭୁତାଣୁ ଜନିତ ସଂକ୍ରାମକ ରୋଗ ଯାହାର ଅନ୍ୟ ନାମ ଶୈଶବ ପଙ୍ଗୁ(Infantile paralysis)। ସ୍ଵଳ୍ପରେ ଏହାକୁ ପୋଲିଓ କହନ୍ତି । ଏହି ରୋଗ ମୂଖ୍ୟତଃ ମଳ-ମୂଖ ପଥ ମାଧ୍ୟମରେ ବ୍ୟାପେ<ref name=Harrison>{{cite book| author = Cohen JI| chapter = Chapter 175: Enteroviruses and Reoviruses| title = [[Harrison's Principles of Internal Medicine]]| editor = Kasper DL, Braunwald E, Fauci AS, ''et al.'' (eds.)| edition = 16th | publisher = McGraw-Hill Professional| year = 2004| page = 1144| isbn = 0-07-140235-7 }}</ref> ଅର୍ଥାତ ଜୀବାଣୁ ଥିବା ମଳରେ ମାଛି ବସି ତା ପରେ ଖାଦ୍ୟରେ ବସିବା ଦ୍ଵାରା ଖାଦ୍ୟ ବା ପାନିୟ ମାଧ୍ୟମରେ ଜୀବାଣୁ ଦେହକୁ ଯାଏ । ଗ୍ରୀକ ଭାଷାରେ ପୋଲିଓ ଶବ୍ଦର ଅର୍ଥ ଧୁଷର । ଏହା ମେରୁଦଣ୍ଡର ଗ୍ରେ ମ୍ୟାଟରକୁ ନିର୍ଦ୍ଦେଶ କରେ । ମାୟେଲୋ ଅର୍ଥ ମଜ୍ଜା ଓ ଆଇଟିସ୍ ଅର୍ଥ ପ୍ରଦାହ ।<ref name=Chamberlin_2005>{{cite book | author = Chamberlin SL, Narins B (eds.) | title = The Gale Encyclopedia of Neurological Disorders | publisher = Thomson Gale | location = Detroit | year = 2005 | pages = 1859–70| isbn = 0-7876-9150-X}}</ref> ଏହା ମୂଖ୍ୟତଃ ଗ୍ରେ ମ୍ୟାଟରକୁ ଆକ୍ରମଣ କରେ, କିନ୍ତୁ ଏହା ମସ୍ତିଷ୍କକୁ ବ୍ୟାପି ଶ୍ଵାସ କ୍ରିୟା ବନ୍ଦ କରି ଦେଇପାରେ । <br />
ପୋଲିଓ ଭୁତାଣୁ ଖାଦ୍ୟ ମାଧ୍ୟମରେ ଦେହକୁ ଗଲେ ମଧ୍ୟ ୯୦% ଲୋକଙ୍କ ଦେହରେ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ଭୁତାଣୁ ରକ୍ତରେ ପ୍ରବେଶ କଲେ ବହୁତ ପ୍ରକାର ଲକ୍ଷଣ ଦେଖାଯାଏ ।<ref name=Sherris>{{cite book | author = Ryan KJ, Ray CG (eds.) | chapter = Enteroviruses | title = Sherris Medical Microbiology | edition = 4th | pages = 535–7 | publisher = McGraw Hill | year = 2004 | isbn = 0-8385-8529-9 }}</ref> ମାତ୍ର ୧% ଲୋକଙ୍କର କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳରେ ପ୍ରବେଶ କରେ । ଏହା ମୋଟର ନିୟୁରନର କୋଷକୁ ନଷ୍ଟ କରିଦିଏ, ଫଳତଃ ଶିଥିଳ ପଙ୍ଗୁତ୍ଵ(Flaccid paralysis) ହୁଏ । ନଷ୍ଟ ହୋଇଥିବା ସ୍ନାୟୁ ଅନୁସାରେ ପଙ୍ଗୁତ୍ୱ ହୁଏ । ସାଧାରଣତଃ ଅଣାଆନୁପାତିକ ପଙ୍ଗୁତ୍ଵ ହୁଏ ଓ ନିମ୍ନ ଅବୟବ ଅଧିକ ଆକ୍ରମିତ ହୁଏ । ମସ୍ତିଷ୍କର ନିମ୍ନ ଭାଗ ନଷ୍ଟ ହେଲେ ମସ୍ତିଷ୍କ କୋଟର ସ୍ନାୟୁ ନଷ୍ଟ ହୁଏ । ଉଭୟ ଅବୟବ ଓ କୋଟର ସ୍ନାୟୁ ନଷ୍ଟ ହୋଇପାରେ ।<ref name = PinkBook>{{cite book | author = Atkinson W, Hamborsky J, McIntyre L, Wolfe S (eds.) | chapter = Poliomyelitis | title = Epidemiology and Prevention of Vaccine-Preventable Diseases (The Pink Book) | edition = 11th | pages = 231–44 | publisher = Public Health Foundation | location =Washington DC |year = 2009 | url = http://www.cdc.gov/vaccines/pubs/pinkbook/downloads/polio.pdf | format = PDF}}</ref> <br />
