"କଲମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪ କ ଧାଡ଼ି:
କଲମ କହିଲେ ସାଧାରଣତଃ ଏକ [[ଲେଖନୀ]]କୁ ବୁଝାଇଥାଏ । ଏହି ଲେଖନୀଦ୍ଵାରା କାଗଜ ବା ସେହିଭଳି କିଛି ଜିନିଷ ଉପରେ ଲେଖିହୁଏ ବା କିଛି ଚିହ୍ନ କରିହୁଏ ।
== ଇତିହାସ ==
ପୂର୍ବ କାଳରେ ଲୋକମାନେ ଏକ ଟାଣ ଧାତୁ ସାହାଯ୍ୟରେ ତାଳ ପତ୍ରରେ ଲେଖୁଥିଲେ । ଏହା ପରେ ପରେ ମୟୁର ପର ଓ ଦୁଆତରେ ଲେଖିବା ଆରମ୍ଭ କଲେ । ମୟୁର ପର ପରିବର୍ତେ କିଛିଦିନ ପରେ ଏକ ଲେଖନୀ ଯେଉଁଥିରେ କିଛି କାଳି ବା ଦୁଆତ ଭରା ଯାଇପାରିବ ତାହା ବ୍ୟବହାର କରାଗଲା । ଏହାକୁ ଫାଉଣ୍ଟେନ ପେନ କୁହାଯାଉଥିଲା । ଏହାପରେ ଆଧୁନିକ ଯୁଗର କଲମର ଉଦ୍ଭାବନ ହେଲା ।୧୭୭୦ ମସିହା ରେ ସାର ଜୋସେପ ପରିସେଟଲି ବଲ ପଏଣ୍ଟ କଲମ ଉଦ୍ଭାବନ କଲେ।
 
== ପ୍ରକାର ==
ବିଭିନ୍ନ ପ୍ରକାରର କଲମ ଦେଖିବାକୁ ମିଳିଥାଏ ।
"https://or.wikipedia.org/wiki/କଲମ"ରୁ ଅଣାଯାଇଅଛି