ପୋଲିଓ ବେମାରୀ ହଜାର ହଜାର ବର୍ଷ ଧରି ଥିଲେ ମଧ୍ୟ ୧୮୮୦ ମସିହାରେ ମହାମାରୀ ରୁପ ଧାରଣ କଲା । ୧୯୧୦ ମସିହା ବେଳକୁ ଏହା ସହରମାନଙ୍କରେ ଖରା ଦିନେ ମହାମାରୀ ରୁପରେ ଦେଖା ଦେଲା । ଏହା ଦ୍ଵାରା ହଜାର ସଂଖ୍ୟକ ଶିଶୁ ଓ ବୟସ୍କ ଲୋକ ପଙ୍ଗୁ ହୋଇଗଲେ । ତେଣୁ ଏହାର ଟିକା ଉଦ୍ଭାବନ ନିମନ୍ତେ ପ୍ରତିଯୋଗିତା ଚାଲିଲା । ୧୯୫୦ ମସିହାରେ ଟିକା ବାହାରିବା ପରେ ବାର୍ଷିକ ହଜାର ହଜାର ରୋଗ ବଦଳରେ ଆଜି କେବଳ ହଜାର ରୋଗୀ ଦେଖା ଯାଉଛନ୍ତି ।<ref name=Aylward_2006>{{cite journal |author=Aylward R |title=Eradicating polio: today's challenges and tomorrow's legacy |journal=Ann Trop Med Parasitol |volume=100 |issue=5–6 |pages=401–13 |year=2006 |pmid=16899145 | doi = 10.1179/136485906X97354}}</ref> ରୋଟାରୀ, ଡବ୍ଲ୍ୟୁ.ଏଚ୍.ଓ.ଓ ୟୁନିସେଫ ସହଯୋଗରେ ଅଧୁନା ଏହି ରୋଗର ମୂଳୋତ୍ପାଟନ ସମ୍ଭବ ହୋଇଛି ।<ref>{{cite journal |author=Heymann D |title=Global polio eradication initiative | url=http://209web.85archive.215.104org/web/search?q=cache:bdeN6aDyjY4J20080530084106/http://www.scielosp.org/scielo.php%3Fscript%3Dsci_arttext%26pid%3DS0042-96862003000900020+site:scielosp.org+polio&hl?script=ensci_arttext&ctpid=clnk&cd=1&gl=usS0042-96862003000900020 |journal=Bull. World Health Organ. |volume=84 |issue=8 |page=595 |year=2006 |pmid=16917643 |doi=10.2471/BLT.05.029512 |pmc=2627439}}</ref><ref>{{cite news |author=McNeil, Donald |title=In Battle Against Polio, a Call for a Final Salvo | url=http://www.nytimes.com/2011/02/01/health/01polio.html?ref=science |work= |publisher=New York Times |date=February 1, 2011|accessdate=1 Feb 2011}}; excerpt, "... getting rid of the last 1 percent has been like trying to squeeze Jell-O to death. As the vaccination fist closes in one country, the virus bursts out in another .... The [eradication] effort has now cost $9 billion, and each year consumes another $1 billion."</ref>
== ବର୍ଗୀକରଣ ==
{| class = "wikitable" style = "float:right; font-size:90%; margin-left:15px"